ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଆମ ଓଡିଆ ଇଣ୍ଡଷ୍ଟ୍ରି ର ଅନେକ ଲୋକ ପ୍ରିୟ ଅଭିନେତା ଅଛନ୍ତି । ଆପଣ ମାନେ ଜାଣିଥିବେ ଯେ ଏହି ଓ ଅଭିନେତା ମାନେ ନିଜ ଜବରଦସ୍ତ ଅଭିନୟ ପାଇଁ ବେସ ଲୋକ ପ୍ରିୟ , କିଏ ଚଳଚ୍ଚିତ୍ର ଦୁନିଆ ରେ ଅଭିନୟ କରି ତ ଆଉ କିଏ ଧାରାବାହିକ ଦୁନିଆ ରେ ଅଭିନୟ କରି । ତାହେଲେ ଏହି ଅଭିନେତା ମାନେ ଅଭିନୟ ସହ ସୋସିଆଲ ମିଡିଆ ରେ ବେସ ଆକ୍ଟିଭ ରହିବା ସହ ବେଳେ ବେଳେ ଚର୍ଚ୍ଚା ରେ ମଧ୍ୟ ରୁହନ୍ତି କିଛି ଦୃଶ୍ୟ କୁ ନେଇ ।
ତାହେଲେ ବନ୍ଧୁଗଣ ଠିକ ସେହିଭଳି ବର୍ତ୍ତମାନ୍ ସମୟ ରେ ଆମ ଓଡ଼ିଆ ଇଣ୍ଡଷ୍ଟ୍ରିର ଧାରାବାହିକ ଜଗତ ର ଜଣେ ଲୋକ ପ୍ରିୟ ଅଭିନେତା ବେସ୍ ଚର୍ଚ୍ଚା ରେ ଅଛନ୍ତି ସୋସିଆଲ ମିଡ଼ିଆ ରେ ।ଏହି ଅଭିନେତା ଜଣକ ନିଜ ବ୍ୟକ୍ତିଗତ ଜୀବନ ର ଦୃଶ୍ୟ କୁ ନେଇ ସୋସିଆଲ ମିଡ଼ିଆ ରେ ବେଶ୍ ଚର୍ଚ୍ଚା ରେ ଅଛନ୍ତି । ଆଜି ଆମେ ସେହି ବିଷୟ ରେ ଜାଣିବା
ତାହେଲେ ବନ୍ଧୁଗଣ ଏହି ଅଭିନେତା ଜଣକ ହେଉଛନ୍ତି ରାଜେଶ୍ । ଆପଣ ମାନେ ଏହି ଅଭିନେତା ଙ୍କୁ ବେଶ୍ ଭଲ ଭାବ ରେ ଜାଣିଥିବେ । ଅଭିନେତା ରାଜେଶ୍ ଙ୍କ ଜବରଦସ୍ତ ଅଭିନୟ ଆପଣ ମାନେ ବହୁ ସାରା ଚଳଚ୍ଚିତ୍ର ଓ ଧାରାବାହିକ ରେ ଦେଖିଥିବେ । ଦର୍ଶକ ମାନେ ମଧ୍ୟ ରାଜେଶ୍ ଙ୍କୁ ବେସ ପସନ୍ଦ କରିବା ସହିତ ତାଙ୍କ ଅଭିନୟ କୁ ବେସ ପସନ୍ଦ କରିଥାନ୍ତି ।
ରାଜେଶ୍ ନିଜ ଜବରଦସ୍ତ ଅଭିନୟ ପାଇଁ ଅନେକ ନାମ ଅର୍ଜନକରିବା ସହ ଓଡ଼ିଶା ର ଘର୍ ଘରେ ପରିଚିତ । ଆପଣ ମାନେ ତାଙ୍କ ଅଭିନୟ ବର୍ତ୍ତମାନ୍ ସମୟ ରେ ଏକ ଧାରାବାହିକ ରେ ଦେଖିବାକୁ ପାଉଥିବେ । ଏହି ଅଭିନେତା ଜଣକ ନିଜ ଅଭିନୟ ସହ ସୋସିଆଲ ମିଡ଼ିଆ ଆକାଉଣ୍ଟ୍ ରେ ବେଶ୍ ସକ୍ରିୟ ରହିଥାନ୍ତି । ବେଳେ ବେଳେ କିଛି ଦୃଶ୍ୟ କୁ ନେଇ ସୋସିଆଲ ମିଡ଼ିଆ ରେ ବେଶ୍ ଚର୍ଚ୍ଚା ରେ ରୁହନ୍ତି ।
ତାହେଲେ ବର୍ତ୍ତମାନ୍ ସମୟ ରେ ଏହି ଅଭିନେତା ଜଣକ ସୋସିଆଲ ମିଡ଼ିଆ ରେ ବେଶ୍ ଚର୍ଚ୍ଚା ରେ ଅଛନ୍ତି , ଏହି ଚର୍ଚ୍ଚା ବିଷୟ ଟି କଣ ରହିଛି ତାହା ଆଜି ଆମେ ଜାଣିବା । ଅଭିନେତା ରାଜେଶ୍ ଶିବ ମନ୍ଦିର ଯାଇଛନ୍ତି ଓ ସେଠାରେ ଶିବ ଲିଙ୍ଗ ଉପରେ ଜଳ ଅଭିଷେକ କରିଛନ୍ତି । ହଁ ବନ୍ଧୁ ଅଭିନେତା ରାଜେଶ୍ ଧବେଲଶ୍ୱର୍ ଯାଇଛନ୍ତି ଓ ସେଠାରେ ଜଳ ଅଭିଷେକ କରିଛନ୍ତି ।
ତାହେଲେ ବନ୍ଧୁଗଣ ବର୍ତ୍ତମାନ୍ ସମୟ ରେ ଏହି ଦୃଶ୍ୟ ଟି ସୋସିଆଲ ମିଡ଼ିଆ ରେ ବେଶ୍ ଚର୍ଚ୍ଚା ରେ ଥିବା ସମୟ ରେ ଆପଣ ମାନେ ଏହି ଭିଡିଓ ଟି କୁ ଆମର ଏହି ପେଜ ମାଧ୍ୟମ ରେ ଦେଖିବାକୁ ପାଉ ଥିବେ ।।
ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ । ଯଦି ଏହି ପୋଷ୍ଟଟି ଆପଣଙ୍କ ମନକୁ ଛୁଇଁଛି ତେବେ ଏହା ଅନ୍ୟ ମାନଙ୍କ ସହ ସେୟାର କରନ୍ତୁ ଧନ୍ୟବାଦ ।