ଓଲିଉଡ଼ ସିରିଏଲ୍ ଜଗତର ଅଭିନେତ୍ରୀ ରଞ୍ଜିତା ପାଣିଗ୍ରାହୀ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି।ତାଙ୍କର କିଛି ଦିନ ପୂର୍ବରୁ ନିର୍ବନ୍ଧ ସାରିଯାଇଛି। ଏବଂ ସେ ତାଙ୍କ ବିବାହକୁ ନେଇ ବହୁତ୍ ଖୁସୀ ଥିବାର ନଜର ଆସିଛନ୍ତି।ତାଙ୍କର ନିର୍ବନ୍ଧ ପରେ ସେ ଲାଇଭ ଆସିଥିଲେ ଏବଂ ତାଙ୍କ ଫ୍ୟାନ୍ସ୍ ଙ୍କ ସହିତ ସେ ତାଙ୍କ ମ୍ୟାରେଜ୍ ବିଷୟରେ ଆଲୋଚନା କରିଛନ୍ତି।ରଞ୍ଜିତା ଓଡ଼ିଆ ଧାରାବାହିକ ରେ ଜଣେ ସଫଳ ଅଭିନେତ୍ରୀ ଭାବରେ ବେସ୍ ପରିଚିତ ହୋଇ ପାରିଛନ୍ତି। ଏବଂ ଖୁବ୍ ଶିଘ୍ର ସେ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି।
ଅଭିନେତ୍ରୀ ରଞ୍ଜିତା ପାଣିଗ୍ରାହୀ କେତେ ଗୁଡ଼ିଏ ଓଡ଼ିଆ ଧାରାବାହିକ ରେ ଅଭିନୟ କରିଛନ୍ତି। ହେଲେ ତାରା ତାରିଣୀ ଧାରାବାହିକ ତାଙ୍କୁ ଅନେକ ସଫଳତା ଦେଇ ପାରିଛି।ଓଡ଼ିଆ ଦର୍ଶକ ମାନେ ତାଙ୍କ ଅଭିନୟ କୁ ବହୁତ୍ ପସନ୍ଦ କରିଛନ୍ତି।ଅଭିନେତ୍ରୀ ରଞ୍ଜିତା ପାଣିଗ୍ରାହୀ ଙ୍କ ର ସୁନ୍ଦର୍ ଅଭିନୟ ପାଇଁ ସେ ଆଜି ଘରେ ଘରେ ପରିଚିତ ହୋଇ ପାରିଛନ୍ତି। ତାରା ତାରିଣୀ ଧାରାବାହିକ ରେ ସେ ହିରୋଇନ୍ ଙ୍କ ର ସାନ ଯାଆ ର ଭୂମିକାରେ ଅଭିନୟ କରିଥିଲେ । ଏବଂ ତାଙ୍କ ଚରିତ୍ର ର ନାଁ ରହିଥିଲା ତନୁଜା ।
ସେଥିରେ ସେ ବହୁତ୍ ସୁନ୍ଦର୍ ଅଭିନୟ କରିଛନ୍ତି। ଏବଂ ଆଗାମୀ ଦିନରେ ସେ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି। ଏବଂ ତାଙ୍କର ନିର୍ବନ୍ଧ ମଧ୍ୟ ସରିଯାଇଛି।ତାଙ୍କ ଶାଶୂଘର ହେଉଛି ବାଲେଶ୍ଵର ଜିଲ୍ଲାରେ । ଏବଂ ତାଙ୍କ ଭାବି ସ୍ଵାମୀ ହେଉଛନ୍ତି ଇଭେଣ୍ଟ ଆସୋସିଏସନ୍ ର ସେକ୍ରେଟାରୀ । ଏବଂ ଜଣେ ପ୍ରଡ୍ୟୁସର୍ ମଧ୍ୟ ତା ସହିତ ତାଙ୍କର ଦୁଇଟା ହୋଟେଲ ଏବଂ ଗୋଟିଏ ଢ଼ାବା ରହିଛି । ଏବଂ ପଣା ସଂକ୍ରାନ୍ତି ପରେ ଏପ୍ରିଲ୍ ମାସ ପରେ ସେ ବିବାହ କରିବେ । ଏ ପର୍ଯ୍ୟନ୍ତ ତାଙ୍କର ବିବାହ ତାରିଖ ଠିକ୍ ହୋଇନାହିଁ।
ହେଲେ ଖୁବ୍ ଶୀଘ୍ର ତାଙ୍କର ବିବାହ ହେବାକୁ ଯାଉଛି। ଏବଂ ସେ କହିଛନ୍ତି ଯେ ଆଗକୁ ତାଙ୍କର ବହୁତ୍ ସୁନ୍ଦର୍ ସୁନ୍ଦର୍ ସୀରିଏଲ୍ ଆସୁଛି। ଏବଂ ଦର୍ଶକ ମାନଙ୍କୁ ସେ ବହୁତ୍ ସୁନ୍ଦର୍ ଅଭିନୟ ଭେଟି ଦେବେ । ଏବଂ ଓଡ଼ିଆ ଦର୍ଶକ ମାନେ ତାଙ୍କ ଅଭିନୟ କୁ ବହୁତ୍ ଭଲ ପାଇବା ଦେଇଛନ୍ତି। ଏବଂ ତାଙ୍କ ଅଭିନୟ କୁ ପସନ୍ଦ କରିଛନ୍ତି ସେଥିପାଇଁ ସେ ବହୁତ୍ ଖୁସୀ ଅଛନ୍ତି। ଏବଂ ଆଗାମୀ ଦିନରେ ତାଙ୍କ ବିବାହ କୁ ନେଇ ସେ ବହୁତ୍ ଖୁସୀ ଥିବାର ନଜର ଆସିଛନ୍ତି।।
ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ । ଯଦି ଏହି ପୋଷ୍ଟଟି ଆପଣଙ୍କ ମନକୁ ଛୁଇଁଛି ତେବେ ଏହା ଅନ୍ୟ ମାନଙ୍କ ସହ ସେୟାର କରନ୍ତୁ ଧନ୍ୟବାଦ ।