Breaking News

ବିବାହ ପୂର୍ବରୁ ହିରୋଇନ ଲିପ୍ସା ମିଶ୍ରଙ୍କ (Lipsa Mishra) ବ୍ୟାଚଲର ପାର୍ଟି – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଯେ ବର୍ତ୍ତମାନ ସମୟରେ ଆମ ଓଡ଼ିଆ ଧାରାବାହିକ ବେଶ୍ ଲୋକ ପ୍ରିୟ ହୋଇ ପାରିଛି । ଏହି ଧାରାବାହିକ ଜଗତ ରେ ପ୍ରସାରିତ ହେଉଥିବା ସମସ୍ତ ଧାରାବାହିକ ଗୁଡ଼ିକ ବେଶ୍ ଲୋକ ପ୍ରିୟ ହୋଇ । ଓଡ଼ିଶା ର ଦର୍ଶକ ମାନେ ନିଜ ପସନ୍ଦ ଧାରାବାହିକ ଦେଖୁଛନ୍ତି ଭିନ୍ନ ଭିନ୍ନ ଓଡ଼ିଆ ଚ୍ୟାନେଲ ମାନ ଙ୍କ ରେ । ଧାରାବାହିକ ଗୁଡ଼ିକ ପାରିବାରିକ କାହାଣୀ କୁ ନେଇ ହୋଇଥାଏ ।

ଅଭିନୟ ଭଳି ଆଦୌମ ଲାଗେ ନାହିଁ ଯେମିତି ଦର୍ଶକ ମାନେ ବାସ୍ତବିକ୍ ଭଳି ପାରିବାରିକ କାହାଣୀ ଦେଖୁଛନ୍ତି ଭିନ୍ନ ଭିନ୍ନ ଟିଭି ଚ୍ୟାନେଲ ମାନ ଙ୍କ ରେ । ଧାରାବାହିକ ଜଗତ ରେ ଅନେକ ଲୋକ ପ୍ରିୟ ଅଭିନେତା ଓ ଅଭିନେତ୍ରୀ ମାନ ଙ୍କ ଜବରଦସ୍ତ ଅଭିନୟ ପାଇଁ ଧାରାବାହିକ ଜଗତ ବେଶ୍ ଲୋକ ପରିଚିତ ହୋଇ ପ୍ରତି ବର୍ଷ ଅନେକ ନୂତନ ଧାରାବାହିକ ଆସିଥାଏ ଅନେକ ଅଭିନେତା ଓ ଅଭିନେତ୍ରୀ ମାନ ଙ୍କୁ ନେଇ ।

ଦର୍ଶକ ମାନ ଙ୍କ ପ୍ରତି ଦିନ ଯଦି କିଏ ମନୋରଞ୍ଜନ କରାଇ ଥାଏ ସେ ହେଉଛି ଧାରାବାହିକ ଜଗତ । ଧାରାବାହିକ ରେ ଥିବା ସମସ୍ତ ଲୋକ ପ୍ରିୟ ଅଭିନେତ୍ରୀ ମାନ ଙ୍କୁ ଆପଣ ମାନେ ବେଶ୍ ଭଲ ଭାବରେ ଜାଣିଥିବେ । ଏହି ଲୋକ ପ୍ରିୟ ଅଭିନେତ୍ରୀ ମାନେ ନିଜ ଜବରଦସ୍ତ ଅଭିନୟ ପାଇଁ ବେଶ୍ ଲୋକ ପରିଚିତ ହେବା ସହ ଓଡ଼ିଶା ର ଘର ଘରେ ପରିଚିତ ହୋଇ ପାରିଛନ୍ତି ।

ଏହି ଲୋକ ପ୍ରିୟ ଅଭିନେତ୍ରୀ ମାନ ଙ୍କୁ ମଧ୍ୟ ରୁ ବହୁତ୍ କମ୍ ଲୋକ ପ୍ରିୟ ଅଭିନେତ୍ରୀ ମାନେ ଅଛନ୍ତି ଯେଉଁ ମାନେ କି ସୋସିଆଲ ମିଡ଼ିଆ ରେ ବେଶ୍ ଚର୍ଚ୍ଚା ରେ ରୁହନ୍ତି ଓ ବେଳେ ବେଳେ ବେଶ୍ ଚର୍ଚ୍ଚା ରେ ରୁହନ୍ତି । ବର୍ତ୍ତମାନ ସମୟ ରେ ଠିକ୍ ସେହିଭଳି ଭାବେ ଜଣେ ଲୋକ ପ୍ରିୟ ଅଭିନେତ୍ରୀ ବେଶ୍ ଚର୍ଚ୍ଚା ରେ ଅଛନ୍ତି ଓ ଏହି ଅଭିନେତ୍ରୀ ଜଣକ ହେଉଛନ୍ତି ଆପଣ ମାନ ଙ୍କ ପ୍ରିୟ ଅଭିନେତ୍ରୀ ଲିପ୍ସା ମିଶ୍ର ।

ଅଭିନେତ୍ରୀ ଲିପ୍ସା ମିଶ୍ର ଙ୍କୁ ଆପଣ ମାନେ ବେଶ୍ ଭଲ ଭାବରେ ଜାଣିଥିବେ । ଅଭିନେତ୍ରୀ ବର୍ତ୍ତମାନ ସୁଦ୍ଧା ବହୁ ସାରା ଚଳଚ୍ଚିତ୍ର ଓ ଧାରାବାହିକ ଏବଂ ଆଲବମ ରେ ଅଭିନୟ କରି ସାରିଛନ୍ତି । ନିଜ ଜବରଦସ୍ତ ଅଭିନୟ ପାଇଁ ସେ ବେଶ୍ ଲୋକ ପ୍ରିୟ ହୋଇ ପାରିଛନ୍ତି । ବର୍ତ୍ତମାନ ସମୟ ରେ ଅଭିନେତ୍ରୀ ଲିପ୍ସା ମିଶ୍ର ସୋସିଆଲ ମିଡ଼ିଆ ରେ ବେଶ୍ ଚର୍ଚ୍ଚା ରେ ଅଛନ୍ତି ।

ଆଗାମୀ ଦିନ ମାନ ଙ୍କ ରେ ଅଭିନେତ୍ରୀ ଲିପ୍ସା ମିଶ୍ର ବିବାହ ବନ୍ଧନ ରେ ବାନ୍ଧି ହେବା କୁ ଯାଉଛନ୍ତି । ଏହି ଲୋକ ପ୍ରିୟ ଅଭିନେତ୍ରୀ ଜଣକ ବିବାହ କରିବା ପୂର୍ବ ରୁ ବର୍ତ୍ତମାନ ସମୟ ରେ ବ୍ୟଚେଲାର ପାର୍ଟି ଦେଉଛନ୍ତି ଓଡ଼ିଆ ଇଣ୍ଡଷ୍ଟ୍ରି ର କିଛି ଲୋକ ପ୍ରିୟ ଅଭିନେତ୍ରୀ ମାନ ଙ୍କୁ ନେଇ ଯାହାର ଦୃଶ୍ୟ ସୋସିଆଲ ମିଡ଼ିଆ ରେ ଦେଖିବାକୁ ମିଳିଛି ।।

ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ । ଯଦି ଏହି ପୋଷ୍ଟଟି ଆପଣଙ୍କ ମନକୁ ଛୁଇଁଛି ତେବେ ଏହା ଅନ୍ୟ ମାନଙ୍କ ସହ ସେୟାର କରନ୍ତୁ ଧନ୍ୟବାଦ ।

About admin

Check Also

ଆମ ଓଡ଼ିଆ ଝିଅ ଗୀତ ଶୁଣି ଝୁମୁଚି ସାରା ଦେଶ – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ଆପଣ ମାନେ ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ରେ ଥିବା ସମସ୍ତ ଲୋକ ପ୍ରିୟ ଗାୟକ ଗାୟିକା ମାନ …

Leave a Reply

Your email address will not be published. Required fields are marked *