ଦର୍ଶକ ବନ୍ଧୁ ଆପଣ ମାନେ ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ର ଲୋକ ପ୍ରିୟ ଅଭିନେତ୍ରୀ ପ୍ରକୃତି ମିଶ୍ର ଙ୍କୁ ବେଶ୍ ଭଲ ଭାବରେ ଜାଣିଥିବେ । ଏହି ଅଭିନେତ୍ରୀ ଜଣକ ବିବାଦ କୁ ଆସିବା ପରେ ସେ ଓଡ଼ିଶା ଛାଡ଼ି ମୁମ୍ବାଇ ଚାଲି ଯାଇଛନ୍ତି । କିଛି ଦିନ ପୂର୍ବ ରେ ସୋସିଆଲ ମିଡ଼ିଆ ରେ ପ୍ରକୃତି ମିଶ୍ର ବେଶ୍ ଚର୍ଚ୍ଚା ରେ ଥିଲେ ଏକ ଖବର କୁ ନେଇ ।
ହଁ ବନ୍ଧୁ ଏହି ଖବର ଟି ହେଉଛି ଯେ ଅଭିନେତ୍ରୀ ପ୍ରକୃତି ମିଶ୍ର ବିଗ୍ ବସ୍ ସିଜନ୍ ୧୬ ରେ ନଜର ଆସିବାକୁ ନେଇ । ଏହା ପଛ ର ସତ୍ୟା ସତ୍ୟ କିଛି ଜଣା ପଡି ନ ଥିଲା କିନ୍ତୁ ବର୍ତ୍ତମାନ୍ ସମୟ ରେ ସବୁ କିଛି ଭାବେ ସ୍ପଷ୍ଟ ହୋଇ ଯାଇଛି , ଯାହାକି ଆଜି ଆମେ ଆମର ଏହି ପେଜ ମାଧ୍ୟମ ରେ ଜାଣିବାକୁ ପାଇବେ ।
ତାହେଲେ ବନ୍ଧୁଗଣ ଆଜି ଠାରୁ ପ୍ରସାରିତ ହେବା କୁ ଯାଉଛି ବିଗ୍ ବସ୍ ସିଜିନ ୧୬ , ଏହା ରାତି ୯:୩୦ ରେ ପ୍ରସାରିତ ହେବା କୁ ଯାଉଥିବା ସମୟରେ , ଏଥିରେ ମୁମ୍ବାଇ ରେ ରହୁଥିବା ଓଡ଼ିଆ ଅଭିନେତ୍ରୀ ପ୍ରକୃତି ମିଶ୍ର ନଜର ଆସି ପାରନ୍ତି ବୋଲି ବେଶ୍ ଚର୍ଚ୍ଚା ରେ ହେଉଥିଲା । ଏହି ଚର୍ଚ୍ଚା ରେ ଆଜି ପୂର୍ଣ୍ଣ ଛେଦ ପଡିଛି ।
ଏହି ଚର୍ଚ୍ଚା ଆଜି ଠାରୁ ଆଉ ହେବ ନାହିଁ , ଜାଣି ରଖନ୍ତୁ ଯେ ଭାରତ ବର୍ଷ ସବୁଠୁ ଚର୍ଚ୍ଚିତ ବା ଲୋକ ପ୍ରିୟ ରିଆଲିଟ ସୋ ବିଗ୍ ବସ ସିଜିନ ୧୬ ରୁ ଦୂରେଇ ଯାଇଛନ୍ତି ଓଡ଼ିଆ ଅଭିନେତ୍ରୀ ପ୍ରକୃତି ମିଶ୍ର , ବିଗ୍ ବସ୍ ସିଜନ୍ ୧୬ ର ଲିଷ୍ଟ ରେ ଅଭିନେତ୍ରୀ ପ୍ରକୃତି ମିଶ୍ର ଙ୍କ ନାମ ନାହିଁ । ଯାହା ସୂଚନା ମିଳିଛି ଯେ କିଛି ବ୍ୟକ୍ତିଗତ କାରଣ ପାଇଁ ସେ ଏଥର ଭାଗ ନେଇ ନାହାଁନ୍ତି ।
ଆଗାମୀ ବର୍ଷ ରେ ବୋଧ ହୁଏ ଯାଇ ପାରନ୍ତି , ବର୍ତ୍ତମାନ୍ ସମୟ ରେ ପ୍ରକୃତି ମିଶ୍ର ମୁମ୍ବାଇ ରେ ରହି କିଛି ଚଳଚ୍ଚିତ୍ର ଓ ଅନ୍ୟାନ୍ୟ କାର୍ଯ୍ଯ ରେ ବ୍ୟସ୍ତ ଅଛନ୍ତି । ଆଗକୁ କିଛି ତାଙ୍କର ହିନ୍ଦୀ ସିନେମା ଆସିବାକୁ ଯାଉଛି , ଠିକ୍ ଏହି ସମୟ ରେ ସେ ଖୁବ୍ ବ୍ୟସ୍ତ ରହୁଛନ୍ତି ଓ। ଯେଉଁଥି ପାଇଁ ସେ ବିଗ୍ ବସ୍ ରୁ ଦୂରେଇ ଯାଇଛନ୍ତି ।
କେବଳ ହିନ୍ଦି ସିନେମା ରେ ନୁହେଁ କିଛି ୱେବ୍ ସିରିଜ୍ ରେ ଅଭିନୟ କରିବା ପାଇଁ ଲକ୍ଷ୍ୟ ରଖିଛନ୍ତି ପ୍ରକୃତି ମିଶ୍ର । ଗତ କିଛି ଦିନ ତଳେ ପ୍ରକୃତି ମିଶ୍ର ନିଜ ବ୍ୟକ୍ତିଗତ କାରଣ ପାଇଁ ବେଶ୍ ଚର୍ଚ୍ଚା ର ବିଷୟ ପାଲଟି ଥିଲେ । ସମସ୍ତେ ପ୍ରକୃତି ମିଶ୍ର ଙ୍କୁ ଏହି ରିଆଲିଟ ସୋ ରେ ଦେଖିବାକୁ ଚାହୁଁ ଥିଲେ କିନ୍ତୁ ଆଉ ସେ ଏହି ରିଆଲିଟ ସୋ ରୁ ଦୂରେଇ ଯାଇଛନ୍ତି ।।
ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ । ଯଦି ଏହି ପୋଷ୍ଟଟି ଆପଣଙ୍କ ମନକୁ ଛୁଇଁଛି ତେବେ ଏହା ଅନ୍ୟ ମାନଙ୍କ ସହ ସେୟାର କରନ୍ତୁ ଧନ୍ୟବାଦ ।