Breaking News

ବାବୁଷାନ ଙ୍କ ଘରେ ପହଞ୍ଚିଲେ ହିରୋଇନ ଝିଲିକ … ଦେଖନ୍ତୁ ଭିଡିଓ

ଅଭିନେତ୍ରୀ ଝିଲିକ ଭଟ୍ଟାଚାର୍ଯ୍ୟ ଙ୍କୁ ତା ଆପଣ ମାନେ ନିଶ୍ଚୟ ଜାଣିଥିବେ। ନିକଟରେ ଅଭିନେତ୍ରୀ ଝିଲିକ୍ ଅଭିନେତା ବାବୁଶାନ୍ ମହାନ୍ତି ଙ୍କ ଘରକୁ ବୁଲିବାକୁ ଯାଇଥିଲେ । ଏବଂ ଅଭିନେତା ବାବୁଶାନ୍ ମହାନ୍ତି ଙ୍କ ସହିତ ଫୋଟୋ ଉଠେଇବା ର ମଧ୍ୟ ନଜର ଆସିଛନ୍ତି। ଖାଲି ସେତିକି ନୁହେଁ ସେ ଅଭିନେତା ବାବୁଶାନ୍ ଙ୍କ ମାଆ ଓଲିଉଡ଼ ର ବରିଷ୍ଟ ଅଭିନେତ୍ରୀ ଶ୍ରୀମତୀ ଅପରାଜିତା ଏବଂ ଅଭିନେତା ଉତ୍ତମ ମହାନ୍ତି ଙ୍କ ସହିତ ମଧ୍ୟ ଫୋଟୋ ଉଠାଇଛନ୍ତି।

ଅଭିନେତ୍ରୀ ଝିଲିକ୍ ଙ୍କ ଘର ହେଉଛି କୋଲକାତା । ସେ ଟାର୍ଗେଟ୍ ଓଡ଼ିଆ ଚଳଚ୍ଚିତ୍ର ଜରିଆରେ ଓଲିଉଡ଼ କୁ ଏନ୍ଟ୍ରୀ କରିଥିଲେ । ସେଥିରେ ସେ ଅଭିନେତା ଅମ୍ଳାନ ଙ୍କ ସହିତ ଅଭିନୟ। କରିଥିଲେ । ସେ ତାଙ୍କ ପ୍ରଥମ ସିନେମା ରୁ ହିଁ ବହୁତ୍ ସୁନ୍ଦର ଅଭିନୟ କରିଥିଲେ । ତା ପରେ ସେ ବାବୁଶାନ୍ ମହାନ୍ତି ଙ୍କ ସହିତ ଆଖିରେ ଆଖିରେ ସିନେମା ରେ ଅଭିନୟ କରିଥିଲେ । ସୁପର୍ ମିଛୁଆ ଆଦି ସିନେମା ରେ ଅଭିନୟ କରିଥିଲେ ।

ଓଡ଼ିଆ ଦର୍ଶକ ମାନେ ତାଙ୍କ ଅଭିନୟ କୁ ବେସ୍ ପସନ୍ଦ କରିଛନ୍ତି । ଏବଂ ବାବୁଶାନ୍ ଙ୍କ ସହିତ ତାଙ୍କ ଯୋଡ଼ି କୁ ମଧ୍ୟ ଓଡ଼ିଆ ଦର୍ଶକ ମାନେ ବହୁତ୍ ମାତ୍ରା ରେ ପସନ୍ଦ କରିଥିଲେ । ଅଭିନେତ୍ରୀ ଝିଲିକ୍ ଓ ବାବୁଶାନ୍ ଙ୍କ ମଧ୍ୟରେ ବହୁତ୍ ଭଲ ବନ୍ଧୁତା ରହିଛି । ଆଉ ସେ ଅଭିନେତା ବାବୁଶାନ୍ ଙ୍କ ଘରକୁ ମଧ୍ୟ ବୁଲିବାକୁ ଯାଇଛନ୍ତି । ଅପରାଜିତା ଉତ୍ତମ ମହାନ୍ତି ଏବଂ ବାବୁଶାନ୍ ଙ୍କ ସହିତ ସମୟ ବିତାଇ ଛନ୍ତି । ଏବଂ ଅନେକ ମଜା ମସ୍ତି କରିଛନ୍ତି ।

ଅଭିନେତ୍ରୀ ଝିଲିକ୍ ଓଲିଉଡ଼ ରେ ଅନେକ ସିନେମା ରେ ଅଭିନୟ କରିଛନ୍ତି । ଏବଂ ଓଲିଉଡ଼ ର ଆଗ ଧାଡ଼ିର କଳାକାର ମାନଙ୍କ ସହିତ ସେ ଅଭିନୟ କରିଛନ୍ତି । ଆଉ ସେ ସୁକିନ୍ଦା ବିଧାୟକ ପ୍ରୀତି ରଞ୍ଜନ ଘଡେ଼ଇ ଙ୍କୁ ବିବାହ କରିଛନ୍ତି । ବେଙ୍ଗଲୀ ଝିଅ ହୋଇ ଓଡ଼ିଆ ଘର ର ବୋହୂ ହୋଇଛନ୍ତି । ଆଉ ତାଙ୍କର ଦୁଇଟି ପୁଅ ମଧ୍ଯ ହୋଇଛନ୍ତି । ଆଉ ବିବାହ ପରେ ମଧ୍ୟ ସେ ସିନେମା ରେ ଅଭିନୟ କରୁଛନ୍ତି ।।

About admin

Check Also

ବାନ୍ଧବୀଙ୍କ ସତ ଧରିବାକୁ ଡିଜେ ଆଜେକ୍ସ କରିଥିଲେ ଭିଡିଓ ସୁଟିଂ। ଦେଖନ୍ତୁ ଭିଡିଓ…

ଡିଜେ ଆଜେକ୍ସ୍ ଙ୍କ ମୃତ୍ୟୁ ପରେ ତାଙ୍କ ମୋବାଇଲ୍ ର କିଛି ଭିଡ଼ିଓ ଏବେ ଚର୍ଚ୍ଚାରେ । ଭିଡ଼ିଓ ନିଜେ …

Leave a Reply

Your email address will not be published. Required fields are marked *