ବାହାଘର ପରେ ପ୍ରଥମ ଥର ପାଇଁ ଜ୍ବାଇଁ ଡାକରା ରର ଶଶୁର ଘର କୁ ଯାଇଛନ୍ତି ଓଡ଼ିଆ ହିରୋ ସାଇ । ଆପଣ ମାନେ ଜାଣିଥିବେ ଗତ ଦିନ ମାନଙ୍କ ରେ ସାଇ କୁ ସାରା ଜେଲ କୁ ପଠେଇ ଥିଲେ । ସାଇ ଜେଲ କୁ ଯିବା ପରେ ମଧ୍ୟ ସେ ଜେଲ କୁ ଫେରି ସାରା ଙ୍କୁ ହିଁ ବିବାହ କରିଛନ୍ତି । ସାରା ଓ ସାଇ ଦୀର୍ଘ 2 ବର୍ଷ ଧରି ପରସ୍ପର କୁ ଭଲ ପାଇ ଆସୁଥିଲେ ।
ସାରା ଓ ସାଇ ଦୁହେଁ ସୁଟିଂ ସେଟ୍ ରୁ ହିଁ ପରସ୍ପର କୁ ଭଲ ପାଇବା ଆରମ୍ଭ କରିଥିଲେ । ଦୁଇ ଜଣକ ଭୀତ ରେ ଭଲ ପାଇବା ବହୁତ ମାତ୍ରା ରେ ଥିଲା । ସେଇଠି ପାଇଁ ଦୀର୍ଘ 2 ବର୍ଷ ଧରି ସେମାନେ 2 ଜଣ ଭୁବନେଶ୍ଵର ରେ ଭଡା ଘରେ ରହି ଆସୁଥିଲେ ଓଡ଼ିଆ ହିରୋ ସାଇ ଓ ଓଡ଼ିଆ ହିରୋଇନ ସାରା । ଏ ଦୁହେଁ ଲି-ଭ୍ ଇନ ରିଲେସନସିପ୍ ରେ ରହି ଆସୁଥିଲେ ।
କିନ୍ତୁ ଗତ ଦିନ ମାନଙ୍କ ରେ ସେ ସାଇ ଯେତେବେଳେ ନୂଆ ସିରିଏଲ ରେ ଅଭିନୟ କରିଥିଲେ ସେତେବେଳେ ସେ ହିରୋଇନ ଙ୍କ ପ୍ରେମ ରେ ପଡି ଯାଇଥିଲେ । ଆଉ ପ୍ରେମ ରେ ପଡିଲା ପରେ ସାରା ଙ୍କୁ ସାଇ ସମ୍ପୁର୍ଣ୍ଣ ରୂପେ ଭୁଲି ଯାଇଥିଲେ । ଆଉ ଏହା କୁ ସହି ପାରି ନଥିଲେ ସାରା । ସାଇ ଏମିତି ଭୁଲି ଯିବାକୁ ସହି ନପାରି ବହୁତ କଷ୍ଟ ପାଇଥିଲେ ସାରା ।
ତେଣୁ ସାରା ପୋଲିସ ଥାନା କୁ ଯାଇ ଅଭିଯୋଗ ଦେଇଥିଲେ ସାଇ ଙ୍କ ବିରୋଦ୍ଧ ରେ । ସେଥି ପାଇଁ ସାଇ କୁ ପୋଲିସ ଜେଲ ରେ ଜେରା କରି ଥାନା ରେ ପୁରେଇ ଥିଲେ । ଦୀର୍ଘ 2 ମାସ ଧରି ସାଇ ଜେଲ ରେ ଥିଲେ । ଆଉ ଶେଷ ରେ ଜେଲ ରୁ ଫେରିବା ମାତ୍ରେ ହିଁ ସେ ସାରା ଙ୍କ ପାଖ କୁ ଯାଇ କ୍ଷମା ମାଗି ଥିଲେ ।
କ୍ଷମା ମାଗିବା ସହ ସେ ସାରା ଙ୍କ ସହ ବିବାହ ବନ୍ଧନ ରେ ବାନ୍ଧି ହୋଇ ଥିଲେ । ସାଇ ଓ ସାରା ଙ୍କ ବାହାଘର ବହୁତ ଧୁମଧାମ୍ ରେ ହୋଇଥିଲା ଆଉ ଏହି ବାହାଘର ରେ ଦୁଇ ପରିବାର ଙ୍କ ର ସମ୍ମତି ମଧ୍ୟ ଥିଲା । ସାଇ ଓ ସାରା ଏବେ ବିବାହ କରି ଭୁବନେଶ୍ଵର ରେ ଏକ ଘର ଭଡା ନେଇ ରହୁଛନ୍ତି । ସାଇ ଓ ସାରା ଙ୍କ ର ବିବାହ ର ସବୁ ଫୋଟ ମଧ୍ୟ ସୋସିଆଲ ମିଡ଼ିଆ ରେ ସେୟାର କରିଥିଲେ ଯାହା କି ଖୁବ୍ ଭାଇରାଲ ହୋଇ ଥିଲା । ଏହି ବିବାହ ଟି ବହୁତ ଭଲ ରେ ହେଉଥିବାର ତାଙ୍କ ର ଫ୍ୟାନ ମାନେ ମଧ୍ୟ ବହୁତ ଭଲ ପାଇବା ଦେଇଛନ୍ତି ତାଙ୍କୁ ।
ସାଇ ଙ୍କ ବାହାଘର ପରେ ସାଇ ଙ୍କୁ ଓଡ଼ିଆ ସିରିଏଲ କାମ ନମିଳିବା ରୁ ସାଇ ଏବେ ପ୍ରାଇଭେଟ୍ ଚାକିରୀ କରୁଛନ୍ତି । ତେବେ ବର୍ତ୍ତମାନ ସାଇ ଓ ସାରା ବାହାଘର ପରେ ପ୍ରଥମ ଥର ପାଇଁ ବାପ ଘର କୁ ଯାଇଥିଲେ । ଆଉ ସାଇ ଙ୍କୁ ନିଜ ଶଶୁର ଘର ତରଫ ରୁ ନିମନ୍ତ୍ରଣ ଦେଇଛନ୍ତି ସେଇଠି ପାଇଁ ବାହାଘର ପରେ ପ୍ରଥମ ଥର ପାଇଁ ଶଶୁର ଘର କୁ ଯାଇଛନ୍ତି ସାଇ ।
ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ । ଯଦି ଏହି ପୋଷ୍ଟଟି ଆପଣଙ୍କ ମନକୁ ଛୁଇଁଛି ତେବେ ଏହା ଅନ୍ୟ ମାନଙ୍କ ସହ ସେୟାର କରନ୍ତୁ ଧନ୍ୟବାଦ।