Breaking News

ବାପାଙ୍କ ମୃତ୍ୟୁର ମାତ୍ର ୩ଦିନ ମଞ୍ଚ ଉପରେ ଆସି ଡ୍ୟାନ୍ସ କରିଲେ, ସୁନ୍ଦର ଡ୍ୟାନ୍ସ ଦେଖି ଜଜ ମାନେ କାନ୍ଦିଲେ – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଯେ ବର୍ତ୍ତମାନ ସମୟ ରେ ସୋସିଆଲ ମିଡିଆ ସମସ୍ତ ଙ୍କ ବେସ ଲୋକ ପ୍ରିୟ ହୋଇପାରିଛି । ଆପଣ ମାନେ ଜାଣିଥିବେ ଯେ ଏହି ସୋସିଆଲ ମିଡିଆ ରେ ପାଇଁ ଆଜି ଅନେକ ଲୋକ ସମସ୍ତ ଙ୍କ ପାଖ ରେ ଲୋକ ପରିଚିତ ହୋଇପାରିଛନ୍ତି । ଯେଉଁ ମାନେ କାଲି ଅର୍ଥ ଅଭାବ ରୁ ନିଜ କଳା କୁ ଦର୍ଶକ ମାନ ଙ୍କ ପାଖ ରେ ପ୍ରଦର୍ଶିତ କରାଇ ପାଉ ନଥିଲେ ।

କିନ୍ତୁ ଆଜି ସୋସିଆଲ ମିଡିଆ ରେ ନିଜ କଳା କୁ ପ୍ରଦର୍ଶିତ କରାଇ ବେସ ଲୋକ ପ୍ରିୟ ହୋଇପାରିଛନ୍ତି। ବର୍ତ୍ତମାନ ସମୟ ରେ ଭଲ ଟଙ୍କା ମଧ୍ୟ ରୋଜଗାର କରୁଛନ୍ତି ସୋସିଆଲ ମିଡିଆ ରୁ । ତାହେଲେ ବର୍ତ୍ତମାନ ସମୟ ରେ ବୟସ୍କ ଠାରୁ ଛୋଟ ପିଲା ପର୍ଯ୍ୟନ୍ତ ସମସ୍ତେ ସୋସିଆଲ ମିଡିଆ ରେ ଆକ୍ଟିଭ ରହୁଛନ୍ତି । ଉଭୟ ସୋସିଆଲ ମିଡ଼ିଆ ରେ ଏବଂ ଟିଭି ପରଦା ରେ ପ୍ରସାରିତ ହେଉଥିବା ରିଆଲିଟ ସୋ ରେ କଳା ଦେଖାଇ ବେଶ୍ ଲୋକ ପ୍ରିୟ ।

ବନ୍ଧୁଗଣ ବର୍ତ୍ତମାନ ସମୟ ରେ ଆପଣ ମାନେ ଟିଭି ର କିଛି ରିଆଲିଟି ସୋ ମଧ୍ୟ ଦେଖିବାକୁ ପାଉଥିବେ । ଆପଣ ମାନେ ଜାଣିଥିବେ ବର୍ତ୍ତମାନ ସମୟ ରେ ସିଦ୍ଧାର୍ଥ ଟିଭି ରେ ଏକ ରିଆଲଟି ସୋ ପ୍ରସାରିତ ହେଉଛି ଯାହାର ନାମ ହେଉଛି । Dance Odisha , ଏହି ରିଆଲିଟ ସୋ ରେ ଜଜ୍ ହିସାବ ରେ ନଜର ଆସୁଛନ୍ତି ୩ ଲୋକ ପ୍ରିୟ ଅଭିନେତ୍ରୀ ଓ ଶାଶ୍ଵତ । ବର୍ତ୍ତମାନ୍ ସମୟ ରେ ଏହି ରିଆଲିଟ୍ ସୋ ରେ ଯାହା ବି କିଛି ଘଟି ଯାଇଛି ଯାହା ଆପଣ ମାନେ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ ।

ତାହେଲେ ଆସନ୍ତୁ ଏହି ବିଷୟ ରେ ସବୁକିଛି ଜାଣିବା । ଏହି ସୋ ରେ ଅନେକ ବିବାହିତ ମହିଳା ମାନେ ଯୋଗ ଦେଇ ନିଜ ଜବରଦସ୍ତ ନାଚ ଦେଖାଇ ବେଶ୍ ଆଗକୁ ଯିବା ସହିତ୍ ଓଡ଼ିଶା ର ଘର୍ ଘରେ ପରିଚିତ । ଏହି ସୋ ରେ ଯ୍ୟୋର୍ତିମୟୀ ନାମକ ଜଣେ ମହିଳା ଷ୍ଟେଜ କୁ ଆସି ନାଚ କରିଥିଲେ ହସ୍ ହସ୍ ମୁହଁ ରେ , ତାଙ୍କ ଜବରଦସ୍ତ ନାଚ ଦେଖି ସମସ୍ତେ ତାଙ୍କୁ ପ୍ରଶଂସା କରିବା ସହ ତାଲି ମାରିଥିଲେ ।

ହସ୍ ହସ୍ ମୁହଁ ରେ ନାଚ କରି ସମସ୍ତ ଙ୍କ ମନୋରଂଜନ କରାଇଥିବା ଜ୍ୟୋର୍ତିମୟୀ ଙ୍କ ମନ୍ ରେ ବହୁତ୍ କଷ୍ଟ , ସେ ନିଜ କଷ୍ଟ କୁ ଭୁଲି ନାଚ କରିଥିଲେ । ବନ୍ଧୁଗଣ ଏହି କଷ୍ଟ୍ ଟି ହେଉଛି ଯେ ତାଙ୍କ ବାପା ଙ୍କ ଦେହାନ୍ତ ହୋଇ ଯାଇଛି ଆଜି କୁ ୩ ଦିନ ପୂର୍ବ ରୁ । ବାପା ଙ୍କ ଦେ-ହା-ନ୍ତ ଖବର ଶୁଣି ମଧ୍ୟ ସେ ନିଜ ମନ ରେ ଦୁଃଖକୁ ରଖି ନାଚ କରିଥିଲେ କାରଣ ତାଙ୍କ୍ ବାପା ଙ୍କ ଇଚ୍ଛା ଥିଲା ତାଙ୍କ ଝିଅ ଆଗ କୁ ଯିବା ପାଇଁ । ଯାହା ବି କିଛି ହେଉନା କାହିଁକି ଜ୍ୟୋର୍ତିମୟି ଙ୍କ ଧର୍ଯ୍ୟ କୁ ମାନିବାକୁ ପଡ଼ିବ ।।

ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ । ଯଦି ଏହି ପୋଷ୍ଟଟି ଆପଣଙ୍କ ମନକୁ ଛୁଇଁଛି ତେବେ ଏହା ଅନ୍ୟ ମାନଙ୍କ ସହ ସେୟାର କରନ୍ତୁ ଧନ୍ୟବାଦ ।

About admin

Check Also

ହିରୋଇନ ଝିଲ୍ଲିକ (Jhilik) ଙ୍କ ଜନ୍ମଦିନରେ ପହଞ୍ଚିଲେ ସବୁ ହିରୋ ହିରୋଇନ – ଦେଖନ୍ତୁ ଭିଡିଓ

ନିକଟରେ ଅଭିନେତ୍ରୀ ଝିଲୀକ୍ ତାଙ୍କ ଜନ୍ମଦିନ ପାଳନ କରିଛନ୍ତି। ବହୁତ୍ ଧୁମ୍ ଧାମରେ ଅଭିନେତ୍ରୀ ଝିଲିକ୍ ଙ୍କ ଜନ୍ମ ଦିନ …

Leave a Reply

Your email address will not be published. Required fields are marked *