Breaking News

ବିବାହ ପରେ ମାନସିକ ପୂରଣ ହେଲା ମନ୍ଦିର ଗଲେ ସାଇ ଓ ସାରା (Suman Saara) – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ଆମ ଓଡିଆ ଧାରାବାହିକ ବର୍ତ୍ତମାନ୍ ସମୟ ରେ ବେଶ୍ ଲୋକ ପ୍ରିୟ ହୋଇ ପାରିଛି ଓ ଏହି ଧାରାବାହିକ ଅନେକ ଅଭିନେତ୍ରୀ ଓ ଅନେକ ଲୋକ ପ୍ରିୟ ଅଭିନେତା ମାନେ ଅଛନ୍ତି । ଏହି ଅଭିନେତା ଓ ଅଭିନେତ୍ରୀ ମାନ ଙ୍କୁ ଆପଣ ମାନେ ବେସ ଭଲ ଭାବ ରେ ଜାଣିଥିବେ ।ନିଜ ଜବରଦସ୍ତ ଅଭିନୟ ପାଇଁ ସେମାନେ ବେଶ୍ ଲୋକ ପରିଚିତ ।

ଏହି ଅଭିନେତା ଓ ଅଭିନେତ୍ରୀ ମାନେ ସୋସିଆଲ ମିଡ଼ିଆ ରେ ବେଶ୍ ଚର୍ଚ୍ଚା ରେ ଥାଆନ୍ତି ଓ ବର୍ତ୍ତମାନ ସମୟ ରେ ସେହିଭଳି ଜଣେ ଅଭିନେତା ବେଶ୍ ଚର୍ଚ୍ଚା ରେ ଅଛନ୍ତି ।ବନ୍ଧୁଗଣ ଏହି ଅଭିନେତା ଜଣକ ହେଉଛନ୍ତି ଧାରାବାହିକ ଜଗତ ର ଲୋକ ପ୍ରିୟ ଅଭିନେତା ସାଇ । ଆପଣ ମାନେ ଅଭିନେତା ସାଇ ଙ୍କୁ ବେସ ଭଲ ଭାବ ରେ ଜାଣିଥିବେ ଓ ତାଙ୍କ ଅଭିନୟ ଦେଖିଥିବେ ।


ଲୋକ ପ୍ରିୟ ଚ୍ୟାନେଲ ତରଙ୍ଗ ଟିଭି ରେ ପୂର୍ବ ରୁ ପ୍ରସାରିତ ହେଉଥିବା ଲୋକ ପ୍ରିୟ ଧାରାବାହିକ କୁଆଁରୀ ବୋହୁ ରେ ମୁଖ୍ୟ ଅଭିନେତା ଚରିତ୍ର ରେ ନଜର ଆସୁଥିଲେ ସାଇ। ଏହି ଧାରାବାହିକ ରେ ସେ ନିଜ ଜବରଦସ୍ତ ଅଭିନୟ ଦେଖାଇ ବେଶ୍ ଲୋକ ପରିଚିତ ହୋଇ ପାରିଛନ୍ତି ଓ ନିଜ ଅଭିନୟ ଫଳ ରେ ସେ ଓଡ଼ିଶା ର ଘର୍ ଘରେ ପରିଚିତ ।

ବର୍ତ୍ତମାନ୍ ସମୟ ରେ ଏହି ଅଭିନେତା ଙ୍କ ଅଭିନୟ ଆଉ ଦେଖିବାକୁ ମିଳି ନାହିଁ । ଏହି ଅଭିନେତା ଙ୍କୁ ନେଇ ଗତ କିଛି ଦିନ ତଳେ ଏକ ବିବାଦ ଦେଖା ଦେଇ ଥିଲା ।ହଁ ବନ୍ଧୁ ଅଭିନେତା ସାଇ ରିଅଲ ଲାଇଫ ରେ ସାରା ଙ୍କୁ ଭଲ ପାଉ ଥିଲେ । ଉଭୟ ଦୀର୍ଘ ବର୍ଷ ହେବ ଭଲ ପାଇ ଆସୁଥିଲେ ଓ ଲିଭ୍ ଇନ୍ ରିଲେସନ ମଧ୍ୟ ରହୁଥିଲେ ।

ଅତି ନିକଟ ରେ ସାଇ ସାରା ଙ୍କୁ ବିବାହ କରିବେ ନାହିଁ ବୋଲି ମନା କରି ଦେଲେ ଓ ଯାହା ଫଳ ରେ ଏହି କଥା କୁ ସହ୍ୟ ନ କରି ପାରି ସାରା ସାଇ ଙ୍କ ନାମ ରେ ଥାନା ରେ ଅଭିଯୋଗ କରିଥିଲେ ଓ ପରେ ସାଇ ଜେଲ ଯାଇଥିଲେ । ବର୍ତ୍ତମାନ୍ ସମୟ ରେ ଉଭୟ ସବୁକିଛି ଭୁଲି ଯାଇଛନ୍ତି ଓ ସାତ ଜନମ ସାଥୀ ମଧ୍ୟ ହୋଇ ସାରିଛନ୍ତି ।

ବିବାହ ପରେ ଉଭୟ ବେଶ୍ ଖୁସି ରେ ଅଛନ୍ତି ଓ ବର୍ତ୍ତମାନ୍ ସମୟ ରେ ଉଭୟ ଏକାଠି ମନ୍ଦିର ଯାଇଛନ୍ତି ମାନସିକ ପୂରଣ କରିବା ପାଇଁ । ମନ୍ଦିର ଯିଏ ଉଭୟ ନିଜ ମାନସିକ ପୂରଣ କରିଛନ୍ତି ଓ ଯାହାର ଦୃଶ୍ୟ ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି ଓ ଆପଣ ମାନେ ଆମର ଏହି ପେଜ ମାଧ୍ୟମ ରେ ଦେଖିବାକୁ ପାଉ ଥିବେ ।।

ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ । ଯଦି ଏହି ପୋଷ୍ଟଟି ଆପଣଙ୍କ ମନକୁ ଛୁଇଁଛି ତେବେ ଏହା ଅନ୍ୟ ମାନଙ୍କ ସହ ସେୟାର କରନ୍ତୁ ଧନ୍ୟବାଦ।

About admin

Check Also

ହିରୋଇନ ଝିଲ୍ଲିକ (Jhilik) ଙ୍କ ଜନ୍ମଦିନରେ ପହଞ୍ଚିଲେ ସବୁ ହିରୋ ହିରୋଇନ – ଦେଖନ୍ତୁ ଭିଡିଓ

ନିକଟରେ ଅଭିନେତ୍ରୀ ଝିଲୀକ୍ ତାଙ୍କ ଜନ୍ମଦିନ ପାଳନ କରିଛନ୍ତି। ବହୁତ୍ ଧୁମ୍ ଧାମରେ ଅଭିନେତ୍ରୀ ଝିଲିକ୍ ଙ୍କ ଜନ୍ମ ଦିନ …

Leave a Reply

Your email address will not be published. Required fields are marked *