Breaking News

ବାବୁସାନ (Babusan) ଙ୍କ ପତ୍ନୀ ତୃପ୍ତି (Trupti) ସବୁ ରାଗ ଅଭିମାନ ଭୁଲି ସ୍ଵାମୀଙ୍କୁ ଦେଖା କରିବାକୁ ମେଡିକାଲ ଆସିଲେ – ଦେଖନ୍ତୁ ଭିଡିଓ

ଆଉ ନାହିଁ ରାଗ କି ଅଭିମାନ । ଯେତେବେଳେ ସ୍ତ୍ରୀ ତୃପ୍ତି ଶୁଣିଲେ କି ତାଙ୍କ ସାଙ୍ଗ ବାବୁଶାନ୍ ଙ୍କ ଦେହ ଖରାପ ସେତେବେଳେ ସବୁ ରାଗ ଆଉ ଅଭିମାନ କୁ ଭୁଲି ସ୍ତ୍ରୀ ତୃପ୍ତି ସିଧା ଜାଇ ପହଞ୍ଚିଲେ ହସ୍ପିଟାଲରେ । ଯେଉଁ ହସ୍ପିଟାଲରେ ତାଙ୍କ ସ୍ବାମି ସୁପରଷ୍ଟାର ବାବୁଶାନ୍ ଚିକିତ୍ସିତ୍ ହେଉଥିଲେ । ଆଉ ହସ୍ପିଟାଲର ବେଡ୍ ରେ ଓଲିଓଡ୍ ର ସୁପରଷ୍ଟାର ବାବୁଶାନ୍ ଥିଲା ବେଳେ ସବୁ ରାଗ ଓ ଅଭିମାନ୍ ଙ୍କୁ ଭୁଲି ବାବୁଶାନ୍ ଙ୍କ ପାଖ ରେ ଅଛନ୍ତି ତାଙ୍କ ସ୍ତ୍ରୀ ତୃପ୍ତି ।

ପତି ପତ୍ନୀ ଓ ପ୍ରକୃତି ଙ୍କ ବିବାଦ ପରେ ଶାଶୁ ଘରେ ନରହି ବାପ ଘରେ ରହୁଥିଲେ ତୃପ୍ତି । ଏମିତି କି ତାଙ୍କ ପୁଅ କୁ ବି ନିଜ ପାଖ ରେ ରଖି ଥିଲେ । ତେବେ ତୃପ୍ତି କେବେ ବାବୁଶାନ୍ ଙ୍କ ପାଖ କୁ ଫେରିବେ ଆଉ ନାତି କୁ ଆଉ କେବେ ଧରି ଖୁସି ହେବେ ବରିଷ୍ଠ ଅଭିନେତା ଉତ୍ତମ ମହାନ୍ତି ଓ ବରିଷ୍ଠ୍ ଅଭିନେତ୍ରୀ ଅପରିଜିତା ।

ଏମିତି ଅନେକ କଥା ଚର୍ଚ୍ଚା ଲାଗି ରହିଥିଲା ଯେଉଁ ଚର୍ଚ୍ଚା ଆଜି ଠାରୁ ବନ୍ଧ ହୋଇଛି । ଯାହାକି ବର୍ତ୍ତମାନ ସମୟରେ ତାଙ୍କ୍ ସ୍ତ୍ରୀ ତୃପ୍ତି ଅଛନ୍ତି । ଘରୋଇ ହସ୍ପିଟାଲରେ ଚିକିତ୍ସା ହେଉଛନ୍ତି ବାବୁଶାନ୍ ମହାନ୍ତି । ଆଉ ତାଙ୍କ ର ସମ୍ପୁର୍ଣ୍ଣ ଯତ୍ନ ନେଉଛନ୍ତି ତୃପ୍ତି । ବାବୁଶାନ୍ ଙ୍କ ପାଖ ରେ ତାଙ୍କ ସ୍ତ୍ରୀ କେବଳ ଅଛନ୍ତି ତାହା ନୁହଁ ତାଙ୍କ ପାଖ ରେ ତାଙ୍କ ବାପ ମାଆ ପୁରା ପରିବାର ଅଛନ୍ତି ।

ଲୋକପ୍ରିୟ ଅଭିନେତା ଅଥାତ ସୁପରଷ୍ଟାର ଅଭିନେତା ବାବୁଶାନ୍ ମହାନ୍ତି ଏବେ ଅସୁସ୍ଥ ଅଛନ୍ତି ଯାହା କି ବର୍ତ୍ତମାନ ସମୟରେ ନିଆଁ ଭଳି ଭାଇରାଲ ହେଉଛି ସୋସିଆଲ ମିଡ଼ିଆ ରେ । କୁହା ଯାଉଛି କିଛି ଦିନ ପୂର୍ବ ରୁ ବାବୁଶାନ୍ ମହାନ୍ତି ରାଇଡିଙ୍ଗ୍ ଫର ଦମନ ପାଇଁ ସେଠାରେ ସୁଟିଂ ରେ ଥିଲେ ଆଉ ସେଇଠି ପାଇଁ ତାଙ୍କ ର ଅକ୍ସିଜେନ ଲେବୁଲ କମି ଯାଇଥିଲା ।

ଆଉ ଲଦାକ୍ ରେ ପ୍ରାଥମିକ ଚିକିତ୍ସା ପରେ ସେ ଭୁବନେଶ୍ଵର କୁ ପହଞ୍ଚିଥିଲେ । ମାତ୍ର ଏଠାରେ ସେ ଫୁଣି ନିଜକୁ ଅସୁସ୍ଥ ଅନୁଭବ କରୁଥିଲେ ଆଉ ସିଧା ତାଙ୍କୁ ଘରୋଇ ହସ୍ପିଟାଲରେ ଭର୍ତି ହୋଇ ଥିଲେ ଆଉ 5 ଦିନ ଧରି ହସ୍ପିଟାଲ ରେ ଅଛନ୍ତି ଆଉ ତାଙ୍କ ସହ ତାଙ୍କ ପତ୍ନୀ ତୃପ୍ତି ମଧ୍ୟ ଅଛନ୍ତି ।ବର୍ତ୍ତମାନ ସମୟରେ ବାବୁଶାନ୍ ମହାନ୍ତି ସୁସ୍ଥ ଥିଲା ବେଳେ ଅଳ୍ପ କିଛି ଦିନ ଭୀତ ରେ ସେ ଘର କୁ ଫେରିବେ ବୋଲି ଜଣା ପଡିଛି ।

ଆଉ ସବୁଠାରୁ ବଡ଼ କଥା ହେଉଛି ସୋସିଆଲ ମିଡ଼ିଆ ରେ ତାଙ୍କୁ ଅସୁସ୍ଥ ଖବର ପ୍ରଚାରିତ୍ ପରେ ତାଙ୍କ ର ପ୍ରସଂସାକ ମାନେ ବାବୁଶାନ୍ ଙ୍କ ଆସୁ ଆରୋଗ୍ୟ କମନା କରିଛନ୍ତି ।

ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ । ଯଦି ଏହି ପୋଷ୍ଟଟି ଆପଣଙ୍କ ମନକୁ ଛୁଇଁଛି ତେବେ ଏହା ଅନ୍ୟ ମାନଙ୍କ ସହ ସେୟାର କରନ୍ତୁ ଧନ୍ୟବାଦ ।

About admin

Check Also

“ସାରା ଦୁନିଆର ରକ୍ଷକ ଯିଏ ,ନିଜ ରକ୍ଷା ପାଇଁ ଧାଇଁଛି ସିଏ” କହୁ କହୁ କାନ୍ଦି ପକେଇଲେ ହାଡୁ (Hadu) – ଦେଖନ୍ତୁ ଭିଡିଓ

ଓଡ଼ିଆ ସିନେମା ଜଗତର ହାସ୍ୟ ଅଭିନେତା ହାଡୁ ଙ୍କୁ ତା ଆପଣ ମାନେ ନିଶ୍ଚୟ ଜାଣିଥିବେ । ହାଡୁ ଓଲିଉଡ଼ …

Leave a Reply

Your email address will not be published. Required fields are marked *