ଓଲିଉଡ଼ ର ଅଭିନେତା ଶୁଭାଶିଷ ଶର୍ମା ଙ୍କୁ ତ ଆପଣ ମାନେ ନିଶ୍ଚୟ ଜାଣିଥିବେ। ତାଙ୍କ ଝିଅ ଭିୟୋନା ଙ୍କ ସହିତ ସେ ଏବେ ବହୁତ୍ ଖୁସୀ ଥିବାର ନଜର ଆସିଛନ୍ତି । ତାଙ୍କ ଛୋଟ ଝିଅ ତାଙ୍କୁ ଆକ୍ଟିଂ ସିଖାଉ ଛନ୍ତି । ଆଉ ତାଙ୍କ କୁନି ଝିଅ ର କଥା ରଖି ଅଭିନୟ ଶିଖୁଛନ୍ତି ଅଭିନେତା ଶୁଭାଶିଷ ଶର୍ମା । ଏବଂ ତାଙ୍କ ଝିଅ ଭିୟୋନା ଙ୍କ ସହିତ ବହୁତ୍ ଖୁସି ଅଛନ୍ତି ଅଭିନେତା ଶୁଭାଶିଷ ଶର୍ମା।
ଓଡ଼ିଆ ଧାରାବାହିକ ରୁ ଅଭିନୟ କରିବା ଆରମ୍ଭ କରିଥିଲେ ଶୁଭାଶିଷ ଶର୍ମା । ଅନେକ ସିନେମା ରେ ମଧ୍ୟ ସହ କଳାକାର ଭାବରେ ଅଭିନୟ କରିଛନ୍ତି ଶୁଭାଶିଷ ଶର୍ମା । ତାଙ୍କ ଅଭିନୟ ବେସ୍ ମନଛୁଆଁ। ଓଡ଼ିଆ ଦର୍ଶକ ମାନେ ତାଙ୍କ ଅଭିନୟ କୁ ବହୁତ୍ ପସନ୍ଦ କରନ୍ତି । ତାଙ୍କର ସୁନ୍ଦର୍ ଅଭିନୟ ପାଇଁ ସେ ଆଜି ସାରା ଓଡ଼ିଶା ରେ ବେଶ୍ ପରିଚିତ ହୋଇ ପାରିଛନ୍ତି। ଓଡ଼ିଆ ଦର୍ଶକ ମାନେ ତାଙ୍କୁ ଅନେକ ଲୋକପ୍ରିୟତା ଦେଇଛନ୍ତି ।
ଅଭିନେତା ଶୁଭାଶିଷ ଶର୍ମା ଓଲିଉଡ଼ ଅଭିନେତ୍ରୀ ଆନିଶା ଙ୍କୁ ବିବାହ କରିଛନ୍ତି । ତରଙ୍ଗ ଚ୍ୟାନେଲ ରେ ପ୍ରସାରିତ ହେଉଥିବା ଓଡ଼ିଆ ଧାରାବାହିକ ସ୍ୱାଭିମାନ ରେ ଦୁହେଁ ଅଭିନୟ କରିଥିଲେ। ଆଉ ସେହି ଧାରାବାହିକ ରେ ବହୁତ୍ ସୁନ୍ଦର ଅଭିନୟ କରିଥିଲେ ଶୁଭାଶିଷ ଓ ଆନିଶା। ଦର୍ଶକ ମାନେ ତାଙ୍କ ଅଭିନୟ କୁ ବେସ୍ ପସନ୍ଦ କରିଥିଲେ। ଆଉ ତା ପରେ ଦୁହିଁଙ୍କ ମଧ୍ୟ ରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା।
ପରେ ଦୁହେଁ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ଅଭିନେତ୍ରୀ ଆନିଶା ମଧ୍ୟ ଓଡ଼ିଆ ସିନେମା ରେ ଅଭିନୟ କରିଛନ୍ତି । ଲଭ ୟୁ ହମେଶା ଓଡ଼ିଆ ସିନେମା ରେ ଅଭିନୟ କରିଛନ୍ତି । ଆଉ ଏବେ ତାଙ୍କ ଝିଅ ଭିୟୋ ନା ଙ୍କ ସହିତ ସମୟ ବିତାଉ ଛନ୍ତି । ତାଙ୍କର ଝିଅ ହେବାପରେ ସେ ଅଭିନୟ ଜୀବନରୁ ଦୂରେଇ ଆସିଛନ୍ତି । ହେଲେ ଅଭିନେତା ଶୁଭାଶିଷ ଓଡ଼ିଆ ଧାରାବାହିକ ରେ ଏବେ ବି ଅଭିନୟ ଜାରି ରଖିଛନ୍ତି । ଆଉ ତାଙ୍କ ଝିଅ ଭୀୟୋନା ଙ୍କ ସହିତ ସମୟ ବିତାଉ ଛନ୍ତି। ।
ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ । ଯଦି ଏହି ପୋଷ୍ଟଟି ଆପଣଙ୍କ ମନକୁ ଛୁଇଁଛି ତେବେ ଏହା ଅନ୍ୟ ମାନଙ୍କ ସହ ସେୟାର କରନ୍ତୁ ଧନ୍ୟବାଦ ।