ବାହାଘର ପରେ ନିଜ ଶାଶୁ ଗହ୍ରେ କେମିତି କାଟୁଛନ୍ତି ଅଭିନେତ୍ରୀ ନିବେଦିତା ଆପଣ ମାନେ ନିଶ୍ଚିତ ଭାବରେ ଜାଣିବାକୁ ଚାହୁଁଥିବେ ।ଏହା ବିଷୟ ରେ ଆମେ ଆପଣ ମାନଙ୍କୁ କହିବା କୁ ଯାଇଛୁ କିନ୍ତୁ ଏହି ବିଷୟ ରେ ସମ୍ପୁର୍ଣ୍ଣ ବିବରଣୀ ଟିକୁ ଜାଣିବାକୁ ହେଲେ ଆପଣ ମାନେ ଆମର ଏହି ଲେଖା ଟିକୁ ପ୍ରଥମ ରୁ ଶେଷ ଯାଏଁ ପଢନ୍ତୁ ତାହେଲେ ଯାଇ ଆପଣ ମାନେ ସମ୍ପୁର୍ଣ୍ଣ ବିବରଣୀ ଟିକୁ ଜାଣି ପାରିବେ ।
ବନ୍ଧୁଗଣ ଓଲିଓଡ ର ଜବରଦସ୍ତ ଅଭିନୟ କରୁଥିବା ନାୟିକା ମାନଂକୁ ଆପଣ ମାନେ ବହୁତ ଭଲ ଭାବରେ ଜାଣିଥିବେ । ବହୁତ ସାରା ଧାରାବାହିକ ରେ ଅଭିନୟ କରି ସାରିଛନ୍ତି ନିବେଦିତା । ଆଉ ଏଇଠି ପାଇଁ ସେ ବହୁତ ଗୁଡିଏ ସିନେମା ରେ ମଧ୍ୟ ଅଭିନୟ କରି ସାରିଛନ୍ତି । ତେବେ ଗତଦିନ ମାନଙ୍କ ରେ ନିବେଦିତା ଓଲିଓଡ୍ ଜଗତ ରୁ ନିଜେ ଦୁରେଇ ରହିଛନ୍ତି ଆଉ ତାଙ୍କ ବାହାଘର କେଉଁଠି ହେଉଛି ।
ଗତ 2 ମାସ ପୂର୍ବେ ସେ ବାହାଘର କରିଥିଲେ ଓ ବାହାଘର ପୂର୍ବେ ଓଲିଓଡ ଜଗତ ରୁ ପୁରା ପୁରୀ ଦୁରେଇ ଯାଇଛନ୍ତି । ତେବେ ନିଜ ଶାଶୁ ଘରେ ନିଜ ଘର ସଂସାର ସମ୍ଭାଳୁ ଥିବାର ନଜର ରେ ଆସିଛନ୍ତି । ଆଉ ଏହାରି ଭୀତ ରେ ନିଜ ପରିବାର ପୁରା ସମୟ ଦେଉଛନ୍ତି ଓ ନିଜ ପରିବାର କଥା ବୁଝା ବୁଝି କରୁଛନ୍ତି । ଓଲିଓଡ ର ଏହି ଜବରଦସ୍ତୀ ଅଭିନେତ୍ରୀ ନିବେଦିତା କ୍ଷେତ୍ର୍ ରେ ।
ଦର୍ଶକବନ୍ଧୁ ଓଲିଓଡ ର ଏହି ଜବରଦସ୍ତୀ ଅଭିନେତ୍ରୀ ନିବେଦିତା ଅନେକ ଓଡ଼ିଆ ସିନେମା ଓ ଧାରାବାହିକ ଅଭିନୟ କରିଥିବା ଆପଣ ମାନେ ଦେଖିଥିବେ । କେବଳ ସିରିଏଲ କି ସିନେମା ରେ ନୁହଁ ସେ ବହୁ ଗୁଡିଏ ଆଲବମ୍ ରେ ମଧ୍ୟ ବହୁତ ସୁନ୍ଦର ଅଭିନୟ କରିଥିବାର୍ ନଜର ରେ ଆସିଛନ୍ତି ।
ତାଙ୍କ ଅଭିନୟ ଦେଖିବା ପାଇଁ ଦର୍ଶକ ମାନେ ମଧ୍ୟ ବହୁତ ପସନ୍ଦ ମଧ୍ୟ କରନ୍ତି । ନିବେଦିତା ନିଜ ର ଅଭିନୟ ଦ୍ବାରା ସାରା ଓଡିଶା ବାସୀ ଙ୍କୁ ମଧ୍ୟ ଭଲ ପାଇବା ଦେଇ ପାରିଛନ୍ତି । ସେଇଠି ପାଇଁ ସାରା ଓଡିଶା ବାସୀ ତାଙ୍କୁ ବହୁତ ଭଲ ପାଆନ୍ତି । ତେଣୁ ସେ ବିବାହ ବନ୍ଧନ ରେ ବାନ୍ଧି ହୋଇ ଯିବା କାରଣ ରୁ ସେ ଏବେ ଓଲିଓଡ ଇଣ୍ଡଷ୍ଟ୍ରୀ ଠାରୁ ଦୁରେଇ ରହିଛନ୍ତି ତେବେ ଆଗକୁ ଜଣା ପଡିବ କି ସେ ଅଭିନୟ ଆଉ କରିବେ କି ନାହିଁ କି ସାରା ଜୀବନ ନିଜ ପରିବାର କୁ ହିଁ ସମୟ ଦେବେ ।
ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ । ଯଦି ଏହି ପୋଷ୍ଟଟି ଆପଣଙ୍କ ମନକୁ ଛୁଇଁଛି ତେବେ ଏହା ଅନ୍ୟ ମାନଙ୍କ ସହ ସେୟାର କରନ୍ତୁ ଧନ୍ୟବାଦ ।