ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଯେ ବର୍ତ୍ତମାନ୍ ସମୟ ରେ ଧାରାବାହିକ ଜଗତ ସମସ୍ତ ଙ୍କ ପ୍ରିୟ ହୋଇ ପାରିଛି , କାରଣ ଧାରାବାହିକ ପାରିବାରିକ ଓ ମୌଳିକ କାହାଣୀ କୁ ନେଇ ହୋଇଥାଏ । ଯାହାକୁ ଦର୍ଶକ ମାନେ ବହୁତ୍ ପସନ୍ଦ କରି ଥାଆନ୍ତି । ଅନେକ ଧାରାବାହିକ ପ୍ରସାରିତ ହୋଇଥାଏ ଦର୍ଶକ ମାନେ ନିଜ ପସନ୍ଦ ଅନୁଯାୟୀ ଧାରାବାହିକ ଦେଖି ଥାଆନ୍ତି ।
ବନ୍ଧୁଗଣ ଧାରାବାହିକ ଜଗତ ର ସମସ୍ତ ଲୋକ ପ୍ରିୟ ଅଭିନେତା ଓ ଅଭିନେତ୍ରୀ ମାନ ଙ୍କୁ ବେଶ୍ ଭଲ ଭାବରେ ଜାଣିଥିବେ । ଏହି ଧାରାବାହିକ ଜଗତ ରେ ଥରେ ଯିଏ ପାଦ ଥାପି ଦର୍ଶକ ମାନ ଙ୍କ ମନୋରଂଜନ କରିଛି ଦର୍ଶକ ମାନେ ତାଙ୍କୁ ନିଜ ହୃଦୟ ରେ ଏକ ସ୍ୱତନ୍ତ୍ର ସ୍ଥାନ ଦେଇଥାନ୍ତି । ଆପଣ ମାନେ ଜାଣିଥିବେ ଯେ ଧାରାବାହିକ ଜଗତ ର ଅନେକ ଲୋକ ପ୍ରିୟ ଅଭିନେତ୍ରୀ ଅଛନ୍ତି ଓ ଏହି ଅଭିନେତ୍ରୀ ମାନେ ସୋସିଆଲ ମିଡ଼ିଆ ରେ ବେଶ୍ ସକ୍ରିୟ ରହି ଥାଆନ୍ତି ।
ଅଭିନୟ ଦୁନିଆ ରୁ ଦୂରେଇ ହୋଇଥିଲେ ମଧ୍ୟ ଅଭିନେତ୍ରୀ ମାନେ ସୋସିଆଲ ମିଡ଼ିଆ ରେ ବେଶ୍ ସକ୍ରିୟ ରହିଥାନ୍ତି । ବର୍ତ୍ତମାନ୍ ସମୟ ରେ ଥିଲ ସେହିଭଳି ଜଣେ ଅଭିନେତ୍ରୀ ସୋସିଆଲ ମିଡ଼ିଆ ରେ ବେଶ୍ ଚର୍ଚ୍ଚା ରେ ଅଛନ୍ତି ନିଜ ବ୍ୟକ୍ତିଗତ ଜୀବନ କୁ ନେଇ ଓ ଏହି ଅଭିନେତ୍ରୀ ଙ୍କ ଅଭିନୟ ଆଉ ଦେଖିବାକୁ ମିଳୁନାହିଁ । ଏହି ଅଭିନେତ୍ରୀ ଜଣକ ହେଉଛନ୍ତି ଧାରାବାହିକ ଜଗତ ର ଲୋକ ପ୍ରିୟ ଅଭିନେତ୍ରୀ ସ୍ୱେତାଳିନା ଭଟ୍ଟାଚାର୍ଯ୍ୟ ।
ବନ୍ଧୁଗଣ ଏହି ଅଭିନେତ୍ରୀ ବର୍ତ୍ତମାନ୍ ସମୟ ରେ ମଧ୍ୟ ତୁଳସୀ ନାମ ରେ ଓଡ଼ିଶା ର ଘର୍ ଘରେ ପରିଚିତ । ଅନେକ ଦିନ ପୂର୍ବ ରି ଜି ସାର୍ଥକ ଟିଭି ରେ ପୂର୍ବ ରୁ ପ୍ରସାରିତ ହେଉଥିବା ଲୋକ ପ୍ରିୟ ଧାରାବାହିକ ତୋ ଅଗଣା ର ତୁଳସୀ ମୁଁ ରେ ତୁଳସୀ ଚରିତ୍ର ରେ ଅଭିନୟ କରିଥିଲେ । ଏହି ଧାରାବାହିକ ରେ ତାଙ୍କ ଜବରଦସ୍ତ ଅଭିନୟ ଦର୍ଶକ ମାନ ଙ୍କୁ ବେଶ୍ ପସନ୍ଦ ଆସିଥିଲା ।
ଏହି ଧାରାବାହିକ ଟି ସରି ଯିବାର ଅନେକ ଦିନ ହୋଈ ଯାଇଥିଲେ ମଧ୍ୟ ଦର୍ଶକ ମାନେ ତୁଳସୀ ଙ୍କୁ ଓ ତାଙ୍କ ଅଭିନୟ କୁ ଆଦୌମ ଭୁଲି ନାହାଁନ୍ତି କି ଭୁଲିବେ ନାହିଁ । ବନ୍ଧୁଗଣ ଏହି ଅଭିନେତ୍ରୀ ଙ୍କ ପ୍ରକୃତ ନାମ ହେଉଛି ସ୍ୱେତାଲିନା ଭଟ୍ଟାଚାର୍ଯ୍ୟ ଯିଏ କି ଆଗାମୀ ଦିନ ମାନ ଙ୍କ ରେ ବିବାହ ବନ୍ଧନ ରେ ବାନ୍ଧି ହେବା ଯାଉଛନ୍ତି , ହଁ ବନ୍ଧୁ ବାସ୍ତବିକ ଜୀବନ ରେ ଏହି ଅଭିନେତ୍ରୀ ଜଣକ ବିବାହ ବନ୍ଧନ ରେ ବାନ୍ଧି ହେବା କୁ ଯାଉଛନ୍ତି ।
ବର୍ତ୍ତମାନ୍ ସମୟ ରେ ଏହି ଅଭିନେତ୍ରୀ ଜଣକ ସୋସିଆଲ ମିଡ଼ିଆ ରେ ବେଶ୍ ଚର୍ଚ୍ଚା ରେ ଅଛନ୍ତି , ହଁ ବନ୍ଧୁ ଏହି ଅଭିନେତ୍ରୀ ଜଣକ ବର୍ତ୍ତମାନ୍ ସମୟ ରେ ସୋସିଆଲ ମିଡ଼ିଆ ରେ ନଜର ଆସିଛନ୍ତି ଓ ତାଙ୍କ ସହ ନଜର ଆସୁଛନ୍ତି ତାଙ୍କର ଆଗାମୀ ଦିନ ରେ ସ୍ବାମୀ ଯାଉଥିବା ବ୍ୟକ୍ତି ଜଣକ । ତୁଳସୀ ଆଗାମୀ ଦିନ ରେ ଏହି ବ୍ୟକ୍ତି ଙ୍କୁ ବିବାହ କରିବା କୁ ଯାଉଛନ୍ତି ।।
ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ । ଯଦି ଏହି ପୋଷ୍ଟଟି ଆପଣଙ୍କ ମନକୁ ଛୁଇଁଛି ତେବେ ଏହା ଅନ୍ୟ ମାନଙ୍କ ସହ ସେୟାର କରନ୍ତୁ ଧନ୍ୟବାଦ ।