ବନ୍ଧୁଗଣ ଆପଣ ମାନେ ଜାଣି ଥିବେ ଓଲିଓଡ ଇଣ୍ଡଷ୍ଟ୍ରୀ ରେ ବହୁତ ଅଭିନେତା ଓ ଅଭିନେତ୍ରୀ ଅଭିନୟ କରୁଥିବାର ନଜର ରେ ଆସୁଛନ୍ତି । ଅଭିନୟ ସୁନ୍ଦର ହେଲେ ଦର୍ଶକ ମାନେ ଦେଖିବାକୁ ଭଲ ପାଇବେ । ଆଉ ଏହି ପରି ବହୁତ କଳା କାର ମାନେ ଅଛନ୍ତି ଯେଉଁ ମାନେ ନିଜର ଅଭିନୟ ପାଇଁ ଦର୍ଶକ ମାନଙ୍କ ର ଭଲ ପାଇବା ପାଇ ପାରୁଛନ୍ତି । ତେବେ ଆଜି ଆସନ୍ତୁ ଏମିତି ଜଣକ ହିରୋ ଙ୍କ ବିଷୟ ରେ କଥା ହେବା ଯାହାକୁ ଆପଣ ମାନେ ବହୁତ ଭଲ ଭାବରେ ଜାଣି ଥିବେ ।
ବର୍ତ୍ତମାନ ସମୟରେ ଆସିଗଲା ବହୁତ ବଡ଼ ଖବର । ଓଲିଓଡ ର ଷ୍ଟାର ଅମ୍ଲାନ ଓ ତାଙ୍କ ସ୍ତ୍ରୀ ଭୂମିକା ବାହାଘର 2 ବର୍ଷ ପରେ ଦେଲେ ବହୁତ ବଡ଼ ଖୁସି ଖବର । ତେବେ ଏହି ଖୁସି ଖବର ଟି କ’ଣ ଅଟେ ଏହା ଜାଣିଲେ ଆପଣ ବହୁତ ଖୁସି ହେବା ସହ ଆଶ୍ଚର୍ୟ୍ଯ ହେଇ ଯିବେ । ଏହି ବିଷୟ ରେ ଆପଣ ମାନେ ଯଦି ସମ୍ପୁର୍ଣ୍ଣ ବିବରଣୀ ଟିକୁ ଜାଣିବାକୁ ଚାହୁଁଛନ୍ତି ତେବେ ଆପଣ ମାନେ ଆମ ର ଏହି ଲେଖାଟିକୁ ପ୍ରଥମ ରୁ ଶେଷ ଯାଏଁ ପଢନ୍ତୁ ।
ଓଲିଓଡ ର ସୁପରଷ୍ଟାର ଅମ୍ଲାନ ଦାସ ଙ୍କ ବାହାଘର 2 ବର୍ଷା ହୋଇ ସାରିଲାଣି ତେବେ ଓଲିଓଡ ର ସୁପରଷ୍ଟାର ଅମ୍ଲାନ ଦାସ ଙ୍କୁ ଆପଣ ମାନେ ବହୁତ ଭଲ ଭାବରେ ଜାଣିଥିବେ ସେ କରିଥିବା ପ୍ରତ୍ୟେକ ସିନେମା ସୁପରହିଟ୍ ହୋଇ ସାରିଛି । ତାଙ୍କ ସିନେମା ଦେଖିବାକୁ ଲୋକ ମାନେ ବହୁତ ପସନ୍ଦ କରି ଥାଆନ୍ତି । ସେ ଓଲିଓଡ ଇଣ୍ଡଷ୍ଟ୍ରୀ କୁ ଆସିବାର ବହୁତ କମ ସମୟ ରେ ସେ ଲୋକପ୍ରିୟତା ହାସଲ କରି ପାରିଛନ୍ତି ।
ତାଙ୍କ ର ଜବରଦସ୍ତ ଅଭିନୟ କାରଣ ରୁ ସେ ଆଜି ଲୋକ ମାନଙ୍କ ପାଖ ରେ ଅତି ପ୍ରିୟ ହେବା ସହିତ ସେ ଓଲିଓଡ ଇଣ୍ଡଷ୍ଟ୍ରୀ ରେ ମଧ୍ୟ ବହୁତ ନାମାର୍ଜନ୍ କରି ସାରିଛନ୍ତି । ସେ ଓଲିଓଡ ଇଣ୍ଡଷ୍ଟ୍ରୀ ରେ ବହୁତ ସାରା ସିନେମା କରି ସାରିଛନ୍ତି ଯାହା କି ସବୁ ସୁପରହିଟ୍ ହୋ ସାରିଛି । ସେ ଓଲିଓଡ ଇଣ୍ଡଷ୍ଟ୍ରୀ ର ବହୁ ଚର୍ଚ୍ଚିତ୍ ଅଭିନେତ୍ରୀ ମାନଙ୍କ ସହ ସେ ସୁପରହିଟ୍ ସିନେମା କରି ସାରିଛନ୍ତି ।
ଆପଣ ମାନେ ନିଶ୍ଚୟ ଜାଣିଥିବେ ଅମ୍ଲାନ ଙ୍କ ବାପା ମିହିରି ଦାସ ଓଲିଓଡ ଇଣ୍ଡଷ୍ଟ୍ରୀ ରେ ଜଣେ ନାମିଦାମ କଳା କାର ମଧ୍ୟ ରେ ପରିଚିତ୍ ଥିଲେ । ମିହିରି ଦାସ ଥିଲେ ଜଣେ ଓଲିଓଡ ଇଣ୍ଡଷ୍ଟ୍ରୀ ର ସୁପରଷ୍ଟାର ତାଙ୍କ ର ସବୁ ଭୂମିକା ରେ ଅଭିନୟ କରି ଲୋକପ୍ରିୟ ହୋଇ ସାରିଛନ୍ତି । ବର୍ଷେ ଦୁଇ ବର୍ଷ ପୂର୍ବେ ଓଲିଓଡ ର ସୁପରଷ୍ଟାର ଅମ୍ଲାନ ଦାସ ଭୂମିକା କୁ ବିବାହ ବନ୍ଧନ ରେ ବାନ୍ଧି ହୋଇଥିଲେ ।
ବାହାଘର ପରେ ଦୁଇ ଜଣ ବହୁତ ଖୁସି ରେ ଅଛନ୍ତି । ବର୍ତ୍ତମାନ ସମୟ ରେ ଅଭିନେତା ଅମ୍ଲାନ ଓ ତାଙ୍କ ସ୍ତ୍ରୀ ଭୂମିକା ବହୁତ ସ୍ଥାନ ବୁଲା ବୁଲି ସ ଫୋଟ ଉଠେଇଛନ୍ତି ଯାହା ଏବେ ସୋ-ସି-ଆ-ଲ ମିଡ଼ିଆ ରେ ଭାଇରାଲ ହେବାକୁ ଲାଗୁଛି । ଭୂମିକା ଓ ଅମ୍ଲାନ ବହୁତ ମଜ୍ଜା ଓ ମସ୍ତି କରୁଥିବାର ନଜର ରେ ଆସିଛନ୍ତି । ତେବେ ସବୁ ଠାରୁ ବଡ଼ ଖୁସି ଖବର ହେଲା ଯେ ନିକଟଟିରେ ଅମ୍ଲାନ କହିଛନ୍ତି ଯେ ଖୁବ ଶୀଘ୍ର ଅମ୍ଲାନ ଙ୍କ ପତ୍ନୀ ଭୂମିକା ହିରୋଇନ ଭୂମିକା ରେ ନଜର ରେ ଆସିବେ ।