Breaking News

ବିବାହ ପୂର୍ବରୁ କନିଆ ଡାକରା ଖାଇବାକୁ ଗଲେ ଓଡିଆ ସିରିଏଲ ଶ୍ଵେତଲିନା (Swetlana) – ଦେଖନ୍ତୁ ଭିଡିଓ

ବିବାହ ବନ୍ଧନ ରେ ବାନ୍ଧି ହେବାକୁ ଯାଉଛନ୍ତି ଶ୍ବେତାଲିନା ଭଟ୍ଟଚାର୍ଜ୍ୟ । ତେବେ ବର୍ତ୍ତମାନ ସମୟରେ ଶ୍ବେତାଲିନା ଭଟ୍ଟଚାର୍ଜ୍ୟ ସମ୍ପର୍କିୟ ଙ୍କ ଘର କୁ ବୋଲି ବୋଲି କନିଆ ଡାକରା ରେ ଯାଉଛନ୍ତି । ଆପଣ ମାନେ ଏହି ଅଭିନେତ୍ରୀ ଙ୍କୁ ତ ବହୁତ ଭଲ ଭାବରେ ଜାଣି ଥିବେ ସେ ତାଙ୍କ ଅଭିନୟ ପାଇଁ ସବୁବେଳେ ଚର୍ଚ୍ଚା ରେ ରହି ଥାନ୍ତି ।

ଶ୍ବେତାଲିନା ଭଟ୍ଟଚାର୍ଜ୍ୟ ବହୁତ ସିରିଏଲ ରେ ଅଭିନୟ କରି ସାରିଛନ୍ତି । ଖାସ କରି ତୁଳସୀ ସିରିଏଲ ରେ ତାଙ୍କ ର ସୁନ୍ଦର ଅଭିନୟ ଦେଖିବାକୁ ମିଳି ଥିଲା । ଯାହା ଦ୍ବାରା ସାରା ଓଡିଶା ର ଲୋକ ମାନେ ତାଙ୍କୁ ବହୁତ ଅଧିକ ଭଲ ପାଇବା ଦେଇ ଥିଲେ । ଆଉ ତୁଳସୀ ସିରିଏଲ ପରେ ସେ ବହୁତ ଦୀର୍ଘ ଦିନ ଧରି ସିରିଏଲ ରୁ ଦୂର ରେ ଥିଲେ ।

ଆଉ ବହୁତ ଦିନ ପରେ ସେ ବହୁତ ସାରା ଓଡ଼ିଆ ଆଲବମ୍ ରେ ଅଭିନୟ କରି ଥିବାର ନଜର ରେ ଆସି ଥିଲେ । ଆଉ ତାପରେ ଦେ ଗୋଟିଏ ମେଘ ସିରିଏଲ ମଙ୍ଗୁଳା କନ୍ୟା ରେ ମଧ୍ୟ ଅଭିନୟ କରି ଥିବାର ନଜର ରେ ଆସିଥିଲେ । ତେବେ ବର୍ତ୍ତମାନ ସମୟରେ ବିବାହ ବନ୍ଧନ ରେ ବାନ୍ଧି ହେବାକୁ ଯାଉଛନ୍ତି ଶ୍ବେତାଲିନା ଭଟ୍ଟଚାର୍ଜ୍ୟ ।

ତାଙ୍କ ଭାବି ସ୍ବାମି ଜଣେ ବହୁତ ବଡ଼ ବିଜିନେସ ମ୍ୟାନ୍ ଅଟନ୍ତି । ଗୋ଼ଟିଏ ଇଭେଣ୍ଟ୍ ରୁ ଦୁହେଁ ପରସ୍ପର କୁ ଭଲ୍ ପାଇଥିଲେ । ଆଉ ବିବାହ ବନ୍ଧନ ରେ ବାନ୍ଧି ହେବା ପାଇଁ ଯାଉଛନ୍ତି ଓଲିଓଡ ର ଅଭିନେତ୍ରୀ ଶ୍ବେତାଲିନା ଭଟ୍ଟଚାର୍ଜ୍ୟ । ଶ୍ବେତାଲିନା ଭଟ୍ଟଚାର୍ଜ୍ୟ ପୂର୍ବ ରୁ ବହୁତ ସାରା ସିରିଏଲ ରେ ଅଭିନୟ କରି ସାରିଛନ୍ତି ।

ତାଙ୍କ୍ ର ସୁନ୍ଦର ଅଭିନୟ କାରଣ ରୁ ସାରା ଓଡିଶା ର ଲୋକ ମାନେ ତାଙ୍କୁ ବହୁତ ଅଧିକ ଭଲ୍ ପାଇବା ଦେଇ ପାରିଛନ୍ତି । ବର୍ତ୍ତମାନ ସମୟରେ ଶ୍ବେତାଲିନା ଭଟ୍ଟଚାର୍ଜ୍ୟ ବାହାଘର ପୂର୍ବ ରୁ ନିଜ ସମ୍ପର୍କିୟ ଙ୍କ ସହ ନିଜ ସମୟ ବିତେଉଛନ୍ତି ଆଉ ବହୁତ ମଜ୍ଜା ମସ୍ତି କରୁ ଥିବାର ନଜର ରେ ଆସିଛନ୍ତି ।

ଆଉ କନିଆ ଡାକରା ରେ ସେ ବହୁତ ସାରା ଭୋଜନ ମଧ୍ୟ କରୁଛନ୍ତି । ତାହା ସହ ଶ୍ବେତାଲିନା ଭଟ୍ଟଚାର୍ଜ୍ୟ କହିଛନ୍ତି କି ବାହାଘର ପରେ ଯଦି ତାଙ୍କ ଶାଶୁ ଘରେ କହିବେ ଅଭିନୟ କରିବା ପାଇଁ ତାହେଲେ ସେ ଅଭିନୟ କରିବେ ନହେଲେ ଅଭିନୟ କୁ ଛାଡି ଦେବେ ।

ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ । ଯଦି ଏହି ପୋଷ୍ଟଟି ଆପଣଙ୍କ ମନକୁ ଛୁଇଁଛି ତେବେ ଏହା ଅନ୍ୟ ମାନଙ୍କ ସହ ସେୟାର କରନ୍ତୁ ଧନ୍ୟବାଦ ।

About admin

Check Also

ଆମ ଓଡ଼ିଆ ଝିଅ ଗୀତ ଶୁଣି ଝୁମୁଚି ସାରା ଦେଶ – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ଆପଣ ମାନେ ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ରେ ଥିବା ସମସ୍ତ ଲୋକ ପ୍ରିୟ ଗାୟକ ଗାୟିକା ମାନ …

Leave a Reply

Your email address will not be published. Required fields are marked *