ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଯେ ବର୍ତ୍ତମାନ୍ ସମୟ ରେ ଏହି ଦୁନିଆ ରେ ସୋସିଆଲ ମିଡ଼ିଆ ବେଶ୍ ଲୋକ ପ୍ରିୟ ହୋଇ ପାରିଛି । ଏହି ସୋସିଆଲ ମିଡ଼ିଆ ରେ ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ର ଲୋକ ପ୍ରିୟ ଅଭିନେତ୍ରୀ ମାନେ ବେଶ୍ ସକ୍ରୀୟ ରହି ଥାଆନ୍ତି । ଆପଣ ମାନେ ଜାଣିଥିବେ ଯେ ଏହି ଅଭିନେତ୍ରୀ ମାନେ ସୋସିଆଲ ମିଡ଼ିଆ ରେ ବେଳେ ବେଳେ କିଛି ଦୃଶ୍ୟ କୁ ନେଇ ବେଶ୍ ଚର୍ଚ୍ଚା ରେ ରୁହନ୍ତି ।
ହଁ ବନ୍ଧୁ ସୋସିଆଲ ମିଡ଼ିଆ ରେ ନିଜ ବ୍ୟକ୍ତିଗତ ଜୀବନ ର ଦୃଶ୍ୟ କୁ ନେଇ ହେଉ ବା ଅଭିନୟ ଜୀବନୀ ର ସୁଟିଂ ସେଟ ର ଦୃଶ୍ୟ କୁ ନେଇ ହେଉ ବେଶ୍ ଚର୍ଚ୍ଚା ରେ ରୁହନ୍ତି । ବର୍ତ୍ତମାନ୍ ସମୟ ରେ ଠିକ ସେହିଭଳି ଭାବେ ଜଣେ ଲୋକ ପ୍ରିୟ ଅଭିନେତ୍ରୀ ସୋସିଆଲ ମିଡ଼ିଆ ରେ ବେଶ୍ ଚର୍ଚ୍ଚା ରେ ଅଛନ୍ତି ।
ଏହି ଅଭିନେତ୍ରୀ ଜଣକ ଆମ ଓଡ଼ିଆ ଧାରାବାହିକ ଜଗତ ର ଆଗ ଧାଡ଼ି ର ଅଭିନେତ୍ରୀ ଯିଏ କି ଅନେକ ଚରିତ୍ର ରେ ନିଜ ଜବରଦସ୍ତ ଅଭିନୟ ଦେଖାଇ ଓଡ଼ିଶା ର ଘର୍ ଘରେ ପରିଚିତ ହୋଇ ପାରିଛନ୍ତି । ଏହି ଅଭିନେତ୍ରୀ ଜଣକ ଆପଣ ମାନ ଙ୍କ ପ୍ରିୟ ଅଭିନେତ୍ରୀ ନିଲୁ । ଆପଣ ମାନେ ଏହି ଅଭିନେତ୍ରୀ ଙ୍କୁ ବେଶ୍ ଭଲ ଭାବରେ ଜାଣିଥିବେ ।
ନିଜ ଜବରଦସ୍ତ ଅଭିନୟ ପାଇଁ ସେ ବେଶ୍ ଲୋକ ପରିଚିତ । ଆପଣ ମାନେ ଅଭିନେତ୍ରୀ ନିଲୁ ଙ୍କ ଜବରଦସ୍ତ ଅଭିନୟ ବହୁ ସାରା ଧାରାବାହିକ ରେ ଦେଖିଥିବେ । ଏହାରି ଭିତରେ ସେ ଅନେକ ଧାରାବାହିକ ରେ ଅଭିନୟ କରି ସାରିଛନ୍ତି , ଏହି ଅଭିନେତ୍ରୀ ଜଣକ ସର୍ଵ ପ୍ରଥମେ ଜି ସାର୍ଥକ ଟିଭି ରେ ପୂର୍ବ ପ୍ରସାରିତ ହେଉଥିବା ଲୋକ ପ୍ରିୟ ଧାରାବାହିକ ସିନ୍ଦୂର ବିନ୍ଦୁ ରେ ମୁଖ୍ୟ ଅଭିନେତ୍ରୀ ଭାବେ ପ୍ରଥମେ ନଜର ଆସୁଥିଲେ ।
ଏହା ପରେ ସେ ଅନେକ ଧାରାବାହିକ ରେ ନଜର ଆସିଛନ୍ତି । ଆପଣ ମାନେ ନିସ୍ଚୟ ନିଲୁ ଙ୍କ ଜବରଦସ୍ତ ଅଭିନୟ ବହୁ ସାରା ଧାରାବାହିକ ଓ ଚଳଚ୍ଚିତ୍ର ରେ ଦେଖିଥିବେ । ଏହି ଅଭିନେତ୍ରୀ ଜଣକ ବର୍ତ୍ତମାନ୍ ସମୟ ରେ ସୋସିଆଲ ମିଡ଼ିଆ ରେ ବେଶ୍ ଚର୍ଚ୍ଚା ରେ ଅଛନ୍ତି ଓ ଏହି ଚର୍ଚ୍ଚା ର କାରଣ କଣ ଆଜି ଆମେ ଆମର ଏହି ପେଜ ମାଧ୍ୟମ ରେ ଜାଣିବାକୁ ପାଇବା
ବନ୍ଧୁଗଣ ବର୍ତ୍ତମାନ୍ ସମୟ ରେ ନିଲୁ ନିଜ ସୁଟିଂ ସେଟ ରେ ନିଜ କୁନି ପୁଅ କୁ ଧରି ବହୁତ୍ ସାରା ମଜା ମସ୍ତି କରୁ ଥିବାର ଦୃଶ୍ୟ ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି ଓ ଏହି ଦୃଶ୍ୟ ଟି କୁ ଆପଣ ମାନେ ଆମର ଏହି ପେଜ ମାଧ୍ୟମ ରେ ଦେଖିବାକୁ ପାଉ ଥିବେ ।।
ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ । ଯଦି ଏହି ପୋଷ୍ଟଟି ଆପଣଙ୍କ ମନକୁ ଛୁଇଁଛି ତେବେ ଏହା ଅନ୍ୟ ମାନଙ୍କ ସହ ସେୟାର କରନ୍ତୁ ଧନ୍ୟବାଦ ।