ନିକଟରେ ଅଭିନେତ୍ରୀ ଲିପ୍ସା ମିଶ୍ର ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ଆଉ ବିବାହ ପରେ ସେ ତାଙ୍କ ଶାଶୁ ଘରେ ରହିଥିଲେ । ଆଉ ଏବେ ସେ ତାଙ୍କ ସ୍ଵାମୀ ଙ୍କ ସହିତ ବିଦେଶ ରେ ରହୁଛନ୍ତି । ଅଭିନେତ୍ରୀ ଲିପ୍ସା ମିଶ୍ର ବହୁତ୍ ଧୁମ୍ ଧାମରେ ବିବାହ କରିଥିଲେ। ତାଙ୍କ ବିବାହ ରେ ଓଲିଉଡ଼ ର ଅନେକ କଳାକାର ଯୋଗ ଦେଇଥିଲେ । ବିବାହ ପରେ ଲିପ୍ସା ମିଶ୍ର ବହୁତ୍ ଖୁସୀ ଥିବା ର ନଜର ଆସିଛନ୍ତି।
ଅଭିନେତ୍ରୀ ଲିପ୍ସା ମିଶ୍ର ଙ୍କ ସ୍ଵାମୀ ଙ୍କ ନାଁ ହେଉଛି ଆକାଶ। ଆକାଶ ଙ୍କ ସହିତ ଅଭିନେତ୍ରୀ ଲିପ୍ସା ମିଶ୍ର ଙ୍କ ର ଗୋଟିଏ ଇଭେଣ୍ଟ ସୋ ରେ ଦେଖା ହୋଇଥିଲା । ଆକାଶ ଅଭିନେତ୍ରୀ ଲିପ୍ସା ମିଶ୍ର ଙ୍କ ର ଜଣେ ଜବରଦସ୍ତ ଫ୍ୟାନ୍ ଥିଲେ । ଆଉ ଆକାଶ ଲିପ୍ସା ଙ୍କ ସହିତ କଥା ହେବା ପରେ ତାଙ୍କୁ ପ୍ରୋପୋଜ୍ କରିଥିଲେ । କିଛି ଦିନ ସେମାନେ ଲଭ ରିଲେସନ ରେ ରହିଥିଲେ। ଆଉ ପରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ ।
ଅଭିନେତ୍ରୀ ଲିପ୍ସା ଓଡ଼ିଆ ଧାରାବାହିକ ରେ ଅଭିନୟ କରିଛନ୍ତି। ତାଙ୍କ ସୁନ୍ଦର୍ ଅଭିନୟ ପାଇଁ ତାଙ୍କୁ ଅନେକ ଲୋକପ୍ରିୟତା ମିଳିଛି । ଲିପ୍ସା ଖାଲି ଧାରାବାହିକ ନୁହେଁ ସେ ଅନେକ ଓଡ଼ିଆ ସିନେମା ରେ ମଧ୍ୟ ଅଭିନୟ କରିଛନ୍ତି। ସେ ଓଡ଼ିଆ ଆଲବମ୍ ରେ ମଧ୍ୟ ଅଭିନୟ କରିଛନ୍ତି। ତା ସହିତ ସେ ଅନେକ ୱେବ୍ ଶୀରିଜ ରେ ମଧ୍ୟ କାମ କରିଛନ୍ତି । ତାଙ୍କ ଅଭିନୟ ବେସ୍ ମନଛୁଆଁ। ଓଡ଼ିଆ ଦର୍ଶକ ମାନେ ତାଙ୍କ ଅଭିନୟ କୁ ବହୁତ୍ ପସନ୍ଦ କରନ୍ତି।
ଆଉ ଏବେ ଅଭିନେତ୍ରୀ ଲିପ୍ସା ମିଶ୍ର ବିବାହ କରି ତାଙ୍କ ସ୍ଵାମୀ ଆକାଶ ଙ୍କ ସହିତ ବିଦେଶ ରେ ରହୁଛନ୍ତି। ଅଭିନୟ ଜୀବନରୁ ବାହାରି ତାଙ୍କ ବୈବାହିକ ଜୀବନ କୁ ଉପଭୋଗ କରୁଛନ୍ତି । ଏବଂ ବିଦେଶ ରେ ନୂଆ ଜାଗା ବୁଲି ଫୋଟୋ ଉଠେଇ ତାଙ୍କ ସୋସିଆଲ ଆକାଉଣ୍ଟ୍ ରେ ଅପଲୋଡ଼ କରିଛନ୍ତି। ଆଗକୁ ସେ ଓଡ଼ିଆ ଧାରାବାହିକ ରେ ଅଭିନୟ କରିବେ ନା ନାହିଁ ଏ ଯାଏ ସେ ତାହା ସ୍ପଷ୍ଟ କରି ନାହାନ୍ତି । ।
ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ । ଯଦି ଏହି ପୋଷ୍ଟଟି ଆପଣଙ୍କ ମନକୁ ଛୁଇଁଛି ତେବେ ଏହା ଅନ୍ୟ ମାନଙ୍କ ସହ ସେୟାର କରନ୍ତୁ ଧନ୍ୟବାଦ ।