ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଯେ ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ରେ ଅନେକ ଲୋକ ପ୍ରିୟ ଅଭିନେତା ମାନେ ଅଛନ୍ତି ଓ ଏହି ଅଭିନେତା ମାନେ ନିଜ ଜବରଦସ୍ତ ଅଭିନୟ ପାଇଁ ବେଶ୍ ଲୋକ ପରିଚିତ । ବନ୍ଧୁଗଣ ଆଜି ଆମେ ଏମିତି ଜଣେ ଅଭିନେତା ଙ୍କ ବିଷୟ ରେ ଜାଣିବା ଯିଏ କି ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ର ଲୋକ ପ୍ରିୟ ଅଭିନେତା କିନ୍ତୁ ବର୍ତ୍ତମାନ୍ ସମୟ ରେ ତାଙ୍କ ଅଭିନୟ ଆଉ ଦେଖିବାକୁ ମିଳୁନାହିଁ ।
ଏହି ଅଭିନେତା ଜଣକ ହେଉଛନ୍ତି ଆପଣ ମାନ ଙ୍କ ପ୍ରିୟ ଅଭିନେତା ଚନ୍ଦନ କର । ତାହେଲେ ଆପଣ ମାନେ ଚନ୍ଦନ କର ଙ୍କୁ ବେଶ୍ ଭଲ ଭାବରେ ଜାଣିଥିବେ ସେ ବହୁ ସାରା ଚଳଚ୍ଚିତ୍ର ରେ ନିଜ ଜବରଦସ୍ତ ଅଭିନୟ ଦେଖାଇ ବେଶ୍ ଲୋକ ପ୍ରିୟ ହୋଇ ପାରିଛନ୍ତି । ଆପଣ ମାନେ କେତେବେଳେ ତାଙ୍କୁ ମୂଖ୍ୟ ଅଭିନେତା ଭାବେ ଦେଖିଥିବେ ତ ଆଉ କେତେବେଳେ ଖଳ ନାୟକ ଚରିତ୍ର ରେ ଅଭିନୟ କରି ଥିବାର ଦେଖିଥିବେ ।
ତାହେଲେ ବନ୍ଧୁଗଣ ବର୍ତ୍ତମାନ୍ ସମୟ ରେ ତାଙ୍କ ଅଭିନୟ ଆଉ ଦେଖିବାକୁ ମିଳୁନାହିଁ ଓ ଆଜି ଆମେ ତାଙ୍କ ବିଷୟ ରେ କିଛି ଜାଣିବା ଯାହାକି ସେ ନିଜେ କହିଛନ୍ତି । ଚନ୍ଦନ କର ଙ୍କ ପ୍ରଥମ ଚଳଚ୍ଚିତ୍ର ଟି ହେଉଛି ବାବୁ ଆଇ ଲଭ ୟୁ , ସେ ଏହି ଚଳଚ୍ଚିତ୍ର ରେ ଅର୍ଚ୍ଚିତା ସାହୁ ଙ୍କ ସହ ନଜର ଆସିଥିଲେ ।
ଏହି ଚଳଚ୍ଚିତ୍ର ଟି କୁ ନେଇ ସେ ବର୍ତ୍ତମାନ୍ ସମୟ ରେ କହିଛନ୍ତି ଯେ ସେ ସେହି ସମୟ ରେ ସେ ଚାକିରି କରୁଥିଲେ ଓ ତାଙ୍କୁ ଅଫର ଆସିଥିଲା ଓ ସେ କହିଥିଲେ ସେ ସମୟ ଦେଇ ପାରିବେ ନାହିଁ ତଥାପି ସେ ସମୟ ବାହାର କରି ଚଳଚ୍ଚିତ୍ର ରେ ଅଭିନୟ କରିଥିଲେ ଓ ଚଳଚିତ୍ର ଟି ସମସ୍ତ ଙ୍କୁ ବେଶ୍ ପସନ୍ଦ ଆସିଥିଲା ।
ଚନ୍ଦନ କର ହେଉଛନ୍ତି ଜଣେ ସଫ୍ଟୱେର ଇଂଜିନିୟର , ନିଜ ଚାକିରି ସମ୍ଭାଳିବା ସହିତ ସେ ଅଭିନୟ କରୁଥିଲେ ଓ ତାଙ୍କୁ କଷ୍ଟ ମଧ୍ୟ ବହୁତ୍ ହେଉଥିଲା ଦୁଇ ଟି ଯାକ ସମୟ ଦେବା ପାଇଁ । ମୁଁ ଯିବେ ଫିଲ୍ମ କରୁଥିଲି କିନ୍ତୁ ଅକ୍ଟିଂ ବିଷୟ ରେ ମୋତେ କିଛି ଜଣା ନ ଥିଲା ପ୍ରତ୍ୟେକ ଦିନ ମୋ ପାଇଁ ଟ୍ରେନିଂ ଥିଲା ।
ତାହେଲେ ବନ୍ଧୁଗଣ କହିବାକୁ ଗଲେ ସେ ୨୦ ଟି ଚଳଚ୍ଚିତ୍ର ରୁ ଅଧିକ ଚଳଚ୍ଚିତ୍ର ରେ ଅଭିନୟ କରି ସାରିଛନ୍ତି , ସେ ଗଣ ମାଧ୍ୟମ ନିକଟ ରେ ଆହୁରି ଅନେକ କିଛି କହିଛନ୍ତି ଯାହାକି ଆପଣ ମାନେ ଦେଖିବାକୁ ପାଉ ଥିବେ ।। ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ । ଯଦି ଏହି ପୋଷ୍ଟଟି ଆପଣଙ୍କ ମନକୁ ଛୁଇଁଛି ତେବେ ଏହା ଅନ୍ୟ ମାନଙ୍କ ସହ ସେୟାର କରନ୍ତୁ ଧନ୍ୟବାଦ।