ଓଡ଼ିଆ ଧାରାବାହିକ ଅଭିନେତ୍ରୀ ସର୍ମିଲୀ ଙ୍କୁ ତ ଆପଣ ମାନେ ନିଶ୍ଚୟ ଜାଣିଥିବେ। ସେ ବର୍ତ୍ତମାନ ଓଡ଼ିଆ ଧାରାବାହିକ ମଙ୍ଗୁଳା ର ଭାଗ୍ୟ ରେ ଅଭିନୟ କରୁଛନ୍ତି ।ତାଙ୍କ ଅଭିନୟ କୁ ଓଡ଼ିଆ ଦର୍ଶକ ମାନେ ବହୁତ୍ ପସନ୍ଦ କରୁଛନ୍ତି । ଏବଂ ତାଙ୍କର ସୁନ୍ଦର୍ ଅଭିନୟ ପାଇଁ ସେ ଅନେକ ଲୋକପ୍ରିୟତା ପାଇ ପାରିଛନ୍ତି। ସେ ଅଭିନୟ କରିବାକୁ ବହୁତ୍ ଭଲ ପାଆନ୍ତି। ସେ କହିଛନ୍ତି ଯେ ସେ ଛୋଟ ବେଳୁ ଆକ୍ଟିଙ୍ଗ ଲାଇନ ରେ ଆସିବେ ବୋଲି ଜାଣି ନଥିଲେ ।
ଅଭିନେତ୍ରୀ ସର୍ମିଲୀ ଙ୍କୁ ଓଡ଼ିଆ ହିରୋ ବାବୁଶାନ୍ ମହାନ୍ତି ବହୁତ୍ ପସନ୍ଦ । ସେ ଛୋଟ ବେଳୁ ତାଙ୍କୁ ବହୁତ୍ ପସନ୍ଦ କରନ୍ତି। ବାବୁଶାନ୍ ଙ୍କ ଅଭିନୟ ତାଙ୍କର ବହୁତ୍ ପସନ୍ଦ । ଆଉ ଏବେ ଅଭିନେତ୍ରୀ ସର୍ମିଲୀ ଧାରାବାହିକ ରେ ଅଭିନୟ କରୁଛନ୍ତି। ଯଦି ତାଙ୍କୁ କେବେ ସିନେମା ରେ ଅଭିନୟ କରିବା ର ସୁଯୋଗ ମିଳେ ତା ହେଲେ ସେ ବାବୁଶାନ୍ ଙ୍କ ସହିତ ସିନେମା ରେ ଅଭିନୟ କରିବେ ବୋଲି କହିଛନ୍ତି । ସେ ବାବୁଶାନ୍ ଙ୍କୁ କେବେ ରିଅଲ୍ ରେ ଦେଖି ନାହାଁନ୍ତି । ହେଲେ ସୁଯୋଗ ମିଳିଲେ ସେ ବାବୁଶାନ୍ ଙ୍କ ସହିତ ସିନେମା ରେ ଅଭିନୟ କରିବେ ।
ସେ ବହୁତ୍ ଜାଗାରୁ ରିଜେକ୍ଟ ହୋଇଛନ୍ତି । ଏମିତି କି ସେ ଅଡିସନ୍ ଦେଇକି ଆସିବା ପରେ ତାଙ୍କର ସିଲେକ୍ସନ୍ ହୋଇଛି ବୋଲି କୁହା ଯାଇଛି ଆଉ ତା ପର ଦିନ ଆସିବା ପାଇଁ ମଧ୍ୟ କୁହା ଯାଇଛି ହେଲେ ସେଠୀ ପହଞ୍ଚିବା ପରେ ତାଙ୍କୁ ରିଯେକ୍ଟ କରା ଯାଇଛି। ଅନ୍ୟ ଜଣେ ହିରୋଇନ୍ ଙ୍କୁ ତାଙ୍କ ଜାଗାରେ କାମ ଦିଆ ଯାଇଛି । ହେଲେ ଏ ସବୁ କୁ ନେଇ ସେ କେବେ ଈର୍ଷା କରି ନାହାନ୍ତି । ସେ ଭାବନ୍ତି ଯେ ବୋଧ୍ ହୁଏ ମୋ ଭିତରେ କିଛି କମି ରହି ଯାଇଛି ଆଉ ଯାହା ସେ ଝିଅ ଭିତରେ ଅଛି ସେଥିପାଇଁ ତାକୁ ସିଲେକ୍ଟ କରାଗଲା।
ଅଭିନେତ୍ରୀ ସର୍ମିଲୀ ଛୋଟ ବେଳୁ ନିଜକୁ ମିରର ସାମ୍ନା ରେ ଦେଖିବାକୁ ବହୁତ୍ ପସନ୍ଦ କରନ୍ତି । ତାଙ୍କ ସ୍କୁଲ୍ ରେ ତାଙ୍କ ଟିଚର୍ ଙ୍କ ଗାଡ଼ି ମିରର ରେ ସେ ସବୁବେଳେ ନିଜ ମୁହଁ ଦେଖନ୍ତି । ଆଉ ବହୁତ୍ ଖୁସୀ ହୁଅନ୍ତି । ତାଙ୍କ ପରିବାର ରେ ସେ ବଡ଼ ଝିଅ ଆଉ ତାଙ୍କ ତଳେ ତାଙ୍କର ଦୁଇ ଛୋଟ ଭାଇ । ଆଗରୁ ସେ ଅପରାଜିତା ଧାରାବାହିକ ରେ କାମ କରୁଥିଲେ । ଆଉ ଏବେ ସେ ମଙ୍ଗୁଳା ର ଭାଗ୍ୟ ଧାରାବାହିକ ରେ ଅଭିନୟ କରୁଛନ୍ତି । ସେ କହିଛନ୍ତି ଯେ ଯୋଉ ପୁଅ ତାଙ୍କ ବାପା ମାଆ ଙ୍କ କେୟାର ନବ ସେ ସେହି ପୁଅ କୁ ମ୍ୟାରେଜ୍ କରିବେ ।ଆଉ ଏବେ ସେ ସିଙ୍ଗଲ ଅଛନ୍ତି ।।
ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ । ଯଦି ଏହି ପୋଷ୍ଟଟି ଆପଣଙ୍କ ମନକୁ ଛୁଇଁଛି ତେବେ ଏହା ଅନ୍ୟ ମାନଙ୍କ ସହ ସେୟାର କରନ୍ତୁ ଧନ୍ୟବାଦ ।