Breaking News

ବିବାହ ପରେ ଅଧ ରାତି ହିରୋଇନ ଲିପ୍ସା (Lipsa Mishra) ସ୍ଵାମୀଙ୍କ ସହ କୁଆଡେ ଗଲେ – ଦେଖନ୍ତୁ ଭିଡିଓ

ନିକଟରେ ଓଡ଼ିଆ ଅଭିନେତ୍ରୀ ଲିପ୍ସା ମିଶ୍ର ବିବାହ କରିଛନ୍ତି । ଆଉ ତାଙ୍କ ସ୍ବାମୀ ଙ୍କ ସହିତ ସେ ଏବେ ତାଙ୍କ ଶାଶୁ ଘରେ ରହୁଛନ୍ତି। ଅଭିନେତ୍ରୀ ଲିପ୍ସା ମିଶ୍ର ଙ୍କ ବିବାହ ବିଜନେସ ମ୍ୟାନ ଆକାଶ ଆଚାର୍ଯ୍ୟ ଙ୍କ ସହିତ ହୋଇଛି । ଆଉ ସେ ଏବେ ତାଙ୍କ ଶାଶୁ ଘରେ ବହୁତ୍ ଖୁସିରେ ଥିବାର ନଜର ଆସିଛନ୍ତି। ଅଭିନେତ୍ରୀ ଲିପ୍ସା ତାଙ୍କ ସ୍ଵାମୀ ଆକାଶ ଙ୍କୁ ବହୁତ୍ ଭଲ ପାଆନ୍ତି ।

ଆକାଶ ମଧ୍ୟ ଲିପ୍ସା ଙ୍କୁ ବହୁତ୍ ଭଲ ପାଆନ୍ତି। ବିବାହ ପରେ ଦୁହେଁ ବିଦେଶ ଯାଇଥିବା ର ଦେଖି ବାକୁ ମିଳିଥିଲା ଆଉ ସେଠୀ ଦୁହେଁ ବହୁତ୍ ମଜା ମସ୍ତି କରିଥିଲେ ଏବଂ ବିଦେଶ ରେ ନୂଆ ଜାଗା ବୁଲିବାର ମଧ୍ୟ ନଜର ଆସିଥିଲେ। ଦୁଇ ଜଣ ବହୁତ୍ ରୋମାଣ୍ଟିକ ରେ ଭିଡ଼ିଓ ବନେଇବାର ମଧ୍ୟ ନଜର ଆସିଥିଲେ । ଅଭିନେତ୍ରୀ ଲିପ୍ସା ମିଶ୍ର ବିବାହ ପୂର୍ବରୁ ଆକାଶ ଙ୍କୁ ଭଲ ପାଉଥିଲେ।

ଆଉ ପରେ ସେ ତାଙ୍କ ପ୍ରେମ କୁ ବିବାହ ର ରୂପା ଦେଇଛନ୍ତି । ଅଭିନେତ୍ରୀ ଲିପ୍ସା ମିଶ୍ର ଓଲିଉଡ଼ ରେ ଅନେକ ଧାରାବାହିକ ରେ ଅଭିନୟ କରିଛନ୍ତି । ଆଉ ଅନେକ ସିନେମା ରେ ମଧ୍ୟ ଅଭିନୟ କରିଛନ୍ତି । ସିନେମା ରୁ ହିଁ ତାଙ୍କ ସ୍ଵାମୀ ଆକାଶ ପ୍ରଥମେ ତାଙ୍କୁ ଦେଖିଥିଲେ । ଆଉ ସେଠୁ ତାଙ୍କୁ ପସନ୍ଦ କରିଥିଲେ। ତା ପରେ ଗୋଟେ ଇଭେଣ୍ଟ ସୋ ରେ ଦୁଇ ଜଣ ଙ୍କ ର ଦେଖା ହୋଇଥିଲା ।

ଆଉ ଆକାଶ ଲିପ୍ସା ଙ୍କୁ ପ୍ରୋପୋଜ କରିଥିଲେ । ହେଲେ ହଠାତ୍ କରି ଲିପ୍ସା ଆକାଶ ଙ୍କୁ କିଛି କହି ନଥିଲେ । ସେ ଭାବି ଚିନ୍ତି ପରେ ଆକାଶ ଙ୍କୁ ହଁ କରିଥିଲେ । ଆଉ ବିବାହ ପୂର୍ବରୁ ମଧ୍ୟ ଲିପ୍ସା ଆକାଶ ଙ୍କ ଘରକୁ ବୁଲି ବାକୁ ଯାଇଥିଲେ ତାଙ୍କ ବାପା ମାଆ ଙ୍କ ସହିତ କଥା ହୋଇଥିଲେ ସମସ୍ତେ ଲିପ୍ସା ଙ୍କୁ ବହୁତ୍ ଭଲ ପାଇବା ଦେଇଥିଲେ ।

ତା ପରେ ଲିପ୍ସା ବିବାହ ପାଇଁ ଆକାଶ ଙ୍କୁ ହଁ କରିଥିଲେ । ଆଉ ଏବେ ସେମାନେ ବିବାହ କରି ବହୁତ୍ ଖୁସିରେ ଅଛନ୍ତି । ଲିପ୍ସା ଏବଂ ତାଙ୍କ ସ୍ଵାମୀ ଆକାଶ ଦୁହେଁ ଦୁହିଁଙ୍କୁ ବହୁତ୍ ଭଲ ପାଆନ୍ତି। ଆଉ ସେ ବିବାହ ପରେ ମଧ୍ୟ ପୁଣି ତାଙ୍କ ଅଭିନୟ ଜାରି ରଖିବେ।।

ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ । ଯଦି ଏହି ପୋଷ୍ଟଟି ଆପଣଙ୍କ ମନକୁ ଛୁଇଁଛି ତେବେ ଏହା ଅନ୍ୟ ମାନଙ୍କ ସହ ସେୟାର କରନ୍ତୁ ଧନ୍ୟବାଦ ।

 

About admin

Check Also

“ସାରା ଦୁନିଆର ରକ୍ଷକ ଯିଏ ,ନିଜ ରକ୍ଷା ପାଇଁ ଧାଇଁଛି ସିଏ” କହୁ କହୁ କାନ୍ଦି ପକେଇଲେ ହାଡୁ (Hadu) – ଦେଖନ୍ତୁ ଭିଡିଓ

ଓଡ଼ିଆ ସିନେମା ଜଗତର ହାସ୍ୟ ଅଭିନେତା ହାଡୁ ଙ୍କୁ ତା ଆପଣ ମାନେ ନିଶ୍ଚୟ ଜାଣିଥିବେ । ହାଡୁ ଓଲିଉଡ଼ …

Leave a Reply

Your email address will not be published. Required fields are marked *