ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଯେ ବର୍ତ୍ତମାନ୍ ସମୟ ରେ ସୋସିଆଲ ମିଡ଼ିଆ ରେ ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ର ଲୋକ ପ୍ରିୟ ଅଭିନେତା ଓ ଅଭିନେତ୍ରୀ ମାନେ ବେଶ୍ ସକ୍ରିୟ ରହି ଥାଆନ୍ତି । ଏହି ଅଭିନେତା ଓ ଅଭିନେତ୍ରୀ ମାନେ ସୋସିଆଲ ମିଡ଼ିଆ ରେ ବେଳେ ବେଳେ ବେଶ୍ ଚର୍ଚ୍ଚା ରେ ରୁହନ୍ତି । ବର୍ତ୍ତମାନ୍ ସମୟ ରେ ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ର ଦୁଇ ଲୋକ ପ୍ରିୟ ଅଭିନେତା ଓ ଅଭିନେତ୍ରୀ ମାନେ ବେଶ୍ ଚର୍ଚ୍ଚା ରେ ଅଛନ୍ତି ।
ଆଜି ଆମେ ଏହି ବିଷୟ ରେ ଜାଣିବା , ବନ୍ଧୁଗଣ ଆପଣ ମାନେ ଅଭିନେତା ବାବୁଶାନ ଙ୍କୁ ବେଶ୍ ଭଲ ଭାବରେ ଜାଣିଥିବେ । ଏହି ଅଭିନେତା ଜଣକ ନିଜ ଅଭିନୟ ପାଇଁ ସାରା ଓଡିଶା ରେ ଘର୍ ଘରେ ପରିଚିତ ହୋଇ ପାରିଥିଲେ । ଆପଣ ମାନେ ଜାଣିଥିବେ ଏହି ଅଭିନେତା ଅତି ନିକଟ ରେ ମେଡିକାଲ ରେ ଅସୁସ୍ଥ ହୋଇ ମେଡିକାଲ ରେ ଭର୍ତ୍ତି ହୋଇଥିଲେ ।
ହଁ ବନ୍ଧୁ ଫିଲ୍ମ ପ୍ରମୋସନ ପାଇଁ ଲଦାଖ ଯାଇଥିବା ସମୟ ରେ ଅକ୍ସିଜେନ ଲେବୁଲ କମି ଯାଇଥିବାରୁ ସେ ମେଡିକାଲ ରେ ଭର୍ତ୍ତି ହୋଇଥିଲେ । ବର୍ତ୍ତମାନ୍ ସମୟ ରେ ଅଭିନେତା ବାବୁଶାନ ସୁସ୍ଥ ହୋଇ ଯାଇଛନ୍ତି । ବନ୍ଧୁଗଣ ବାବୁଶାନ ଙ୍କ ଜୀବନ ରେ ଘଟି ଯାଇଥିବା ଅଘଟଣ ବିଷୟ ରେ ଆପଣ ମାନେ ବେଶ୍ ଭଲ ଭାବରେ ଜାଣିଥିବେ ।
ଏହି ଘଟଣା ଘଟିବାପରେ ବାବୁଶାନ ଙ୍କ ଠାରୁ ଦୂରେଇ ହୋଇ ଯାଇଥିଲେ ତୃପ୍ତି ଶତପଥୀ ଓ ତାଙ୍କ ପୁଅ ଗୁଆନ । ତାହେଲେ ବର୍ତ୍ତମାନ୍ ସମୟ ଉଭୟ ନିଜ ଅତୀତ ର ଘଟଣା କୁ ଭୁଲି ଯାଇ ପୁଣି ସୁଖ ର ସଂସାର ଗଢିବା ଆରମ୍ଭ କରିବେ । ପୁଣି ତାଙ୍କ ପରିବାର ହସ୍ ଖୁସି ରେ ଚାଲିବ । ଅତୀତ ରେ ଘଟି ଯାଇଥିବା ଘଟଣା କୁ ଭୁଲି ଯାଇଛନ୍ତି ।
ତାହେଲେ ବନ୍ଧୁଗଣ ଆପଣ ମାନେ ଅପରାଜିତା ମହାନ୍ତି ଙ୍କୁ ମଧ୍ୟ ବେଶ୍ ଭଲ ଭାବରେ ଜାଣିଥିବେ । ଏହି ଅଭିନେତ୍ରୀ ଜନକ ବର୍ତ୍ତମାନ୍ ସମୟ ରେ ମାଆ ଚରିତ୍ର ରେ ଅଭିନୟ କରୁଛନ୍ତି , ବାସ୍ତବିକ୍ ଜୀବନ ରେ ଅପରାଜିତା ଜଣେ ଭଲ ମାଆ । ଯାହାକୁ ସେ ପ୍ରମାଣ କରି ଦେଇଛନ୍ତି ପୁଅ ଭୁଲ କରିଥିଲେ ମଧ୍ୟ ସେ ନିଜ ବୋହୂ ତୃପ୍ତି ଙ୍କୁ ସପୋର୍ଟ କରି ଥିଲେ ।
ତାହେଲେ ବନ୍ଧୁଗଣ ବର୍ତ୍ତମାନ୍ ସମୟ ରେ ବାବୁଶାନ ଓ ଅପରାଜିତା ମହାନ୍ତି ଙ୍କ ଏକ ଭିଡିଓ ସୋସିଆଲ ମିଡ଼ିଆ ରେ ଦେଖିବାକୁ ମିଳିଛି । ଏହି ଭିଡିଓ ଟି ବାବୁଶାନ ଅପରାଜିତା ଙ୍କ ପାଖ ରେ ଠିଆ ହୋଇଛନ୍ତି । ବାବୁଶାନ ବାଟୁଳି ନେଇ ଦେଉଛନ୍ତି ଅପରାଜିତା ଙ୍କୁ ଓ ଅପରାଜିତା ଛିଟିକିନି ମାଧ୍ୟମ ଲାଇଟ୍ ବଲ ଫଟେଇ ବାକୁ ଚେଷ୍ଟା କରୁଛନ୍ତି । ଏହି ହାସ୍ୟ ଭିଡିଓ ବହୁ ପୁରୁଣା ଦିନ ର । ବର୍ତ୍ତମାନ୍ ସମୟ ରେ ବାବୁସାନ୍ ଙ୍କ ଦେହ ଅସୁସ୍ଥ ଅଛି ଓ ସେ ବିଶ୍ରାମ ନେଉଛନ୍ତି ।।
ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ । ଯଦି ଏହି ପୋଷ୍ଟଟି ଆପଣଙ୍କ ମନକୁ ଛୁଇଁଛି ତେବେ ଏହା ଅନ୍ୟ ମାନଙ୍କ ସହ ସେୟାର କରନ୍ତୁ ଧନ୍ୟବାଦ ।