Breaking News

ବାଳୁଙ୍ଗା ଟୋକା ବେଶରେ ମା ଧନଦାତ୍ରୀଙ୍କ ମେଲାଣିରେ ପହଞ୍ଚିଲେ ସାଂସଦ ଅନୁଭବ ମହାନ୍ତି (Anubhav Mohanty) … ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ବର୍ତ୍ତମାନ୍ ସମୟ ରେ ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ର ଲୋକ ପ୍ରିୟ ଅଭିନେତା ମାନେ ସୋସିଆଲ ମିଡ଼ିଆ ରେ ବେଶ୍ ସକ୍ରିୟ ରହି ଥାଆନ୍ତି , ବେଳେ ବେଳେ କିଛି ଦୃଶ୍ୟ କୁ ନେଇ ସୋସିଆଲ ମିଡ଼ିଆ ରେ ବେଶ୍ ଚର୍ଚ୍ଚା ରେ ରୁହନ୍ତି । ତାହେଲେ ବର୍ତ୍ତମାନ୍ ସମୟ ରେ ଏହି କଥା ଟି କହିବା ର କାରଣ ହେଲା ଯେ ବର୍ତ୍ତମାନ ସମୟ ରେ ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ର ଲୋକ ପ୍ରିୟ ଅଭିନେତା ବେଶ୍ ଚର୍ଚ୍ଚା ରେ ଅଛନ୍ତି ସୋସିଆଲ ମିଡ଼ିଆ ରେ ।

 

 

ତାହେଲେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଯେ ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ରେ ଅନେକ ଲୋକ ପ୍ରିୟ ଅଭିନେତା ଅଛନ୍ତି ଓ ଏହି ଅଭିନେତା ମାନେ ଦର୍ଶକ ମାନ ଙ୍କ ମନୋରଂଜନ କରାଉ ଛନ୍ତି ନିଜ ଅଭିନୟ ମାଧ୍ୟମ ରେ । ଏହି ସମସ୍ତ ଲୋକ ପ୍ରିୟ ଅଭିନେତା ମାନ ଙ୍କୁ ଆପଣ ମାନେ ବେଶ୍ ଭଲ ଭାବରେ ଜାଣିଥିବେ । ଆଜି ଆମେ ସେହିଭଳି ଜଣେ ଅଭିନେତା ଙ୍କ ବିଷୟ ରେ ଜାଣିବା ଯାହା ଙ୍କ ଅଭିନୟ ଆଉ ଦେଖିବାକୁ ମିଳୁନାହିଁ ।

 

 

ଏହି ଭଳି ଜଣେ ଅଭିନେତା ହେଉଛନ୍ତି ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ର ଲୋକ ପ୍ରିୟ ଅଭିନେତା ଅନୁଭବ ମହାନ୍ତି , କେନ୍ଦ୍ରାପଡ଼ା ର ସାଂସଦ ଅଟନ୍ତି । ଛୋଟ ପରଦା ରୁ ଅଭିନୟ କରି ଆଜି ସେ ବେଶ୍ ଲୋକ ପରିଚିତ ଓ ବଡ ପରଦା ରେ କାମ କରୁଛନ୍ତି , ହଁ ବନ୍ଧୁ ଆଲବମ୍ ଦୁନିଆ ରୁ ଚଳଚ୍ଚିତ୍ର ଦୁନିଆ ପର୍ଯ୍ୟନ୍ତ ବହୁ ପରିଶ୍ରମ କରି ଆଜି ସେ ବେଶ ଲୋକ ପରିଚିତ ହୋଇ ପାରିଛନ୍ତି ।

 

 

ଅନୁଭବ ଙ୍କ ଅଭିନୟ କୁ ଦର୍ଶକ ମାନେ ବହୁତ୍ ସାରା ଭଲ ପାଇବା ଦେଇଛନ୍ତି ଓ ଯାହାଫଳରେ କି ଅନୁଭବ ମହାନ୍ତି ବହୁତ୍ ସାରା ଚଳଚ୍ଚିତ୍ର ରେ ଅଭିନୟ କରିବା ର ସୁଯୋଗ ମିଳିଥିଲା । ନିଜ ଜବରଦସ୍ତ ଅଭିନୟ ପାଇଁ ସେ ଓଡ଼ିଶା ର ଘର୍ ଘରେ ପରିଚିତ ହେବା ସହିତ ଓଡ଼ିଆ ଇଣ୍ଡଷ୍ଟ୍ରି ରୁ ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଛନ୍ତି । ଆପଣ ମାନେ ଏହି ଅଭିନେତା ଙ୍କ ଚଳଚ୍ଚିତ୍ର ନିଶ୍ଚୟ ଦେଖିଥିବେ ।

 

 

ତାହେଲେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଯେ ଏହି ଅଭିନେତା ଜଣକ ଅଭିନୟ ଦୁନିଆ ରୁ ଦୂରେଇ ହୋଇ ଯାଇଥିଲେ ରାଜନୀତି ଦୁନିଆ ରେ ପାଦ ଦେଇଥିଲେ । ବର୍ତ୍ତମାନ୍ ସମୟ ରେ କେନ୍ଦ୍ରାପଡ଼ା ରେ ସାଂସଦ ଅଟନ୍ତି । ଦର୍ଶକ ମାନେ ଅନୁଭବ ମହାନ୍ତି ଙ୍କ ଜବରଦସ୍ତ ଅଭିନୟ ଦେଖିବାକୁ ବେଶ୍ ପସନ୍ଦ କରି ଥାଆନ୍ତି , ସେଥିପାଇଁ ଆଗାମୀ ଦିନ ମାନ ଙ୍କ ରେ ଅନୁଭବ ଙ୍କୁ ନେଇ ଏକ ଚଳଚ୍ଚିତ୍ର ଆସିବାକୁ ଯାଉଛି ।

 

 

ତାହେଲେ ବନ୍ଧୁଗଣ ଏହି ଅଭିନେତା ଜଣକ ସୋସିଆଲ ମିଡ଼ିଆ ରେ ବେଶ୍ ଚର୍ଚ୍ଚା ରେ ଅଛନ୍ତି ଓ ଏହି ଅଭିନେତା ଜଣକ ବର୍ତ୍ତମାନ୍ ସମୟ ରେ ମାଆ ଧନଦାତ୍ରି ଙ୍କ ଭସାଣି ଉପଲକ୍ଷେ ଯୋଗ ଦେଇଛନ୍ତି ଓ ଅନୁଭବ ଙ୍କୁ ଦେଖିବା ପାଇଁ ବହୁତ୍ ଗହଳି ମଧ୍ୟ ଲାଗିଛି ଏହି ଗହଳି ମଧ୍ୟ ରେ ଅନୁଭବ ଗଣ ମାଧ୍ୟମ ନିକଟ ରେ ଅନେକ କିଛି କହିଛନ୍ତି ।।

About admin

Check Also

ନିଶା ମହାରଣା ଆସିଲେ , ଯାତ୍ରା ପେଣ୍ଡାଲ ରେ ନିଆଁ ଲଗେଇ ଦେବୁ ! : ଯାତ୍ରା କଳାକାର ପ୍ରତାପ ମହାନ୍ତି

ଆଇଟମ ଗାର୍ଲ୍ ନିଶା ମହାରଣା ଏବେ ଚର୍ଚ୍ଚାରେ । ସୋସିଆଲ ମିଡିଆରେ ଏବେ ନିଶା ମହାରଣା ଙ୍କୁ ନେଇ ଚର୍ଚ୍ଚା …

Leave a Reply

Your email address will not be published. Required fields are marked *