Breaking News

ବାବା ସାରଥିଙ୍କୁ ଖୋଜୁଛନ୍ତି ଭକ୍ତ, ଜନ୍ମାଷ୍ଟମୀରେ ସାରଥିଙ୍କ ବାରିମୂଳ ଆଶ୍ରମ ଖୋଲିଲା ପୂଜାର୍ଚ୍ଚନା ହେଲା, ଆସିବେ ବାବା ସାରଥୀ – ଦେଖନ୍ତୁ ଭିଡିଓ

ବାରିମୂଳ ଆଶ୍ରମ ଫୁଣି ଖୋଲିଛି । ଦର୍ଶକ ବନ୍ଧୁ ସିଂହାସନ ରେ ସାରଥି ବାବା ଙ୍କ ଫଟୋ ଓ ଭକ୍ତ ମାନେ କରୁଛନ୍ତି ପୂଜା ଅର୍ଚ୍ଚନା । ଖାଲି ସେତିକି ନୁହେଁ ପ୍ରସାଦ ପାଇବା ସହିତ ମୁଣ୍ଡ ରେ ଲଗାଉଛନ୍ତି ତିଳକ , ଖୋଲି ଯାଇଛି ବାବା ଙ୍କ ସେହି ବାରି ମୂଲ ଆଶ୍ରମ । ମନ୍ ଭିତରେ ପ୍ରଶ୍ନ ହେଉଛି ଯେ ଏହି ଆଶ୍ରମ ଟି ଖୋଲିବାକୁ କିଏ ଅନୁମତି ଦେଲା ।

ଏହା ଉପରେ କୋର୍ଟ ଅର୍ଡର ଥିବା ସମୟରେ ଏହା ଉପରେ କିଛି ସମୟ ପର୍ଯ୍ୟନ୍ତ ୧୪୪ ଧାରା ଲଗା ଯାଇଥିଲା । କଣ ସାରଥି ବାବା ପୁଣି ଫେରିବେ କି ତାଙ୍କର ସେହି ବାରିମୂଳ ଆଶ୍ରମ କୁ । ଆସିବା ପରେ ପୁଣି କଣ ପ୍ରବଚନ ଦେବେ ତାଙ୍କ ଭକ୍ତ ମାନ ଙ୍କୁ , ଏ ନେଇ ଉଠୁଛି ଅନେକ ପ୍ରଶ୍ନ । କାରଣ ସୋସିଆଲ ମିଡ଼ିଆ ରେ ଭାଇରାଳ ହେଉଛି

ବାରିମୂଳ ଆଶ୍ରମ ର ଦୃଶ୍ୟ , ୨୦୧୫ ରେ ଗି-ର-ଫ ହୋଇଥିଲେ ସନ୍ତୋଷ ରାଉଳ ବା ସାରଥି , ତାଙ୍କ ଉପରେ ଅନେକ ଅଭିଯୋଗ ଲାଗିଥିଲା ଓ ଯେଉଁଥି ପାଇଁ ସେ ଜେଲ ଯାଇଥିଲେ । କଣ ସାରଥି ଙ୍କ ଭକ୍ତ ମାନେ ସାରଥି ଙ୍କୁ ଲୋକ ପ୍ରିୟ କରାଇବା ପାଇଁ ଏହି ଭଳି କାର୍ଯ୍ୟ ଆଉ କରୁ ନାହାନ୍ତି ତ । ଜନ୍ମାଷ୍ଟମୀ ରେ ଏହି ବାରି ମୂଲ ଆଶ୍ରମ ରେ ବାବା ସାରଥୀ ବାବା ଙ୍କ ଫଟୋ କୁ ଭକ୍ତ ମାନେ ସିଂହାସନ ରେ ବସାଇ ପୁଜା ଅର୍ଚ୍ଚନା କରି ଥିବାର ଜଣା ପଡିଛି ।

ସାରଥି ଜେଲ ଯିବା ପରେ ତାଙ୍କୁ ଜାମିନ ମିଳିଥିଲା ଓ କୋର୍ଟ ତାଙ୍କୁ ଛାଡିଥିଲା । ୨ ଲକ୍ଷ ଟଙ୍କା ଓ ଦୁଇ ଜାମିନ ଦାରି ବଦଳ ରେ ତାଙ୍କୁ ଅନୁମତି ଦେଇଥିଲେ ମାନ୍ୟବର ହାଇ କୋର୍ଟ , ଜାମିନ ମଞ୍ଜୁର କରିବା ସହିତ କିଛି ସର୍ତ୍ତ ରଖିଥିଲେ ଉଚ୍ଚ ନ୍ୟାୟାଳୟ , ତଦନ୍ତ ରେ ସହଯୋଗ କରିବା ସହିତ ସାରଥି କେନ୍ଦ୍ରାପଡ଼ା ବାରି ମୂଲ କୁ ଆସିବେ ନାହିଁ ।

ନା ସେ ଧା-ର୍ମି-କ ଧ-ର୍ମାବେସ କରିବେ ନା କୌଣସି କାର୍ଯ୍ୟ ରେ ଯୋଗ ଦେବେ । ସେ ରାଜ୍ୟ ବାହାର୍ କୁ ଯାଇ ପାରିବେ ନହିଁ କି ସାଥୀ କୁ ପ୍ରଭାବିତ କରି ପାରିବେ ନାହିଁ । ବନ୍ଧୁଗଣ ସାରଥୀ କେମିତି ହାଇଦ୍ରାବାଦ ରେ ଧରା ପଡିଲେ କେମିତି କଣ ହୋଇଥିଲା ତାହା ଆପଣ ମାନେ ବେଶ୍ ଭଲ ଭାବରେ ଜାଣିଥିବେ ।

ତାହେଲେ ବନ୍ଧୁଗଣ ବର୍ତ୍ତମାନ୍ ସମୟ ରେ କେନ୍ଦ୍ରାପଡ଼ା ବାରି ମୂଲ ଆଶ୍ରମ ରେ ସାରଥି ଙ୍କ ଭକ୍ତ ମାନେ ଜନ୍ମାଷ୍ଟମୀ ରେ ତାଙ୍କ ଫଟୋ କୁ ନେଇ ସିଂହାସନ ରେ ରଖି ପୂଜା କରୁ ଥିବାର ଦୃଶ୍ୟ ସୋସିଆଲ ମିଡିଆରେ ବହୁ ପରିମାଣ ରେ ଭାଇରାଲ ହେବା ରେ ଲାଗିଛି ଓ ଯାହାକି ଆପଣ ମାନେ ଆମର ଏହି ପେଜ ମାଧ୍ୟମ ରେ ଦେଖିବାକୁ ପାଉ ଥିବେ ।।

ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ । ଯଦି ଏହି ପୋଷ୍ଟଟି ଆପଣଙ୍କ ମନକୁ ଛୁଇଁଛି ତେବେ ଏହା ଅନ୍ୟ ମାନଙ୍କ ସହ ସେୟାର କରନ୍ତୁ ଧନ୍ୟବାଦ।

About admin

Check Also

କିଛି ମାଲିକ କଷ୍ଟମର ମାନଙ୍କୁ କୁହନ୍ତି, ଏତିକି ପଇସା ଉଡାଓ ସେ ଝିଅ ତୁମ ସହିତ ଯିବ, ଖାଲି ପେଟ ଛାତି ଦେଖିବାକୁ ପଇସା.. – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟ ରେ ଏହି ଦୁନିଆ ରେ ମଣିଷ ତାର ଜୀବନ ରେ ଖୁସି କୁ ବଞ୍ଚିବାକୁ …

Leave a Reply

Your email address will not be published. Required fields are marked *