Breaking News

ବାଳୁଙ୍ଗା ଟୋକାର ବାଳୁଙ୍ଗାମୀ, ଅନୁଭବ ଆଉ ବର୍ଷାଙ୍କୁ ନେଇ ବଡ଼ ଖବର, ଏ ମାସ ୩୦ ହଜାର ଟଙ୍କା ଦେଲେନି ଅନୁଭବ …. ଦେଖନ୍ତୁ

ଓଲିଉଡ଼ କିଙ୍ଗ ଅନୁଭବ ମହାନ୍ତି ଙ୍କୁ ନେଇ ପୁଣି ଏକ ଖବର ସାମ୍ନା କୁ ଆସିଛି । ଆଉ ସୋସିଆଲ ମିଡିଆରେ ଏହି ଖବର ଏବେ ଖୁବ୍ ଜୋର୍ ରେ ଭାଇ ରାଲ୍ ହେବା ରେ ଲାଗିଛି। ଓଲିଉଡ଼ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଙ୍କ ର ସୁପରଷ୍ଟାର ଅନୁଭବ ମହାନ୍ତି ଙ୍କ ସହିତ ଛାଡ଼ପତ୍ର ଆବେଦନ ପରେ କୋର୍ଟ ରୁ ଅର୍ଡର୍ ଆସିଥିଲା ଯେ । ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ସୁପରଷ୍ଟାର ଅନୁଭବ ମହାନ୍ତି ଙ୍କ ର ପୈତୃକ ଘର କୁ ଛାଡ଼ିବେ ।

ଆଉ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ କୋର୍ଟ କୁ ସମ୍ମାନ ଜଣାଇ ଅନୁଭବ ମହାନ୍ତି ଙ୍କ ର ଘର ମଧ୍ୟ ଛାଡ଼ି ଦେଇଥିଲେ । ହେଲେ କୋର୍ଟ ରୁ ଆଉ ଗୋଟିଏ ଅର୍ଡର୍ ମଧ୍ୟ ଆସିଥିଲା ଯେ ଅନୁଭବ ମହାନ୍ତି ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଙ୍କୁ ପ୍ରତି ମାସ ରେ ତିରିଶି ହଜାର ଟଙ୍କା ଦେବେ । ଆଉ ସେଦିନ ଠାରୁ ଅନୁଭବ ମହାନ୍ତି ପ୍ରତି ମାସରେ ତିରିଶି ହଜାର ଦେଇ ଆସୁଛନ୍ତି । ଆଉ ସେତେ ଦିନ ଯାଏ ସେ ଦେବେ ଯେତେ ଦିନ ଯାଏ ତାଙ୍କର ଛାଡ଼ପତ୍ର ହୋଇ ନାହିଁ।

ଆଉ ବର୍ଷା ସେଇ ପଇସା ରେ ଅନ୍ୟ ଏକ ଘର ଭଡ଼ା ନେଇ ରହୁଥିଲେ । ସବୁ କିଛି ଠିକ୍ ଠାକ୍ ଚାଲି ଥିଲା । ହେଲେ ଏବେ ର ଖବର କୁ ନେଇ ସବୁଠି ଚର୍ଚ୍ଚା ଚାଲିଛି। ଖବର ଟି ହେଉଛି ସୁପରଷ୍ଟାର ଅନୁଭବ କରି ଫେବୃଆରୀ ମାସ ରେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଙ୍କ ଆକାଉଣ୍ଟ୍ କୁ 29999 ଟଙ୍କା ପଠାଇ ଛନ୍ତି। ଯେତେବେଳେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ତାଙ୍କର ଆକାଉଣ୍ଟ୍ ଚେକ୍ କରିଥିଲେ। ସେତେବେଳେ ସେ ଜାଣି ପାରିଥିଲେ ଯେ ଏ ମାସ ର ଟଙ୍କା ଠିକ୍ ଭାବରେ ଅନୁଭବ ମହାନ୍ତି ଦେଇ ନାହାନ୍ତି।

ଆଉ ସେ କୋର୍ଟ କୁ ଜଣାଇ ଥିଲେ ଯେ କୋର୍ଟ ର ଅର୍ଡର୍ ମୁତାବକ ଅନୁଭବ ମହାନ୍ତି ଫେବୃଆରୀ ମାସରେ ତାଙ୍କୁ ପୁରା ତିରିଶି ହଜାର ଟଙ୍କା ଦେଇ ନାହାନ୍ତି । ସେଥିରୁ ଶହେ ଏକ ଟଙ୍କା କମ୍ ହେଉଛି । ହେଲେ ଅନୁଭବ ମହାନ୍ତି ଏ ଭଳି କାହିଁକି କରିଛନ୍ତି ଏ ପର୍ଯ୍ୟନ୍ତ ଏ ବିଷୟରେ ଜଣା ପଡିନାହିଁ। ହେଲେ ଏହି ଖବର ଏବେ ସୋସିଆଲ ମିଡିଆରେ ଖୁବ୍ ଜୋର୍ ରେ ଭାଇ ରାଲ୍ ହେବାରେ ଲାଗିଛି।।

About admin

Check Also

ଶ୍ରୀମନ୍ଦିର ଗର୍ଭ ଗୃହରେ ଶୁଭୁଛି ବିକଟାଳ ଶବ୍ଦ, ଶାନ୍ତିରେ ଶୋଇପାରୁନି କାଳିଆ – ଦେଖନ୍ତୁ ଭିଡିଓ

ପୁରୀ ଶ୍ରୀମନ୍ଦର କୁ ନେଇ ଏକ ବହୁତ୍ ବଡ଼ ଖବର ଆସି ପହଞ୍ଚିଛି। ମଣିଷ ହାର ମାନୀଛି ଆଉ ସହାୟତା …

Leave a Reply

Your email address will not be published. Required fields are marked *