ବନ୍ଧୁଗଣ ଆପଣ ମାନେ ଓଡ଼ିଆ ଇଣ୍ଡଷ୍ଟ୍ରି ଅଭିନେତା ତଥା ହାସ୍ୟ ଅଭିନେତା ପ୍ରଜ୍ଞା ଙ୍କୁ ବହୁତ ଭଲ ଭାବରେ ଜାଣିଥିବେ । ଯିଏ କି ନିଜ ର ସୁନ୍ଦର ଅଭିନୟ ମାଧ୍ୟମ ରେ ସବୁ ଦର୍ଶକ ମାନଙ୍କ ମନ ରେ ରହି ଥାନ୍ତି । ହାସ୍ୟ ଅଭିନେତା ପ୍ରଜ୍ଞା ବହୁତ କମେଡି ସିନ୍ କରି ସାରା ଓଡ଼ିଆ ବାସୀ ଙ୍କ ଖୁବ ପରିଚିତ୍ । ସେ ବହୁତ ସାରା ସିନେମା ରେ ମଧ୍ୟ ଅଭିନୟ କରି ସାରିଛନ୍ତି ।
ତେବେ ବର୍ତ୍ତମାନ ସମୟରେ ତାଙ୍କ ର ଏକ ଭିଡିଓ ବହୁତ ମାତ୍ରା ରେ ଭାଇରାଲ୍ ହେବାକୁ ଲାଗୁଚି ଯଦି ଆପଣ ଏହି ଭିଡିଓ ବିଷୟ ରେ କିଛି ଜାଣିବାକୁ ଚାହୁଁ ଛନ୍ତି ତାହେଲେ ଆପଣ ମାନେ ଆମ ର ଏହି ଲେଖା ଟିକୁ ପ୍ରଥମ ରୁ ଶେଷ ଯାଏ ଦୟାକରି ଦେଖନ୍ତୁ । ବନ୍ଧୁଗଣ ଗତ କାଲି ଥିଲା ଆପଣ ମାନଙ୍କ ର ଅତି ପ୍ରିୟ ହାସ୍ୟ ଅଭିନେତା ପ୍ରଜ୍ଞା ଙ୍କ ର ଜନ୍ମ ଦିନ ।
ଆପଣ ମାନେ ମଧ୍ୟ ଜାଣି ବାକୁ ଚାହୁଁ ଥିବେ କି ହାସ୍ୟ ଅଭିନେତା କିପରି ଭାବରେ ତାଙ୍କ ସ୍ତ୍ରୀ ଓ ପରିବାର ସହ ନିଜ ଜନ୍ମ ଦିନ ଟିକୁ ପାଳନ କଲେ । ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଏହା ଭିତ ରେ ପ୍ରଜ୍ଞା ଙ୍କ ର ବାହାଘର ବି ହେଇ ଯାଇଛି ହିରୋଇନ ସୁନନ୍ଦା ଙ୍କ ସହ । ସେ ମଧ୍ୟ ବହୁତ ସିରିଏଲ ରେ ଓ ସିନେମା ବହୁତ ସୁନ୍ଦର ଅଭିନୟ କରି ବହୁତ ଚର୍ଚ୍ଚା ରେ ରହି ଆସୁଛନ୍ତି ।
ତେବେ ପ୍ରଜ୍ଞା ଙ୍କ ସ୍ତ୍ରୀ ସୁନନ୍ଦା ମଧ୍ୟ ବହୁତ ସୁନ୍ଦର ଆଉ ସେ ବହୁତ ସାରା ସିରିଏଲ ରେ ଓ ସିନେମା ରେ ଅଭିନୟ କରିଥିବାର ନଜର ରେ ଆସିଛନ୍ତି ।ସୁନନ୍ଦା ସିରିଏଲ ରେ ଖଳନାୟିକା ଭାବରେ ଅଭିନୟ କରି ପାରନ୍ତି କିନ୍ତୁ ନିଜ ଘର ଓ ପରିବାର ବିଷୟ ରେ ସେ ବହୁତ ଭଲ ଚିନ୍ତା କରନ୍ତି । ସେ ତାଙ୍କ ପରିବାର ରେ ସମସ୍ତ୍ ଙ୍କ ଗେହ୍ଲା ଓ ସୁନନ୍ଦା ମଧ୍ୟ ପ୍ରଜ୍ଞା ଙ୍କୁ ବହୁତ ଭଲ ପାଆନ୍ତି ।
ତେବେ କାଲି ହାସ୍ୟ ଅଭିନେତା ପ୍ରଜ୍ଞା ଙ୍କ ର ଜନ୍ମ ଦିନ ଥିଲା ଆଉ ଏହି ଜନ୍ମ ଦିନ କୁ ଦୁହେଁ ବହୁତ ଧୁମ ଧାମ ରେ ପାଳନ କରିଛନ୍ତି । ପ୍ରଜ୍ଞା ଙ୍କ ର ଜନ୍ମ ତାଙ୍କ ପରିବାର ର ସମସ୍ତେ ଉପସ୍ଥିତ ଥିଲେ କେବଳ ପରିବାର ଲୋକ ନୁହେଁ ତାଙ୍କ ସାହି ପଡିସା ମଧ୍ୟ ଆସିଥିଲେ । ଆଉ ଏହି ଜନ୍ମ ଦିନ କୁ ସମସ୍ତେ ବହୁତ ମଜ୍ଜା କରିଛନ୍ତି ।
ପ୍ରଜ୍ଞା କେକ୍ କାଟି ଥିଲେ । ଏହା ସହିତ ସ୍ତ୍ରୀ ସୁନନ୍ଦା ଜନ୍ମଦିନରେ ପ୍ରଜ୍ଞାନଙ୍କୁ ସାମସଙ୍ଗର ଫୋନ ଗିପ୍ଟରେ ଦେଇଥିଲେ । ପ୍ରଜ୍ଞା ଙ୍କ ର ଜନ୍ମ ଦିନ ର ଫଟୋ ଓ ଭିଡିଓ ବର୍ତ୍ତମାନ ସମୟରେ ସୋସିଆଲ୍ ମିଡ଼ିଆ ରେ ବହୁତ ମାତ୍ରା ରେ ଭାଇରାଲ୍ ହେବାକୁ ଲାଗୁଚି ଯାହାକି ସେହି ଭିଡିଓ ଓ ଫଟୋ ରେ ତାଙ୍କ ଫାନ୍ ମାନେ ବହୁତ ଶୁଭେଚ୍ଛା ଓ ଶୁଭକାମନା ଜଣାଇ ଥିବାର ନଜର ରେ ଆସିଛନ୍ତି ।
ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ । ଯଦି ଏହି ପୋଷ୍ଟଟି ଆପଣଙ୍କ ମନକୁ ଛୁଇଁଛି ତେବେ ଏହା ଅନ୍ୟ ମାନଙ୍କ ସହ ସେୟାର କରନ୍ତୁ ଧନ୍ୟବାଦ ।