Breaking News

ବାପା ହେବା କୁ ଯାଉଛନ୍ତି ଓଡିଆ ସିନେମା ଜଗତର ଷ୍ଟାଇଲିସ ହିରୋ ସମ୍ବିତ ଆଚାର୍ଯ୍ୟ (Sambeet) – ଦେଖନ୍ତୁ

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ରେ ଅନେକ ଲୋକ ପ୍ରିୟ କଳାକାର ଅଛନ୍ତି ଓ ଏହି କଳାକାର ମାନେ ନିଜ ଜବରଦସ୍ତ କଳା ପାଇଁ ବେଶ୍ ଲୋକ ପରିଚିତ । ତାହେଲେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଯେ ଏହି କଳାକାର ମାନେ ନିଜ କଳା ପାଇଁ ବେଶ୍ ଲୋକ ପରିଚିତ । ତାହେଲେ ଆପଣ ମାନେ ଜାଣିଥିବେ ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ରେ ଅନେକ ଲୋକ ପ୍ରିୟ କଳାକାର ମାନେ ସୋସିଆଲ ମିଡ଼ିଆ ରେ ବେଶ୍ ସକ୍ରୀୟ ରହିବା ସହିତ ବେଳେ ବେଳେ ବେଶ୍ ଚର୍ଚ୍ଚା ରେ ରୁହନ୍ତି ।

ପ୍ରାୟତ ଅଧିକ କଳାକାର ମାନେ ନିଜ ବ୍ୟକ୍ତିଗତ ଜୀବନ ର କିଛି ଦୃଶ୍ୟ କୁ ନେଇ ସୋସିଆଲ ମିଡ଼ିଆ ରେ ବେଶ୍ ଚର୍ଚ୍ଚା ରେ ଥାଆନ୍ତି । ତାହେଲେ ବନ୍ଧୁଗଣ ବର୍ତ୍ତମାନ୍ ସମୟ ରେ ଏହି କଥା ଟି କହିବା ର କାରଣ ହେଲା ଯେ ବର୍ତ୍ତମାନ ସମୟ ରେ ସେହିଭଳି ଜଣେ ଲୋକ ପ୍ରିୟ କଳାକାର ବର୍ତ୍ତମାନ୍ ସମୟ ରେ ବେଶ୍ ଚର୍ଚ୍ଚା ରେ ଅଛନ୍ତି ନିଜ ବ୍ୟକ୍ତିଗତ ଜୀବନ ର ଏକ ଖୁସି ଖବର କୁ ନେଇ ।

ତାହେଲେ ବନ୍ଧୁଗଣ ଆପଣ ମାନେ ଅଭିନେତା ସମ୍ବିତ ଆଚାର୍ଯ୍ୟ ଙ୍କୁ ବେଶ୍ ଭଲ ଭାବରେ ଜାଣିଥିବେ । ନିଜ ଜବରଦସ୍ତ କଳା ପାଇଁ ସେ ଓଡ଼ିଶା ର ଘର୍ ଘରେ ପରିଚିତ , ସମ୍ବିତ ୨୦୧୧ ମସିହାରେ ପ୍ରଥମେ ପ୍ରେମ ୱେଡ୍ସ ପ୍ରିୟା ସିନେମାରେ ଓଡିଆ ଇଣ୍ଡଷ୍ଟ୍ରିରେ ପାଦ ରଖିଥିଲେ । ଏହି ସିନେମାର ସଫଳତା ପରେ ସେ ଆଉ ପଛକୁ ଫେରି ଚାହିଁ ନଥିଲେ ।

ଏହା ପରେ ଚଉକା ଚକା, ତମକୁ ଦେଖିଲା ପରେ, ହାପି ଲକି ଏମିତି କିଛି ସୁପର ହିଟ ସିନେମାରେ ତାଙ୍କର ଜବରଦସ୍ତ ଅଭିନୟ ଦେଖାଇ ଥିଲେ। ସିନେମାରେ ଜଣେ ସଫଳ ହିରୋ ହେବା ପରେ ସେ ୨୦୧୯ ମସିହାରେ ତାଙ୍କ ପତ୍ନୀ ସାୟୋନାଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ପତ୍ନୀଙ୍କ ସହିତ ତାଙ୍କର ଦାମ୍ପତ୍ୟ ଜୀବନ ଖୁସି ଚାଲୁଥିବା ବେଳେ ସେ ଏବେ ତାଙ୍କର ଦର୍ଶକ ମାନଙ୍କୁ ଏକ ଖୁସି ଖବର ଦେଇଛନ୍ତି ।

ଏହି ଖୁସି ଖବର ଟି ହେଉଛି ଯେ ସମ୍ବିତ ଆଗାମୀ ଦିନ ମାନ ଙ୍କ ରେ ବାପା ହେବା କୁ ଯାଉଛନ୍ତି । ବର୍ତ୍ତମାନ୍ ସମୟ ରେ ସମ୍ବିତ ଙ୍କ ପତ୍ନୀ ସାୟୋନା ଗ-ର୍ଭ-ବ-ତୀ ଅଛନ୍ତି । ତାହେଲେ ତାଙ୍କର ଏକ ଭିଡିଓ ଦେଖିବାକୁ ମିଳିଛି ଓ ଏହି ଭିଡିଓ ଶୋୟାନା ଙ୍କ ସାଦଖିଆ ହେଉଛି ଓ ଏହି ଶାଦଖିଆ ରେ। ପରିବାର ଲୋକ ଉପସ୍ଥିତ ରହିବା ସହ ବେଶ୍ ଖୁସି ଅଛନ୍ତି ।। ଏହି ଖବର କୁ ତାଙ୍କ ସ୍ତ୍ରୀ ନିଜେ ତାଙ୍କ ସୋ-ସି-ଆ-ଲ ମିଡିଆ ଆକାଉଣ୍ଟରେ ସେୟାର କରିଛନ୍ତି ।

ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ । ଯଦି ଏହି ପୋଷ୍ଟଟି ଆପଣଙ୍କ ମନକୁ ଛୁଇଁଛି ତେବେ ଏହା ଅନ୍ୟ ମାନଙ୍କ ସହ ସେୟାର କରନ୍ତୁ ଧନ୍ୟବାଦ ।

About admin

Check Also

ଆମ ଓଡ଼ିଆ ଝିଅ ଗୀତ ଶୁଣି ଝୁମୁଚି ସାରା ଦେଶ – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ଆପଣ ମାନେ ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ରେ ଥିବା ସମସ୍ତ ଲୋକ ପ୍ରିୟ ଗାୟକ ଗାୟିକା ମାନ …

Leave a Reply

Your email address will not be published. Required fields are marked *