Breaking News

ବାହାଘର ପରେ ଶାଶୁଘରେ କିପରି ଚଳୁଛନ୍ତି ହିରୋଇନ୍ ଶୀତଲ (Sheetal) – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଯେ ବର୍ତ୍ତମାନ୍ ସମୟ ରେ ସୋସିଆଲ ମିଡ଼ିଆ ଆମ ଓଡିଆ ଇଣ୍ଡଷ୍ଟ୍ରି ର ଲୋକ ପ୍ରିୟ ଅଭିନେତ୍ରୀ ମାନେ ବେଶ୍ ଚର୍ଚ୍ଚା ରେ ରୁହନ୍ତି , ବିଶେଷ କରି ଆମ ଓଡ଼ିଆ ଧାରାବାହିକ ର ଅଭିନେତ୍ରୀ ମାନେ ବେଶ୍ ସକ୍ରିୟ ରହିବା ସହ ବେଳେ ବେଳେ ବେଶ୍ ଚର୍ଚ୍ଚା ରେ ରୁହନ୍ତି କିଛି ଦୃଶ୍ୟ କୁ ନେଇ ।

ହଁ ବନ୍ଧୁ ତାହା ନିଜ ବ୍ୟକ୍ତିଗତ ଜୀବନ କୁ ନେଇ ହେଉ ବା ସୁଟିଂ ସେଟ ର ଦୃଶ୍ୟ କୁ ନେଇ ବେଳେ ବେଳେ ବେଶ୍ ଚର୍ଚ୍ଚା ରେ ରୁହନ୍ତି । ବର୍ତ୍ତମାନ୍ ସମୟ ରେ ଠିକ୍ ସେହିଭଳି ଭାବେ ଜଣେ ଅଭିନେତ୍ରୀ ବେଶ୍ ଚର୍ଚ୍ଚା ରେ , ଏହି ଅଭିନେତ୍ରୀ ଜଣକ ହେଉଛି ଧାରାବାହିକ ଜଗତ ଲୋକ ପ୍ରିୟ ଅଭିନେତ୍ରୀ ଶୀତଲ ପଟ୍ଟନାୟକ । ଏହି ଅଭିନେତ୍ରୀ ବିବାହ ପରେ ନିଜ ଶଶୁର ଘରେ କେମିତି ଅଛନ୍ତି ତାହା ଆଜି ଆମେ ଜାଣିବା ।

ତାହେଲେ ବନ୍ଧୁଗଣ ଆପଣ ମାନେ ଏହି ଅଭିନେତ୍ରୀ ଙ୍କୁ ବେଶ୍ ଭଲ ଭାବରେ ଜାଣିଥିବେ , ଧାରାବାହିକ ଜଗତ ର ଆଗ ଧାଡ଼ି ର ଅଭିନେତ୍ରୀ ଭାବେ ବେଶ୍ ପରିଚିତ । ଆପଣ ମାନେ ଶୀତଲ ଙ୍କ ଜବରଦସ୍ତ ଅଭିନୟ ନିଶ୍ଚୟ ଦେଖିଥିବେ । ଏହି ଅଭିନେତ୍ରୀ ଜଣକ ଓଡ଼ିଶା ର ଘର୍ ଘରେ ରାନୀ ନାମ ରେ ବେଶ୍ ପରିଚିତ ଥିଲେ ।

ହଁ ବନ୍ଧୁ ତରଙ୍ଗ ଟିଭି ରେ ପୂର୍ବ ରୁ ପ୍ରସାରିତ ହେଉଥିବା ଲୋକ ପ୍ରିୟ ଧାରାବାହିକ ରାନୀ ରେ ସେ ମୁଖ୍ୟ ଅଭିନେତ୍ରୀ ଚରିତ୍ର ରେ ନଜର ଆସୁଥିଲେ ।
ଏହି ଧାରାବାହିକ ରେ ସେ ନିଜ ଜବରଦସ୍ତ ଅଭିନୟ ଦେଖାଇ ବେଶ୍ ଲୋକ ପ୍ରିୟ ହେବା ସହ ଓଡ଼ିଶା ର ଘର୍ ଘରେ ପରିଚିତ ହୋଇ ପାରିଥିଲେ ଓ ଏହି ରାନୀ ଧାରାବାହିକ ଟି ମଧ୍ୟ ବେଶ୍ ଲୋକ ପ୍ରିୟ ହୋଇ ପାରିଥିଲା ।

ପରେ ଏହି ଧାରାବାହିକ ରୁ ସରି ଯିବା ପରେ ଆଉ ଏକ ଧାରାବାହିକ ରେ ନଜର ଆସିଥିଲେ । ଏହି ଅଭିନେତ୍ରୀ ଜନକ ଅଭିନୟ ସହ ସୋସିଆଲ ମିଡ଼ିଆ ରେ ବେଶ୍ ସକ୍ରିୟ ରହି ଥାଆନ୍ତି । ବର୍ତ୍ତମାନ୍ ସମୟ ରେ ଏହି ଅଭିନେତ୍ରୀ ସୋସିଆଲ ମିଡ଼ିଆ ରେ ବେଶ୍ ଚର୍ଚ୍ଚା ରେ ଅଛନ୍ତି , ହଁ ବନ୍ଧୁ ଶୀତଲ ଙ୍କୁ ନେଇ ଏକ ଖବର ବହୁ ପରିମାଣ ରେ ଭାଇରାଳ ହେବା ରେ ଲାଗିଛି ଯେ ବିବାହ ପରେ ଶୀତଲ ଶଶୁର ଘରେ ଓ ବଧୂ ବେଶ୍ ସାଜି ଥିବା ର ଦୃଶ୍ୟ ମଧ୍ୟ ଦେଖିବାକୁ ମିଳିଛି ।

ଏହି ଦୃଶ୍ୟ ପଛ ର ସତ୍ୟତା କଣ ରହିଛି ତାହା ଆଜି ଆମେ ଜାଣିବା । ଏହି ଅଭିନେତ୍ରୀ ଙ୍କୁ ନେଇ ଆଗାମୀ ଦିନ ମାନ ଙ୍କ ରେ ଏକ ଧାରାବାହିକ ପ୍ରସ୍ତୁତ ହେବା କୁ ଯାଉଛି ଯାହାକି ଷ୍ଟାର୍ କିରଣ ଚ୍ୟାନେଲ ପ୍ରସାରିତ ହେବା କୁ ଯାଉଛି । ବର୍ତ୍ତମାନ୍ ସମୟ ର ଖବର ଓ ଦୃଶ୍ୟ ସତ୍ୟ ଅଟେ କିନ୍ତୁ ବାସ୍ତବ ରେ ନୁହେଁ ଏହା ରିଲ ଲାଇଫ ବା ସୁଟିଂ ସେଟ ର ଦୃଶ୍ୟ ।।

ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ । ଯଦି ଏହି ପୋଷ୍ଟଟି ଆପଣଙ୍କ ମନକୁ ଛୁଇଁଛି ତେବେ ଏହା ଅନ୍ୟ ମାନଙ୍କ ସହ ସେୟାର କରନ୍ତୁ ଧନ୍ୟବାଦ ।

About admin

Check Also

ଆମ ଓଡ଼ିଆ ଝିଅ ଗୀତ ଶୁଣି ଝୁମୁଚି ସାରା ଦେଶ – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ଆପଣ ମାନେ ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ରେ ଥିବା ସମସ୍ତ ଲୋକ ପ୍ରିୟ ଗାୟକ ଗାୟିକା ମାନ …

Leave a Reply

Your email address will not be published. Required fields are marked *