Breaking News

ବିଧାୟକ ହେବ ତ ଏମିତି, ତଳେ ବସି ଅଙ୍ଗନୱାଡି ପିଲାଙ୍କ ସହ ଭାତ ଅଣ୍ଡା ଝୋଳ ଖାଇଲେ ବିଧାୟକ ରୁଦ୍ର ମହାରଥୀ (Rudra Maharathy) – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଯେ ଆମ ଓଡ଼ିଶା ରେ ଅନେକ ବିଧାୟକ ଅଛନ୍ତି ନିଜ ବ୍ଲକ୍ ର ଲୋକ ମାନ ଙ୍କ ସୁବିଧା କରାଇବା ପାଇଁ । ଆମ ଓଡ଼ିଶା ର ସମସ୍ତ ବିଧାୟକ ଙ୍କୁ ହୁଏ ତ ଆପଣ ମାନେ ଜାଣି ନ ଥିବେ କିନ୍ତୁ ଆଜି ଆମେ ଯେଉଁ ବିଧାୟକ ଙ୍କ ବିଷୟ ରେ ଜାଣିବାକୁ ପାଇବା ସେହି ବିଧାୟକ ଜଣକ ବହୁତ୍ କମ୍ ଦିନ ରେ ସାରା ଓଡ଼ିଶା ରେ ପରିଚିତ ହୋଇ ପାରିଛନ୍ତି

ହଁ ବନ୍ଧୁ କହିବାକୁ ଗଲେ ବର୍ତ୍ତମାନ୍ ସମୟ ରେ ଛୋଟ ପିଲା ଙ୍କ ଠାରୁ ବୃଦ୍ଧ ଲୋକ ମାନ ଙ୍କ ପର୍ଯ୍ୟନ୍ତ ସମସ୍ତେ ଜାଣିଛନ୍ତି । ଲୋକ ମାନ ଙ୍କ ପାଇଁ ଯିଏ ବି ଭଲ କାମ କଲା ଓ ପ୍ରତିଶୃତି ଦେଇ କାମ କରିଲା ସେ ସବୁଠି ଲୋକ ପରିଚିତ ହେଲା । ଆମେ ଆଜି କହିବାକୁ ଯାଉଥିବା ବିଧାୟକ ଜଣକ ରାଜନୀତି ପ୍ରବେଶ କରିବା ର ବହୁତ୍ କମ୍ ଦିନ ହୋଇଛି ।


ତଥାପି ଜଣେ ମନ୍ତ୍ରୀ ଯେତିକି ପରିଚୟ ପାଇ ନାହିଁ ନିଜ ପଦବୀ ପାଇଁ ଆଜି ସେ ନିଜ ବିଧାୟକ ପଦବୀ ପାଇଁ ସବୁଠି ପରିଚିତ । ଏହି ବିଧାୟକ ଜଣକ ହେଉଛି ପିପିଲି ର ପୂର୍ବତନ ବିଧାୟକ ସ୍ବର୍ଗତ ପ୍ରଦୀପ ମହାରଥୀ ଙ୍କ ପୁଅ ପୁଅ ରୁଦ୍ର ମହାରଥୀ ଓ ସେ ବର୍ତ୍ତମାନ୍ ସମୟ ର ପିପିଲି ବିଧାୟକ ।

ନିର୍ବାଚନ ପୂର୍ବ ରୁ ପିପିଲି ବାସୀ ଙ୍କୁ ସେ ଯାହା ବି କିଛି ପ୍ରତିଶୃତି ଦେଇଥିଲେ ତା ଠାରୁ ସେ ଅଧିକ କାମ କରୁଛନ୍ତି । ପିପିଲି ବିଧାୟକ ରୁଦ୍ର ମହାରଥୀ ବହୁତ୍ କମ୍ ଦିନ ରେ ବେଶ୍ ଲୋକ ପ୍ରିୟ ହୋଇ ପାରିଛନ୍ତି । ତେବେ କେବଳ ପିପିଲି ନୁହେଁ ବରଂ ନିଜ କାର୍ଯ୍ୟ ପାଇଁ ସାରା ସାର ଓଡ଼ିଶା ରେ ବେଶ୍ ଲୋକ ପ୍ରିୟ ହୋଇପାରିଛନ୍ତି ।

ଏହି ବିଧାୟକ ଜଣକ ରାତି ଦିନ ନିଜ ଅଞ୍ଚଳ ଭ୍ରମଣ କରି ଲୋକ ମାନ ଙ୍କ ଅସୁବିଧା କୁ ବୁଝି ସୁବିଧା କରି ଥାଆନ୍ତି । ସେ ବିଭିନ୍ନ ସରକାରୀ କାର୍ଯ୍ୟାଳୟ ଓ ସରକାରୀ ବିଦ୍ୟାଳୟ ବୁଲିବା ସହ ସବୁକିଛି ବୁଝୁଛନ୍ତି । ବର୍ତ୍ତମାନ୍ ସମୟ ରେ ପିପିଲି ବାସୀ ଏହି ଭଳି ବିଧାୟକ ଙ୍କ କୁ ପାଇଁ ବେଶ୍ ଖୁସି ଅଛନ୍ତି । କେତେବେଳେ ବିଦ୍ୟାଳୟ ପିଲା ଙ୍କ ସୁବିଧା ବୁଝିବା ସହ ତାଙ୍କ ମଧ୍ୟାହ୍ନ ଭୋଜନ ଖାଇ ଥାଆନ୍ତି ।

ବର୍ତ୍ତମାନ୍ ସମୟ ରେ ରୁଦ୍ର ଭାଇ ନିଜ ଅଞ୍ଚଳ ର ଏକ ଅଙ୍ଗନୱାଡ଼ି ବୁଲିଛନ୍ତି ଓ ପିଲା ଙ୍କ ପାଖ ରେ ବସି ସେମାନ ଙ୍କ ନାମ କଣ ପଚାରିବା ଅଙ୍ଗନ୍ ୱାଡ଼ି ଦିଦି ଙ୍କ ଠାରୁ ଅସୁବିଧା ଶୁଣି ସୁବିଧା କରାଇ ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି ଓ ରୁଦ୍ର ଭାଇ ପିଲା ଙ୍କ ପାଖ ରେ ତଳେ ବସି ଭାତ ଅଣ୍ଡା ଖାଇଛନ୍ତି  ।।

ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ । ଯଦି ଏହି ପୋଷ୍ଟଟି ଆପଣଙ୍କ ମନକୁ ଛୁଇଁଛି ତେବେ ଏହା ଅନ୍ୟ ମାନଙ୍କ ସହ ସେୟାର କରନ୍ତୁ ଧନ୍ୟବାଦ ।

About admin

Check Also

ହିରୋଇନ ଝିଲ୍ଲିକ (Jhilik) ଙ୍କ ଜନ୍ମଦିନରେ ପହଞ୍ଚିଲେ ସବୁ ହିରୋ ହିରୋଇନ – ଦେଖନ୍ତୁ ଭିଡିଓ

ନିକଟରେ ଅଭିନେତ୍ରୀ ଝିଲୀକ୍ ତାଙ୍କ ଜନ୍ମଦିନ ପାଳନ କରିଛନ୍ତି। ବହୁତ୍ ଧୁମ୍ ଧାମରେ ଅଭିନେତ୍ରୀ ଝିଲିକ୍ ଙ୍କ ଜନ୍ମ ଦିନ …

Leave a Reply

Your email address will not be published. Required fields are marked *