ଓଲିଉଡ଼ ର ଅଭିନେତ୍ରୀ ନିହାରିକା ଦାସ୍ ଙ୍କୁ ତ ଆପଣ ମାନେ ନିଶ୍ଚୟ ଜାଣିଥିବେ।ଅଭିନେତ୍ରୀ ନିହାରିକା ଅନେକ ଓଡ଼ିଆ ସିନେମା ରେ ଅଭିନୟ କରିଛନ୍ତି।ଆଉ କିଛି ଦିନ ହେବ ସେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ ।ବହୁତ୍ ଧୁମ୍ ଧାମ ରେ ତାଙ୍କର ବିବାହ ଅନୁଷ୍ଠିତ ହୋଇଥିଲା।ଆଉ ତାଙ୍କ ବିବାହ ରେ ଓଲିଉଡ଼ ର ଅନେକ କଳାକାର ଯୋଗ ଦେଇଥିଲେ ।ବିବାହ ପରେ ବର୍ତ୍ତମାନ ଅଭିନେତ୍ରୀ ନିହାରିକା ହନିମୁନ ପାଇଁ ବିଦେଶ ଯାଇଛନ୍ତି।
ବିଦେଶ ରେ ଅଭିନେତ୍ରୀ ନିହାରିକା ତାଙ୍କ ସ୍ଵାମୀ ଙ୍କ ସହିତ ଖୁବ୍ ମସ୍ତି କରୁଥିବା ର ନଜର ଆସିଛନ୍ତି। ଅଭିନେତ୍ରୀ ନିହାରିକା ପ୍ରଥମେ କିଏ ହେବ ମୋ ହେରୋଇନ୍ ରିଆଲିଟି ସୋ ରେ ପର୍ଟିସିପେଟ୍ କରିଥିଲେ ।ଆଉ ସେହି ସୋ ରେ ସେ ୱିନର ମଧ୍ୟ ହୋଇଥିଲେ । ଏବଂ ତା ପରେ ସେ ଓଲିଉଡ଼ ସିନେମା ଜଗତରେ ପାଦ ଦେଇଥିଲେ ।ତାଙ୍କର ପ୍ରଥମ ସିନେମା ରେ ସେ ଅଭିନେତା ଅମ୍ଳାନ ଙ୍କ ସହିତ ଅଭିନୟ କରିଥିଲେ।
ଚଳଚ୍ଚିତ୍ର ର ନାଁ ଥିଲା ତୁ କହିବୁ ନା ମୁଁ।ଏହି ଚଳଚ୍ଚିତ୍ର ରେ ନିହା ରିକା ବହୁତ୍ ସୁନ୍ଦର୍ ଅଭିନୟ କରିଥିଲେ ଏବଂ ତା ସହିତ ସେ ବହୁତ୍ ସୁନ୍ଦର ଡାନ୍ସ ଓ ଆକ୍ଟିଙ୍ଗ୍ କରିଥିଲେ ।ଓଡ଼ିଆ ଦର୍ଶକ ମାନେ ତାଙ୍କ ଅଭିନୟ କୁ ବେସ୍ ପସନ୍ଦ କରିଥିଲେ।ଆଉ ସେ ଖାଲି ସିନେମା ନୁହେଁ ଓଡ଼ିଆ ଧାରାବାହିକ ରେ ମଧ୍ୟ ଅଭିନୟ କରିଛନ୍ତି। ଆଲବମ ରେ ବି ଅଭିନେତ୍ରୀ ନୀହାରୀକା ଅଭିନୟ କରିବାର ନଜର ଆସିଛନ୍ତି।ଓଡ଼ିଆ ଦର୍ଶକ ମାନେ ତାଙ୍କ ଅଭିନୟ କୁ ଅନେକ ଭଲ ପାଇବା ଦେଇଛନ୍ତି।
ତା ସହିତ ଅଭିନେତ୍ରୀ ନୀହାରୀକା ଜଣେ ଡକ୍ଟର ।ତାଙ୍କର ଭୁବନେଶ୍ଵର ରେ ନିଜର କ୍ଲିନିକ୍ ରହିଛି।
ଆଉ ଏବେ ତାଙ୍କର ବିବାହ ପରେ ସେ ହନିମୁନ କରିବା ପାଇଁ ବିଦେଶ ଯାଇଛନ୍ତି ।ସେ ତାଙ୍କ ବିବାହ ପରେ ବହୁତ୍ ଖୁସୀ ଅଛନ୍ତି। ଏବଂ ତା ସହିତ ସେ ତାଙ୍କ ସ୍ବାମୀ ଙ୍କ ସହିତ ଅନେକ ଫୋଟୋ ଓ ଭିଡ଼ିଓ ବାନେଇଛନ୍ତୀ ଯେଉଁ ସବୁ ଫୋଟୋ ଓ ଭିଡ଼ିଓ ସେ ତାଙ୍କ ସୋସିଆଲ ଆକାଉଣ୍ଟ୍ ରେ ଅପଲୋଡ଼ କରିଛନ୍ତି।।
ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ । ଯଦି ଏହି ପୋଷ୍ଟଟି ଆପଣଙ୍କ ମନକୁ ଛୁଇଁଛି ତେବେ ଏହା ଅନ୍ୟ ମାନଙ୍କ ସହ ସେୟାର କରନ୍ତୁ ଧନ୍ୟବାଦ ।