ଓଡ଼ିଆ ଇଣ୍ଡଷ୍ଟ୍ରି ରେ ଥିବା ସବୁ ଅଭିନେତା ଓ ଅଭିନେତ୍ରୀ ଆପଣ ମାନେ ବହୁତ ଭଲ ଭାବରେ ଜାଣିଥିବେ । ବନ୍ଧୁଗଣ ଆପଣ ମାନେ ଜାଣିଛନ୍ତି ଓଡ଼ିଆ ଇଣ୍ଡଷ୍ଟ୍ରୀ ରେ ବହୁତ ସାରା ସିନେମା ଓ ଧାରାବାହିକ ରେ ଅଭିନୟ କରନ୍ତି ଅଭିନେତା ଓ ଅଭିନେତ୍ରୀ ମାନେ ଓ ତାଙ୍କ ଅଭିନୟ ଦେଖିବାକୁ ସବୁ ଦର୍ଶକ ମାନେ ମଧ୍ୟ ବହୁତ ପସନ୍ଦ ମଧ୍ୟ କରିଥାନ୍ତି ।
ତେବେ ବହୁତ ଅଭିନେତା ଓ ଅଭିନେତ୍ରୀ ମାନଙ୍କ ବିଷୟ ରେ ଜାଣିବାକୁ ବହୁତ ଇଛା ହୁଏ ସମସ୍ତ ଙ୍କ ର । ତେବେ ବର୍ତ୍ତମାନ ସମୟ ରେ ଆପଣ ମାନଂକୁ ଆମେ ଏକ ଅଭିନେତା ଓ ଅଭିନେତ୍ରୀ ଙ୍କ ବିଷୟରେ କହିବାକୁ ଯାଉଛୁ ଯାହାକୁ ଆପଣ ମାନେ ବହୁତ ଭଲ ପାଆନ୍ତି ତାଙ୍କ ଅଭିନୟ କୁ ଆଉ ତାଙ୍କୁ ବହୁତ ଭଲ ମଧ୍ୟ ପାଆନ୍ତି। ତେବେ ଆସନ୍ତୁ ଜାଣିବା ଏହି ଅଭିନେତା ଙ୍କ ବିଷୟ ରେ ।
ଯଦି ଆପଣ ମାନେ ସମ୍ପୁର୍ଣ୍ଣ ବିବରଣୀ ଟିକୁ ଜାଣିବାକୁ ଚାହୁଁଥିବେ ତେବେ ଆପଣ ମାନେ ଆମ ର ଏହି ଲେଖା ଟିକୁ ପ୍ରଥମ ରୁ ଶେଷ ଯାଏ ପଢନ୍ତୁ ତାହେଲେ ଯାଇ ଆପଣ ମାନେ ସମ୍ପୁର୍ଣ୍ଣ ବିବରଣୀ ଟିକୁ ଜାଣି ପାରିବେ । ତାହେଲେ ଆପଣ ମାନେ ଜାଣିଥିବେ କି ମଝୀ ରେ ଜଣେ ହିରୋଇନ ପୁରା ସୋସିଆଲ ମିଡ଼ିଆ କୁ ଚହଳ କରିଥିଲେ ସେ କହିଥିଲେ ତାଙ୍କ ବୟଫ୍ରେଣ୍ଡ ତାଙ୍କୁ ଛାଡି ଚାଲି ଯାଇଥିଲେ ।
ଏହା ଆପଣ ମାନେ ବହୁତ ଭଲ ଭାବରେ ଜାଣିଥିବେ ଆଉ ଏହା ପାଇଁ ବହୁତ୍ ଭିଡିଓ ଭାଇରାଲ ମଧ୍ୟ ହୋଇ ଥିଲା । ଆଜି ଆମେ ଆପଣ ମାନଂକୁ କହିବାକୁ ଯାଉଛି ସାରା ଆଉ ସାଇ ଙ୍କ ବିଷୟରେ । ସାରା ଏବେ ବିବାହ ବନ୍ଧନ ରେ ବାନ୍ଧି ହୋଇ ସାରିଛନ୍ତି । ସାରା ଙ୍କ ର ଜୀବନ ସାଥି ହୋଇଛନ୍ତି ହିରୋ ସାଇ । ସାଇ ଓ ସାରା ଙ୍କ ଭୀତ ରର ଥିବା ଝଗଡା ନାହିଁ ଏବେ ଅଛି ତାଙ୍କ ଭୀତ ରେ ଭଲ ପାଇବା ସେଇଠି ପାଇଁ ତ ତାଙ୍କ ଭୀତ ରେ ସବୁ ବାଦ ବିବାଦ କୁ ଭୁଲି ସେ ଫୁଣି ଥରେ ଏକାଠି ହୋଇ ଗଲେ । ଆଉ ବିବାହ ବନ୍ଧନ ରେ ବାନ୍ଧି ହୋଇ ଗଲେ ।
ସାରା ଓ ସାଇ ଙ୍କ ର ଫୋଟ ଓ ଭିଡିଓ ଗୁଡିକ ଏବେ ପ୍ରଚୁର୍ ମାତ୍ରା ରେ ଭାଇରାଲ ହେଉଛି ଯାହା କି ତାଙ୍କ ର ପ୍ରସଂସକ ମାନେ ବହୁତ ଖୁସି ହୋଇଛନ୍ତି । ସାଇ ଓ ସାରା ପ୍ରମାଣ କରି ଦେଇଛନ୍ତି କି ଯେଉଁଠି ସତ ଭଲ ପାଇବା ଥାଏ ସେଠାରେ କେବେ ଘୃ-ଣା ର ସ୍ଥାନ ନାହିଁ । ଏତେ ଝଗଡା ହେଲା ପରେ ମଧ୍ୟ ଆଜି ସେମାନେ ଏକାଠି ହୋଇ ଯାଇଛନ୍ତି ସବୁଦିନ ପାଇଁ ।
ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ । ଯଦି ଏହି ପୋଷ୍ଟଟି ଆପଣଙ୍କ ମନକୁ ଛୁଇଁଛି ତେବେ ଏହା ଅନ୍ୟ ମାନଙ୍କ ସହ ସେୟାର କରନ୍ତୁ ଧନ୍ୟବାଦ ।