Breaking News

ବାବୁସାନଙ୍କ (Babusan) ମୁହଁରେ ଏବେ ଗୋଟିଏ ନାଁ ତୃପ୍ତି ତୃପ୍ତି… ଏଇଠି ଥିଲା ମୋ ତୃପ୍ତି, ଗଲା କୁଆଡେ – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ମଣିଷ ଜୀବନ ରେ ପ୍ରତ୍ୟେକ ସମୟ ରେ କିଛି ନା କିଛି ପରିବର୍ତ୍ତନ ହୋଇଥାଏ । ଯେମିତି ହସ ପରେ ଲୁହ , ଖୁସି ପରେ ଦୁଃଖ ଭଳି ଅନେକ କିଛି । ଏହା ପରିବର୍ତ୍ତନ ହେବା ଦ୍ବାରା ମଣିଷ ଅନେକ କିଛି ସିଖିଥାଏ । ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଯେ ଗତ କିଛି ଦିନ ତଳେ ବାବୁଶାନ ଙ୍କ ଜୀବନ ରେ ଅନେକ ଦୁଃଖ କଷ୍ଟ ଆସିଥିଲା ।

ଏହା ଫଳ ରେ ତାଙ୍କ ଠାରୁ ନିଜ ପତ୍ନୀ ଓ ପୁଅ ମଧ୍ୟ ଦୂରେଇ ଗଲେ । ବାପା ମା ମଧ୍ୟ ପୁଅ ର ଏହି କାର୍ଯ୍ୟ ପାଇଁ ମନ ଦୁଃଖ କରିବା ସହିତ ନିଜ ବୋହୂ ତୃପ୍ତି ଶତପଥୀ ପଛ ରେ ଠିଆ ହୋଇଥିଲେ । ଅତୀତ ରେ ଅନେକ କିଛି ଘଟି ସାରିଛି କିନ୍ତୁ ବର୍ତ୍ତମାନ୍ ସମୟ ରେ ସବୁକିଛି ଠିକ ଠାକ୍ ହୋଇ ଯାଇଛି । ବାବୁଶାନ ଙ୍କ ପାଖ କୁ ପୁଣି ତାଙ୍କ୍ ଖୁସି ଫେରି ଆସିଛି ।

ସେ ନିଜ ପତ୍ନୀ ତୃପ୍ତି ଓ ପୁଅ ଗୁଆନ ତାଙ୍କ ପାଖ କୁ ଚାଲି ଆସିଛନ୍ତି । ବର୍ତ୍ତମାନ୍ ସମୟ ରେ ସୋସିଆଲ ମିଡ଼ିଆ ରେ ଏକ ଭିଡିଓ ଭାଇରାଲା ହେବା ରେ ଲାଗିଛି ଓ ଏହି ଭିଡିଓ ଟି ହେଉଛି ବାବୁଶାନ ଙ୍କ ଡିସ ଚାର୍ଜ ହୋଇ ଘର୍ କୁ ଫେରୁଥିବା ସମୟରେ । ଏହି ସମୟ ରେ ତୃପ୍ତି କୌଣସି କାର୍ଯ୍ୟ ରେ ତାଙ୍କ ଠାରୁ ଦୂରେଇ ଯାଇଛନ୍ତି ।

ଯାହା ଫଳ ରେ କୁ ବାବୁଶାନ ତାଙ୍କୁ ଖୋଜୁଛନ୍ତି ଓ କହୁଛନ୍ତି ତୃପ୍ତି କେଉଁଠି , ବାବୁଶାନ କହିଛନ୍ତି ମୋ ତୃପ୍ତି କାଲି ଥିଲା ଓ ଆଜି ସେ ମୋ ପାଖରେ ଅଛି ଏବଂ ଆଗ କୁ ରହିବ । ମୋ ତୃପ୍ତି ଠାରୁ ମୁଁ ଆଉ କେବେ ବି ଦୂରେଇ ଯିବିନି ଓ ମୋ ପୁଅ ଗୁଆନ ଠାରୁ ମଧ୍ୟ । ବାପା ମାଆ ଙ୍କ କଥା ମାନିବି ଦୁଷ୍ଟ ହେବି ନାହିଁ । ମୁଁ କଥା ଦେଉଛି ମୁଁ ଆଉ ତୃପ୍ତି ଙ୍କ ଠାରୁ ଦୂରେଇ ଯିବନି ।

ତୃପ୍ତି ସବୁ ଅତୀତ ରେ ଘଟି ଯାଇଥିବା ଘଟଣା କୁ ଭୁଲି ସେ ମୋ ଦାୟିତ୍ଵ ନେଲା । ବନ୍ଧୁଗଣ ଆଜି ନୁହେଁ କି କାଲି ନୁହେଁ ଦୀର୍ଘ ୮ ଦିନ ହେବ ଅସୁସ୍ଥ ହୋଇ ମେଡିକାଲ ରେ ଚିକିତ୍ସିତ ହେଉଥିଲେ ବାବୁଶାନ ଓ ଦିନ ରାତି ତାଙ୍କ ପାଖ ରେ ରହି ସେବା କରୁଥଲେ ତୃପ୍ତି ଶତପଥୀ ଆଉ ଏବେ ସେ ଘର୍ କୁ ଯାଉଛନ୍ତି । ତୃପ୍ତି ଓ ବାବୁଶାନ ଙ୍କ ମଧ୍ୟ ରେ ବର୍ତ୍ତମାନ୍ ମଧ୍ୟ ନିବିଡ ସଂପର୍କ ରହିଛି ।

ଦୁହେଁ ଦୁହିଙ୍କୁ ଚାହାଁନ୍ତି ଓ ଭଲ ମଧ୍ୟ ପାଉଛନ୍ତି ଯେମିତି ପୂର୍ବ ରୁ ଭଲ ପାଉଥିଲେ । ବାବୁଶାନ ଡାକ୍ତର ଖାନା ରେ ରହି ମଧ୍ୟ ନିଜ ପୁଅ ସହ ସବୁବେଳେ କଥା ହେଉଥିଲେ । ଏବେ ସେ ସୁସ୍ଥ ହୋଇ ଯାଇଛନ୍ତି ଓ ଡାକ୍ତର ଙ୍କ ପରାମର୍ଶ ଅନୁସାରେ କେଉଁ ଔଷଧ ଖାଇବାକୁ ପଡ଼ିବ ସବୁକିଛି ବୁଝିଛନ୍ତି ତୃପ୍ତି , ଉଭୟ ଖୁସି ରେ ଏହି ଭଳି ରୁହନ୍ତୁ ଓ ସଦା ସର୍ବଦା ଖୁସି ରେ ରୁହନ୍ତୁ ।।

ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ । ଯଦି ଏହି ପୋଷ୍ଟଟି ଆପଣଙ୍କ ମନକୁ ଛୁଇଁଛି ତେବେ ଏହା ଅନ୍ୟ ମାନଙ୍କ ସହ ସେୟାର କରନ୍ତୁ ଧନ୍ୟବାଦ ।

About admin

Check Also

ଆମ ଓଡ଼ିଆ ଝିଅ ଗୀତ ଶୁଣି ଝୁମୁଚି ସାରା ଦେଶ – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ଆପଣ ମାନେ ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ରେ ଥିବା ସମସ୍ତ ଲୋକ ପ୍ରିୟ ଗାୟକ ଗାୟିକା ମାନ …

Leave a Reply

Your email address will not be published. Required fields are marked *