Breaking News

ବାବୁଶାନ (Babushan) ଙ୍କ ଶଶୁର କହିଲେ ଘରକୁ ଯାଇ ସ୍ତ୍ରୀ କୁ ନେଇ ଯାଅ – ଦେଖନ୍ତୁ ଭିଡିଓ

ବାବୁଶାନ୍ ମହାନ୍ତି ଯିବେ ତାଙ୍କ ସ୍ତ୍ରୀ ତୃପ୍ତି ଙ୍କୁ ସାଥିରେ ଧରି ଆଣିବା ପାଇଁ । ବାପା ଙ୍କ ସହ ଫୋନ ରେ ବାବୁଶାନ୍ କଥା ହୋଇ ସାରିଛନ୍ତି । ଗତ କାଲି ରାତି ରେ ଜନ୍ମ ଦିନ ରେ ବାବୁଶାନ୍ ଙ୍କ ଶଶୁ ର ଆସିଥିଲେ ଘର କୁ । ଆଉ ଏହା ସହିତ ସମସ୍ତ ମଧ୍ୟସ୍ଥି ଖୁସି ରେ ସମସ୍ତେ ଆଲୋଚନା କରି ଯାଇଛନ୍ତି । ଶଶୁର ଙ୍କ ସହ ବସି ଆଲୋଚନା କରିବା ସହିତ ଶଶୁର ଙ୍କୁ ମୁଣ୍ଡିଆ ମାରି ତୃପ୍ତି ଙ୍କ ଭବିଷ୍ଯତ ପାଇଁ ଓ ପୁଅ ପାଇଁ ଭରସା ବି ଦେଇଛନ୍ତି ଓ ଏଭଳି ଭୁଲ ଜୀବନ ରେ କେବେ ବି ହେବ ନାହିଁ ବୋଲି ସନ୍ତ୍ବନା ବି ଦେଇଛନ୍ତି ।

ଆଜି ସକାଳୁ ସକାଳୁ ବାବୁଶାନ୍ ମହାନ୍ତି ତୃପ୍ତି ଙ୍କ ସହ କଥା ହୋଇ ସାରିଛନ୍ତି ଏବଂ ତା ସହ ଭିଡିଓ କଲ ରେ କଥା ହୋଇଥିଲେ ମଧ୍ୟ ତାଙ୍କ ପୁଅ ସହ ମଧ୍ୟ ବହୁତ ସମୟ କଥା ହେଲେ ବାବୁଶାନ୍ ମହାନ୍ତି । ଏହା ସହିତ କେବେ ପହଁଚିବେ ତାଙ୍କ ଘରେ ଆଉ କେବେ ସାଥିରେ ନେଇ ଆସିବେ ସେ ବିଷୟ ରେ ମଧ୍ୟ ଆଲୋଚନା ସରି ଯାଇଛି । ଅପରାଜିତା ମହାନ୍ତି ଓ ଉତ୍ତମ ମହନ୍ତି ଚାହିଁ ବସିଛନ୍ତି କେବେ ତାଙ୍କ ପୁଅ ସହିତ ତାଙ୍କ ବୋହୁ ତୃପ୍ତି ଓ ତାଙ୍କ ନାତି ଘର କୁ ଫେରି ଆସିବେ । ଯେତେ ହେଲେ ନିଜ ପରିବାର ସହିତ ଖୁସି ରେ ରହିବା ବହୁତ ଭାଗ୍ୟ ର କଥା ।

ତେବେ କାଲି ପୁଅ ର ଜନ୍ମ ଦିନ ଥିଲା ଆଉ କାଲି ଜନ୍ମ ଦିନ ରେ ସବୁ କିଛି ଠିକ ହୋଇ ଗଲା । ଏବେ କେସ ବି ଉଠି ଯିବ । ଆଉ ଏହା ସହିତ ସମସ୍ତେ ଅପେକ୍ଷା କରି ରହିଛନ୍ତି ବୋହୁ ନାତି କୁ ଧରି କେବେ ଘରେ ପହଁଚିବେ । ତେବେ ଗୋଟିଏ ପ୍ରକାର ର ସ୍ପଷ୍ଟ ସୁଚନା ଦେଇଥିଲେ ଯେ ସଞ୍ଜଅ ନାଏକ ଏ ଘଟଣା କୁ ନେଇ । ସେ କହିଲେ ଏବେ ସବୁ ଆଗ ଭଳି ଠିକ ହୋଇ ଗଲାଣି । ଆଉ ଏବେ ସ୍ବାମି ସ୍ତ୍ରୀ ଭିତରେ କିଛି ବିବାଦ ନାହିଁ ଫୁଣି ଥରେ ତାଙ୍କ ଖୁସି ର ସମୟ ବିତେଇବେ ।

ତେବେ ବର୍ତ୍ତମାନ ସମୟରେ ଅପେକ୍ଷା ବାବୁଶାନ୍ ମହାନ୍ତି କେବେ ନିଜ ସ୍ତ୍ରୀ ପିଲା ଛୁଆ ଙ୍କୁ ନେଇ ଘର କୁ ଫେରୁଛନ୍ତି । ତାହା ସହ ଗତ କାଲି ବାବୁଶାନ୍ ମହାନ୍ତି କହିଛନ୍ତି କି ତାଙ୍କ ସ୍ତ୍ରୀ ତୃପ୍ତି ସବୁବେଳେ ତାଙ୍କ ପାଖ ରେ ବା ତାଙ୍କ ସହିତ ଅଛନ୍ତି । ବାବୁଶାନ୍ ମହାନ୍ତି ଖୁବ ଶୀଘ୍ର ତାଙ୍କ ସହିତ ଓ ପରିବାର ସହିତ ଏକ ଫୋଟ ଉଠେଇ ତାଙ୍କ ଫ୍ୟାନ୍ ମାନଂକୁ ଏକ ଭଲ ଖବର ଦେବେ ବୋଲି ଆସା କରା ଯାଉଛି ।

ଏମିତି ରେ ବି ତାଙ୍କ ସବୁ ଫ୍ୟାନ୍ ମାନେ ଚାହୁଁ ଥିଲେ ସେମାନେ ଦୁଇ ଜଣ ଏକାଠି ହେଇ ଜାଆନ୍ତୁ ସମସ୍ତେ ଝୁସି ରେ ରୁହନ୍ତୁ । ବାବୁଶାନ୍ ମହାନ୍ତି ଙ୍କୁ ତାଙ୍କ ଫ୍ୟାନ୍ ମାନେ ବହୁତ ଭଲ ପାଉଥିଲେ ଆଉ ସମସ୍ତେ ଯାହା ଚାହୁଁ ଥିଲେ ଏବେ ତାହା ଖୁବ ଶୀଘ୍ର ହେବା କୁ ଯାଉଛି ।

ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ । ଯଦି ଏହି ପୋଷ୍ଟଟି ଆପଣଙ୍କ ମନକୁ ଛୁଇଁଛି ତେବେ ଏହା ଅନ୍ୟ ମାନଙ୍କ ସହ ସେୟାର କରନ୍ତୁ ଧନ୍ୟବାଦ ।

About admin

Check Also

ବାବୁଶାନ୍ ଓ ଅପରାଜିତା (Babusan Trupti) ମିଶି ତୃପ୍ତିଙ୍କ ଜନ୍ମଦିନ କଲେ ସ୍ପେଶାଲ୍ – ଦେଖନ୍ତୁ ଭିଡିଓ

ନିକଟରେ ଓଲିଉଡ଼ ଅଭିନେତା ବାବୁଶାନ୍ ମହାନ୍ତି ତାଙ୍କ ସ୍ତ୍ରୀ ତୃପ୍ତି ମହାନ୍ତି ଙ୍କ ର ଜନ୍ମ ଦିନ ପାଳନ କରିଛନ୍ତି …

Leave a Reply

Your email address will not be published. Required fields are marked *