Breaking News

ବାହାଘର ପରେ ସ୍ୱାମୀଙ୍କ ସହ ଦୁବାଇ ରେ ରହୁଛନ୍ତି ନିହାରିକା (Niharika) – ଦେଖନ୍ତୁ ଭିଡିଓ

ଓଲିଉଡ଼ ଅଭିନେତ୍ରୀ ନିହାରିକା ବର୍ତ୍ତମାନ ବିଦେଶ ରେ ରହିଛନ୍ତି । ଓଲିଉଡ଼ ସିନେମା ଜଗତ ରେ ଅଭିନୟ କରନ୍ତି ନିହାରିକା। ଆଉ ସେ ବର୍ତମାନ ତାଙ୍କ ସ୍ଵାମୀ ଙ୍କ ସହିତ ଦୁବାଇ ରେ ରହୁଛନ୍ତି । କିଛି ଦିନ ପୂର୍ବରୁ ଅଭିନେତ୍ରୀ ନିହାରିକା ଙ୍କ ର ବିବାହ ହୋଇଥିଲା ଆଉ ତାଙ୍କ ବିବାହ ରେ ଓଲିଉଡ଼ ର ଅନେକ କଳାକାର ଯୋଗ ଦେଇଥିଲେ । ଆଉ ବହୁତ୍ ଧୁମ୍ ଧାମରେ ଅଭିନେତ୍ରୀ ନିହାରିକା ଙ୍କ ର ବିବାହ ହୋଇଥିଲା।

ବିବାହ ପରେ ଅଭିନେତ୍ରୀ ନିହାରିକା କିଛି ଦିନ ପାଇଁ ତାଙ୍କ ଶାଶୁ ଘରେ ରହିଥିଲେ । ତାଙ୍କ ଶାଶୁ ଘର ଲୋକ ତାଙ୍କୁ ବହୁତ୍ ଭଲ ପାଆନ୍ତି। ନିହାରିକା କିଛି ଦିନ ତାଙ୍କ ଶାଶୁ ଘରେ ରହିବା ପରେ ତାଙ୍କ ସ୍ଵାମୀ ଙ୍କ ସହିତ ଦୁବାଇ ଚାଲି ଯାଇଥିଲେ । ଆଉ ବର୍ତ୍ତମାନ ଅଭିନେତ୍ରୀ ନିହାରିକା ତାଙ୍କ ସ୍ଵାମୀ ଙ୍କ ସହିତ ଦୁବାଇ ରେ ରହୁଛନ୍ତି। ଅଭିନେତ୍ରୀ ନିହାରିକା ଙ୍କ ସ୍ଵାମୀ ହେଉଛନ୍ତି ଜଣେ ସଫ୍ଟଓୟାର୍ ଇଞ୍ଜିନୟର ।

ଦୁବାଇ ରେ ଅଭିନେତ୍ରୀ ନିହାରିକା ତାଙ୍କ ସ୍ଵାମୀ ଙ୍କ ସହିତ ବହୁତ୍ ଖୁସୀ ଥିବାର ନଜର ଆସିଛନ୍ତି। ଦୁବାଇ ରେ ସେ ଅନେକ ସୁନ୍ଦର୍ ଜାଗା ବୁଲିବାକୁ ଯାଇଛନ୍ତି । ସେଠୀ ଅନେକ ମଜା ମସ୍ତି କରିଥିବା ର ନଜର ଆସିଛନ୍ତି ଅଭିନେତ୍ରୀ ନିହାରିକା। ଓଲିଉଡ଼ ରେ ଅନେକ ସିନେମା ରେ ଅଭିନୟ କରିଛନ୍ତି ନିହାରିକା। ସେ ତରଙ୍ଗ ଚ୍ୟାନେଲ ରେ ପ୍ରସାରିତ ହେଉଥିବା ରିଆଲିଟି ସୋ କିଏ ହେବ ମୋ ହିରୋଇନ୍ ରେ ୱିନର୍ ହୋଇଥିଲେ ।


ତା ପରେ ସେ ଅଭିନେତା ଅମ୍ଳାନ ଙ୍କ ସହିତ ତୁ କହିବୁ ନା ମୁଁ ଓଡ଼ିଆ ସିନେମା ରେ ଅଭିନୟ କରିଥିଲେ ।ତାଙ୍କର ସୁନ୍ଦର୍ ଅଭିନୟ ପାଇଁ ସେ ଅନେକ ଲୋକପ୍ରିୟତା ପାଇ ପାରିଛନ୍ତି। ଅଭିନୟ ସହିତ ସେ ପେଶା ରେ ଜଣେ ଡକ୍ଟର । ଭୁବନେଶ୍ୱର ରେ ତାଙ୍କର କ୍ଲିନିକ୍ ଅଛି । ଆଉ ଏବେ ସେ ଅଭିନୟ ଛାଡ଼ି ଦୁବାଇ ରେ ରହୁଛନ୍ତି ।।

ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ । ଯଦି ଏହି ପୋଷ୍ଟଟି ଆପଣଙ୍କ ମନକୁ ଛୁଇଁଛି ତେବେ ଏହା ଅନ୍ୟ ମାନଙ୍କ ସହ ସେୟାର କରନ୍ତୁ ଧନ୍ୟବାଦ ।

About admin

Check Also

ଆମ ଓଡ଼ିଆ ଝିଅ ଗୀତ ଶୁଣି ଝୁମୁଚି ସାରା ଦେଶ – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ଆପଣ ମାନେ ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ରେ ଥିବା ସମସ୍ତ ଲୋକ ପ୍ରିୟ ଗାୟକ ଗାୟିକା ମାନ …

Leave a Reply

Your email address will not be published. Required fields are marked *