Breaking News

ବାବୁଶାନ (Babushan) ଙ୍କ ମାମୁଁ ରବି ମିଶ୍ର କହିଲେ ତୃପ୍ତି ଓ ବାବୁ ଏକାଠି ହେଲେଣି ଏବେ ଗହଳି ଭାଙ୍ଗନ୍ତୁ – ଦେଖନ୍ତୁ ଭିଡିଓ

ଆଜିକି 7 ଦିନ ହେଇ ଗଲାଣି ବାବୁଶାନ୍ ମହାନ୍ତି ଓ ତୃପ୍ତି ଓ ପ୍ରକୃତି ମିଶ୍ର ଙ୍କ ଭିଡିଓ ଭାଇରାଲ ହେବାକୁ ଲାଗୁଚି । ବହୁତ ଦିନ ଧରି ଏ ବିଷୟ ରେ ବହୁତ ଚର୍ଚ୍ଚା ଚଲୁଛି ଏ ନେଇ କୌଣସି ସୋସିଆଲ୍ ମିଡ଼ିଆ ନାହିଁ ଯେଉଁଠି ଏହି ଭିଡିଓ ଭାଇରାଲ ହେଉ ନାହିଁ । ତେବେ ଆପଣ ମାନେ ଜାଣିଛନ୍ତି କାଲି ବାବୁଶାନ୍ ମହାନ୍ତି ଙ୍କ ଜନ୍ମ ଦିନ ଥିଲା ଆଉ ଏହି ଜନ୍ମ ଦିନ ରେ ତୃପ୍ତି ଙ୍କ ବାପା ତଥା ବାବୁଶାନ୍ ମହାନ୍ତି ଙ୍କ ଶଶୁର ଆସିଥିଲେ ତାଙ୍କ ଜନ୍ମ ଦିନ କୁ ଜନ୍ମ ଦିନ ର ସୁଭେଚ୍ଛା ଜଣାଇବା ପାଇଁ ।

ଆଉ ଏହି ଜନ୍ମ ଦିନ ରେ ସମସ୍ତେ ବହୁତ ଧୁମ ଧୁମ ରେ ପାଳନ ମଧ୍ୟ କରିଥିଲେ । ତେବେ ଏବେ ଶୁଣିବାକୁ ମିଳୁଛି କି ବାବୁଶାନ୍ ଓ ଉତ୍ତମ ମହାନ୍ତି ତାଙ୍କ ବୋହୁ ଓ ନାତି କୁ ଆଣିବା ପାଇଁ ଯାଉଛନ୍ତି । ତେବେ ବର୍ତ୍ତମାନ ସମୟରେ ଏକ ଭିଡିଓ ଭାଇରାଲ ହେବାକୁ ଲାଗୁଚି ଯାହା କି ରବି ମିଶ୍ର କିଛି ନିଜ ର ମନ୍ତବ୍ୟ ଦେବାରେ ନଜର ରେ ଆସିଛନ୍ତି ।

ତେବେ ସେ କହିଲେ କି ଏବେ ଉତ୍ତମ ମହାନ୍ତି ଙ୍କ ଦେହ ଭଲ ନାହିଁ ଆଉ ସେ ଏବେ ଚାଲି ପାରୁ ନାହାନ୍ତି ତାଙ୍କୁ ଟ୍ରିଟ୍ମେଣ୍ଟ ହେବାରେ ଅଛି ଆଉ ତାଙ୍କ ସଡୁ ବି ଜଣେ ହାର୍ଟ ପେସେଣ୍ଟ । ବାବୁଶାନ୍ ଓ ତୃପ୍ତି ଙ୍କ ଭୀତ ରେ ଥିବା ଝଗଡା ମଧ୍ୟ ସାରି ସାରିଲାଣି ସବୁ ଠିକ ବି ହୋଇ ସାରିଲାଣି ତେଣୁ କରି ସେ ସମସ୍ତ ଙ୍କୁ ଅନୁରୋଧ କରି କହିଛନ୍ତି କି ଏବେ ସବୁ ଠିକ ଯେହେତୁ ହେଇ ସାରିଲାଣି ଆଉ କିଛି ବି ଭିଡିଓ ଭାଇରାଲ୍ ନକରିବା ପାଇଁ ।

ସେ ସମସ୍ତ ଙ୍କୁ ବହୁତ ଧନ୍ୟ ବାଦ ଜନେଇଛନ୍ତି । କାରଣ ଆଜି ସମସ୍ତ ଙ୍କ ପାଇଁ ଆଜି ବାବୁଶାନ୍ ଓ ତୃପ୍ତି ମଧ୍ୟ ରେ ଥିବା ସବୁ ଅସୁବିଧା ର ସମାଧାନ ହୋ ସାରିଛି । ତେଣୁ ଏ ନେଇ ରବି ମିଶ୍ର ନିଜ ର କଥା ଦ୍ବାରା ସମସ୍ତ ଙ୍କ ଧନ୍ୟଵାଦ ଜଣାଇଲେ । ଆଉ ସବୁ ବିଷୟ ରେ କହିଲେ ।

ତେବେ ଏ ସବୁ କୁ ଦେଖି ଏବେ ଏମିତି ଲାଗୁଚି ସବୁ ଆଗ ଭଳି ହେଇ ଯାଇଛି ଆଉ ଏ ସବୁ ସମାଧାନ ହେଲା ପରେ ବାବୁଶାନ୍ ମହାନ୍ତି ବି ସିନେମା ଇଣ୍ଡଷ୍ଟ୍ରି କୁ ଫେରି ଆସିବେ କାରଣ ବାବୁଶାନ୍ ମହାନ୍ତି ଙ୍କ ସମସ୍ତେ ବହୁତ ଭଲ ପାଆନ୍ତି ଆଉ ତାଙ୍କ ଅଭିନୟ କୁ ଦେଖିବା ପାଇଁ ସବୁ ଦର୍ଶକ ମାନେ ଭଲ ପାଅନ୍ତି ଆଉ ତାଙ୍କ ଘର ର ବିବାଦ ର ସମାଧାନ ପରେ ସମସ୍ତେ ବହୁତ୍ ସନ୍ତୁଷ୍ଟ୍ ବି ଅଛନ୍ତି ।

ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ । ଯଦି ଏହି ପୋଷ୍ଟଟି ଆପଣଙ୍କ ମନକୁ ଛୁଇଁଛି ତେବେ ଏହା ଅନ୍ୟ ମାନଙ୍କ ସହ ସେୟାର କରନ୍ତୁ ଧନ୍ୟବାଦ ।

About admin

Check Also

ଆମ ଓଡ଼ିଆ ଝିଅ ଗୀତ ଶୁଣି ଝୁମୁଚି ସାରା ଦେଶ – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ଆପଣ ମାନେ ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ରେ ଥିବା ସମସ୍ତ ଲୋକ ପ୍ରିୟ ଗାୟକ ଗାୟିକା ମାନ …

Leave a Reply

Your email address will not be published. Required fields are marked *