Breaking News

ବାରିପଦାରେ ଝିଲ୍ଲିକ (Jhilik) ଙ୍କୁ ଦେଖିବାକୁ ପ୍ରବଳ ଭିଡ ଦେଖିଲେ ଆଶ୍ଚର୍ଯ୍ୟ ହେବେ – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ଆପଣ ମାନେ ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ର ଲୋକ ପ୍ରିୟ ଅଭିନେତା ଓ ଅଭିନେତ୍ରୀ ମାନେ ଅଛନ୍ତି । ଏହି ଅଭିନେତା ଓ ଅଭିନେତ୍ରୀ ମାନ ଙ୍କୁ ନେଇ ପ୍ରତ୍ୟେକ ବର୍ଷ କିଛି ଚଳଚ୍ଚିତ୍ର ଆସିଥାଏ ଓ ଯାହାକି ଓଡ଼ିଶା ର ଦର୍ଶକ ମାନ ଙ୍କ ପାଇଁ ଆସିଥାଏ , ସେମାନେ ନିଜ ପ୍ରିୟ ଅଭିନେତା ଓ ଅଭିନେତ୍ରୀ ମାନ ଙ୍କ ଅଭିନୟ ଦେଖିବାକୁ ପାଇବେ ।

ତାହେଲେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଯେ ଗୋଟିଏ ଚଳଚ୍ଚିତ୍ର ସରି ଯିବା ପରେ ଏହାର ରିଲିଜ୍ ହେବା ପୂର୍ବ ରୁ ତାର ପ୍ରଚାର୍ କରିବା ସହ ଅଭିନେତା ଓ ଅଭିନେତ୍ରୀ ମାନେ ମଧ୍ୟ ନିଜେ ଯାଇ ଥାଆନ୍ତି ପ୍ରମୋସନ ପାଇଁ । ତାହେଲେ ବର୍ତ୍ତମାନ୍ ସମୟ ରେ ଠିକ୍ ସେହିଭଳି ଭାବେ ଅଭିନେତ୍ରୀ ଝିଲ୍ଲିକି ଭଟ୍ଟାଚାର୍ଯ୍ୟ ଏବଂ ଅଭିନେତା ସୁବାସିଷ ନିଜ ଚଳଚ୍ଚିତ୍ର କୁ ପ୍ରମୋଟ୍ କରିବା ପାଇଁ ଯାଇଛନ୍ତି ।

ସେ କେଉଁଠି କି ଯାଇଛନ୍ତି ତାହା ଆଜି ଆମେ ଜାଣିବା ଆମର ଏହି ପେଜ ମାଧ୍ୟମ ରେ । ଆପଣ ମାନେ ଅଭିନେତ୍ରୀ ଝିଲ୍ଲିକ ଙ୍କୁ ବେଶ୍ ଭଲ ଭାବରେ ଜାଣିଥିବେ , ନିଜ ଜବରଦସ୍ତ ଅଭିନୟ ପାଇଁ ସେ ବେଶ୍ ଲୋକ ପରିଚିତ । ଆପଣ ମାନେ ଅଭିନେତ୍ରୀ ଝିଲ୍ଲିକ ଙ୍କ ଜବରଦସ୍ତ ଅଭିନୟ ବହୁ ସାରା ଚଳଚ୍ଚିତ୍ର ରେ ଦେଖିଥିବେ ।

ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ର ଅନେକ ଲୋକ ପ୍ରିୟ ଅଭିନେତା ମାନ ଙ୍କ ସହ ଅଭିନୟ କରି ସେ ଆଜି ବେଶ୍ ଲୋକ ପରିଚିତ ହୋଇ ପାରିଥିଲେ । ଠିକ୍ ସେହିଭଳି ଆପଣ ମାନେ ସୁଭାସିସ ଙ୍କୁ ବେସ ଭଲ ଭାବ ରେ ଜାଣିଥିବେ । ଅଭିନେତା ସୁଭାସିସ ଆମ ଓଡିଆ ଇଣ୍ଡଷ୍ଟ୍ରି ର ଲୋକ ପ୍ରିୟ ଅଭିନେତା ବା ଆଗ ଧାଡି ର ଅଭିନେତା ।

ସୁବାସିଶ ଓଡିଆ ଇଣ୍ଡଷ୍ଟ୍ରି ରେ ଅନେକ ଚଳଚିତ୍ର ଓ ଧାରାବାହିକ ରେ ଅଭିନୟ କରିବେଶ ଲୋକ ପରିଚିତ ହୋଇପାରିଛନ୍ତି । ଆପଣ ମାନେ ସୁଭାସିସ ଙ୍କ ଜବରଦସ୍ତ ଅଭିନୟ ନିଶ୍ଚୟ ଦେଖିଥିବେ । ସୁଭାସିସ ଆଜି ନିଜ ଜବରଦସ୍ତ ଅଭିନୟ ପାଇଁ ଓଡିଆ ଇଣ୍ଡଷ୍ଟ୍ରି ରେ ବେସ ଲୋକ ପରିଚିତ ହେବା ସହିତ ଓଡିଶା ର ଘର ଘରେ ପରିଚିତ । ଆପଣ ମାନେ ଜାଣିଥିବେ ଯେ ଆଗାମୀ ଦିନ ମାନ ଙ୍କ ରେ ଝିଲ୍ଲିକ ଭଟ୍ଟାଚାର୍ଯ୍ୟ ଓ ସୁବାଶିଶ ଙ୍କ ଏକ ଚଳଚ୍ଚିତ୍ର ଆସିବାକୁ ଯାଉଛି ।

ଏହି ଚଳଚ୍ଚିତ୍ର ଟି ର ନାମ ହେଉଛି ରୁଦ୍ରାଣୀ , ଏହି ଚଳଚ୍ଚିତ୍ର ର ପ୍ରମୋଟ ପାଇଁ ଉଭୟ ବାରିପଦା ଯିବା ସହ ସେଠାରେ ନୂଆ କଳାକାର ପାଇଁ ଅଡିସନ୍ ଚାଲିଛି ସେଠାରେ ୧୫ ବର୍ଷ ରୁ ୨୫ ବର୍ଷ ଯୁବତୀ ମାନେ ଅଂଶ ଗ୍ରହଣ କରି ନିଜ କଳା ଦେଖାଉଛନ୍ତି , କେବଳ ଏହି ଦୁଇ ଜଣ ଅଭିନେତା ଓ ଅଭିନେତ୍ରୀ ମାନେ ନ ଥିଲେ ବରଂ ଆହୁରି ଅନେକ କଳାକାର ଉପସ୍ଥିତ ଥିଲେ ।।

ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ । ଯଦି ଏହି ପୋଷ୍ଟଟି ଆପଣଙ୍କ ମନକୁ ଛୁଇଁଛି ତେବେ ଏହା ଅନ୍ୟ ମାନଙ୍କ ସହ ସେୟାର କରନ୍ତୁ ଧନ୍ୟବାଦ ।

About admin

Check Also

ଆମ ଓଡ଼ିଆ ଝିଅ ଗୀତ ଶୁଣି ଝୁମୁଚି ସାରା ଦେଶ – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ଆପଣ ମାନେ ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ରେ ଥିବା ସମସ୍ତ ଲୋକ ପ୍ରିୟ ଗାୟକ ଗାୟିକା ମାନ …

Leave a Reply

Your email address will not be published. Required fields are marked *