ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ରେ ଅନେକ ଲୋକ ପ୍ରିୟ ଅଭିନେତା ଅଛନ୍ତି ଓ ଏହି ଅଭିନେତା ମାନେ ନିଜ ଜବରଦସ୍ତ ଅଭିନୟ ପାଇଁ ବେଶ୍ ଲୋକ ପରିଚିତ । ତାହେଲେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଯେ ଏହି ଅଭିନେତା ମାନେ ବେଳେ ବେଳେ ସୋସିଆଲ ମିଡ଼ିଆ ରେ ବେଶ୍ ଚର୍ଚ୍ଚା ରେ ଥାଆନ୍ତି କିଛି ଦୃଶ୍ୟ କୁ ନେଇ ।
ତାହେଲେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଯେ ବର୍ତ୍ତମାନ୍ ସମୟ ରେ ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ର ଲୋକ ପ୍ରିୟ ଅଭିନେତା ବାବୁଶାନ୍ ବେଶ୍ ଚର୍ଚ୍ଚା ରେ ଅଛନ୍ତି । ବାବୁଶାନ୍ ଙ୍କୁ ନେଇ ପ୍ରତିଦିନ ସୋସିଆଲ ମିଡ଼ିଆ ରେ ଅନେକ ଖବର ଆସୁଛି ଓ ଏହି ଖବର ଗୁଡ଼ିକୁ ଆପଣ ମାନେ ନିଶ୍ଚୟ ଦେଖି ପାରୁଥିବେ । ବାବୁଶାନ୍ ଙ୍କୁ ନେଇ ଅନେକ ଲୋକ ଭିନ୍ନ ଭିନ୍ନ ପ୍ରତିକ୍ରିୟା ରଖିଛନ୍ତି ।
ଏହାରି ଭିତରେ ବାବୁଶାନ୍ ଙ୍କ ଓକିଲ ଧରଣୀ ଧର ନାୟକ ବାବୁଶାନ ଙ୍କ ମାମଲା କୁ ନେଇ କହିଛନ୍ତି , ସେ କହିଛନ୍ତି ଯେ ବାବୁଶାନ୍ ଙ୍କ ନାମ ରେ ଏତଲା ହୋଇଥିଲା ସେ ଗିରଫ ହେବା ପରେ ଆଗୁଆ ଜାମିନ ଦରଖାସ୍ତ ସେ ହାଇକୋର୍ଟ କୁ ଦେଇଥିଲେ । ଏହି ଆଗୁଆ ଜାମିନ ଦରଖାସ୍ତ ଟି ମାନ୍ୟବର ହାଇ କୋର୍ଟ ଆଜି ।
କମିଶନର ରେଟ ପୋଲିସ ବାବୁଶାନ୍ ଙ୍କୁ ସିଆରପିସି ର ଧାରା ୪୧ କ ଅନୁଯାୟୀ ନୋଟିସ ଜାରି କରିଛି ଓ ସେଥିରେ ଦସ୍ତଖତ୍ କରିଛନ୍ତି ବାବୁସାନ୍ , ଏହି ଭଳି ସମୟ ରେ ବାବୁଶାନ୍ ଙ୍କୁ ଗି-ର-ଫ ଦାରିର ଆଶଙ୍କା ନାହିଁ ବୋଲି ବାବୁସାନ୍ ଙ୍କ ଓକିଲ କହିଛନ୍ତି।
ବାବୁଶାନ୍ ତଦନ୍ତ ରେ ସହଯୋଗ କରୁ ଥିବାରୁ ମାମଲା ପୂର୍ଣ୍ଣଛେଦ ଟାନିଛନ୍ତି ହାଇକୋର୍ଟ । ଜୁଲାଇ ୨୩ ତାରିଖ ରେ ବାବୁଶାନ୍ ଓ ପ୍ରକୃତି ଏବଂ ତୃପ୍ତି ଙ୍କ ମଧ୍ୟ ରେ ବିଚ୍ ରାସ୍ତା ରେ ଅଭିଯୋଗ ହୋଇଥିଲା , ଏନେଇ ପ୍ରକୃତି ମିଶ୍ର ଓ ତାଙ୍କ ପରିବାର ଲୋକ ଏବଂ ବାବୁଶାନ୍ ଙ୍କ ପତ୍ନୀ ଏତଲା ଦେଇଥିଲେ । ତୃପ୍ତି ଙ୍କ ଅଭିଯୋଗ ଆଧାର ରେ ବାବୁଶାନ୍ ଙ୍କ ବିରୋଧ ରେ ଆଇପିସି ଦଫା ୪୯୮- ଏ ଓ ୫୦୬ ଦଫା ଲାଗିଥିଲା , ସେଥିପାଇଁ ଆଗୁଆ ଜାମିନ ପାଇଁ ହାଇକୋର୍ଟ ର ଦ୍ୱାରସ୍ଥ ହୋଇଥିଲେ ବାବୁଶାନ୍ ।।
ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ । ଯଦି ଏହି ପୋଷ୍ଟଟି ଆପଣଙ୍କ ମନକୁ ଛୁଇଁଛି ତେବେ ଏହା ଅନ୍ୟ ମାନଙ୍କ ସହ ସେୟାର କରନ୍ତୁ ଧନ୍ୟବାଦ ।