ବର୍ତ୍ତମାନ ସମୟରେ ଏକ ଭିଡିଓ ନିଆଁ ଭଳି ଭାଇରାଲ ହେଉଛି । ଆପଣ ମାନେ ଆମେ ସମସ୍ତେ ଜାଣିଚୁ ଏବେ ଆମ ଦେଶ ବହୁତ ଆଗକୁ ଯାଇ ସାରିଲାଣି ଆଉ ଏବେ ସମସ୍ତେ ଉନ୍ନତି ପଥରେ ଅଛନ୍ତି । ତେବେ ବର୍ତ୍ତମାନ ସମୟରେ ଏମିତି ଏକ ଭିଡିଓ ଭାଇରାଲ ହେବାକୁ ଲାଗୁଚି ଯାହା ଦେଖିଲେ ଆଖି ରେ ଲୁହ ଆସି ଯିବ । ଏସବୁ ସମ୍ପର୍କ ରେ ସମ୍ପୁର୍ଣ୍ଣ ବିବରଣୀ ଟିକୁ ଜାଣିବାକୁ ହେଲେ ଆପଣ ମାନେ ଆମ ର ଏହି ଲେଖା ଟିକୁ ପ୍ରଥମ ରୁ ଶେଷ ଯାଏ ପଢନ୍ତୁ ।
ତେବେ ଗୋଟିଏ କମ୍ ବୟସ ର ଝିଅ ଟେ ଆଖି ରେ ଲୁହ ଧରି ପାଟି ଖନେଇ ଖନେଇ କହୁଛନ୍ତି ଝିଅ ଟି ଯେ ଏ ଜଙ୍ଗଲ ଭୀତ ରେ ସେ କେମିତି ଏକ ବଞ୍ଚୁଛି । ଜଙ୍ଗଲ ଭୀତ ରୁ ଏହି କିଛି ଦିନ ହେଲା ଜଣେ ଯୁବତୀ ଙ୍କ ର କାନ୍ଦ ସୁଣା ଯାଉଥିଲା । କମ୍ ବୟସ ରୁ ଏ ଜଙ୍ଗଲ ଭୀତ ରେ ଭଗବାନ ଦେଇଛନ୍ତି ଦୁଃଖ । ଏତେ ବଡ଼ ଜଙ୍ଗଲ ରେ ସେ ଏବେ ଏକା ରହୁଛନ୍ତି ନାଁ ହେଉଛି ଦୀପା । ବୟସ ହେଉଛି 18 ।
ଏତେ ନିଛାଟିଆ ଜଙ୍ଗଲ ରେ ସେ ଏବେ ରହୁଛନ୍ତି ଏକା । ବାପା ମାଆ ଚାଲିଗଲା ପରେ ରାତି ଦିନ ଏ ଜଙ୍ଗଲ ଭୀତ ରେ ରହି ନିଜ ଜୀବନ ଜାପନ କରୁଛି । ଏ ହେଉଛି ମାଲକାନାଗିରି ତମସା ପଞ୍ଚାୟତ ଅନ୍ତର୍ଗତ ଏମପିଭି 1 ଗ୍ରାମ ର ଦୀପା ମଣ୍ଡଳ । ଆଖି ରେ ଆଖିଏ ଲୁହ । ଯାହାକି ଆଗକୁ ତାଙ୍କ ଜୀବନ କଣ ହେବ।
ଏ କୁନି ଝିଅ କୁ ଧରି ଗରିବ ବାପା ଦୀପକ ମଣ୍ଡଳ ଦୁଇ ମୁଠା ଖାଦ୍ୟ ଲାଗି ଏଣେ ତେଣେ ଘୁରି ବୁଲୁଥିଲେ । ଏମପିଭି 1 ଗ୍ରାମ୍ ରେ ପହଞ୍ଚିଲା ବେଳକୁ ଗାଁ ଲୋକ ତାଙ୍କ ଦୁରବସ୍ଥା ଦେଖି ଗାଁ ମୁଣ୍ଡ ଜଙ୍ଗଲ ପାଖ ରେ ଏକ ଝାଟି ପାଟି ଘର ତିଆରି କରି ରହିବାକୁ ଦେଇ ଥିଲେ ଆଉ କିଛି ଖାଦ୍ୟ ମଧ୍ୟ ଦେଇଥିଲେ ।
ପର ଘରେ କାମ କରି ତାଙ୍କ ଏକ ମାତ୍ର ଝିଅ କୁ ପାଠ ପଢିବା ଆଉ ବହୁତ କଷ୍ଟ ରେ ଘର ଚଳାଉ ଥିଲେ । ହେଲେ କ୍ୟାନସର ରୋଗ ରେ ପିଡିତ ହୋଇ ଦିପକ ମଣ୍ଡଳ ଗତ 16 ତାରିଖ ରେ ମୃତ୍ଯୁ ବରଣ କଲେ । ଆଉ ଏବେ ଏକା ହୋଇ ପଡିଛନ୍ତି ଏ ଝିଅ । ଖାଇବାକୁ ମଧ୍ୟ କିଛି ଘରେ ନଥିଲା ବେଳେ ମାସକୁ ମିଳୁଥିବା ଚାଉଳ ରେ ଭାତ ରୋଷେଇ କରି ଲୁଣ ଓ ଲଙ୍କା ସହିତ ଭାତ ଖାଉଛନ୍ତି ।
ଆପଣ ମାନେ ଏହି ଭିଡିଓ ମାଧ୍ୟମ ରେ ଆପଣ ମାନେ ଦେଖି ପାରୁଥିବେ ଏହି ଝିଅ ଟିର କଷ୍ଟ । ଦୀପକ ଙ୍କ ମୃତ୍ଯୁ ପରେ ଗାଁ ଲୋକ ତାଙ୍କ୍ ର କ୍ରିୟା କ୍ରମ କରିଥିଲେ । ଜଙ୍ଗଲ ଭିତ ରେ ଏକା ରହୁଥିବା ନାବାଳିକା ଝିଅ ଟିକୁ ସାନ୍ତ୍ବନ୍ନା ଦେବା ଲାଗି ଗାଁ ର କିଛି ସ୍ବ ହୃଦୟ ବ୍ୟକ୍ତି ମଧ୍ୟ ଆଗେଇ ଆସିଛନ୍ତି । ହେଲେ କେତେ ଦିନ ଝିଅ ଟି ଏବଂ +2 ରେ ପାଠ ପଢୁ ଥିବା ବେଳେ ଘରେ ଏମିତି ଏକା ରହିବା ତାଙ୍କ ପାଇଁ ସୁରକ୍ଷା ପୂର୍ଣ୍ଣ ନୁହଁ ।
ଗାଁ ଲୋକ କହିଛନ୍ତି କି ଯଦି ତାଙ୍କୁ କୌଣସି ସରକାରୀ ହଷ୍ଟେଲ୍ ରେ ରଖି ତାଙ୍କୁ ମାଗଣା ରେ ପାଠ ପଢା ଯାଆନ୍ତା ତାହେଲେ ଭବିଷ୍ଯତ ଭଲ ହେଇ ପାରିବ । ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ । ଯଦି ଏହି ପୋଷ୍ଟଟି ଆପଣଙ୍କ ମନକୁ ଛୁଇଁଛି ତେବେ ଏହା ଅନ୍ୟ ମାନଙ୍କ ସହ ସେୟାର କରନ୍ତୁ ଧନ୍ୟବାଦ ।