Breaking News

ବିବାହ ବନ୍ଧନରେ ବାନ୍ଧିହେଲେ କି ଅଭିନେତ୍ରୀ ଏଲିନା ସାମନ୍ତରାୟ (Elina)? – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଯେ ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ରେ ଅନେକ ଲୋକ ପ୍ରିୟ ଅଭିନେତ୍ରୀ ମାନେ ଅଛନ୍ତି ଓ ଏହି ଅଭିନେତ୍ରୀ ମାନେ ନିଜ ଜବରଦସ୍ତ ଅଭିନୟ ପାଇଁ ବେଶ୍ ଲୋକ ପରିଚିତ । ଏହି ଅଭିନେତ୍ରୀ ମାନେ ସୋସିଆଲ ମିଡ଼ିଆ ରେ ବେଶ୍ ସକ୍ରିୟ ରହି ଥାଆନ୍ତି । ବେଳେ କିଛି ଖବର ବା ଦୃଶ୍ୟ କୁ ନେଇ ସୋସିଆଲ ମିଡ଼ିଆ ରେ ବେଶ୍ ଚର୍ଚ୍ଚା ରେ । ବର୍ତ୍ତମାନ୍ ସମୟ ରେ ଠିକ୍ ସେହିଭଳି ଜଣେ ଅଭିନେତ୍ରୀ ବେଶ୍ ଚର୍ଚ୍ଚା ରେ ଅଛନ୍ତି ।

ହଁ ବନ୍ଧୁ ସୋସିଆଲ ମିଡ଼ିଆ ରେ ବର୍ତ୍ତମାନ୍ ସମୟ ରେ ଜଣେ ଅଭିନେତ୍ରୀ ଙ୍କୁ ନେଇ ଏକ ଖବର ବହୁ ପରିମାଣ ରେ ଭାଈରାଲ ହେବା ରେ ଲାଗୁଛି । ଖବର ଟି ହେଉଛି ଅଭିନେତ୍ରୀ ଏଲିନା ସାମନ୍ତରାୟ ବର୍ତ୍ତମାନ୍ ସମୟ ରେ ବିବାହ ବନ୍ଧନ ରେ ବାନ୍ଧି ହୋଇଛନ୍ତି , ଏଲିନା ଲୁଚି ଲୁଚି ବିବାହ କରି ନେଇ ଥିବାର ଖବର ସୋସିଆଲ ମିଡ଼ିଆ ରେ ବହୁ ପରିମାଣ ରେ ଭାଇରାଲ ହେବା ରେ ଲାଗୁଛି ।

ଖବର ଟି ପଛ ରେ ଜଣ ସତ୍ୟତା ରହିଛି ତାହା ଆଜି ଆମେ ଜାଣିବା । ବନ୍ଧୁଗଣ ଆପଣ ମାନେ ଏଲିନା ସାମନ୍ତରାୟ ଙ୍କୁ ବେଶ୍ ଭଲ ଭାବରେ ଜାଣିଥିବେ । ଏହି ଅଭିନେତ୍ରୀ ଜଣକ ନିଜ ଅଭିନୟ ପାଇଁ ଓଡ଼ିଶା ର ଘର୍ ଘରେ ପରିଚିତ ହେବା ସହିତ ଓଡ଼ିଆ ଇଣ୍ଡଷ୍ଟ୍ରି ରୁ ଅନେକ ନାମ ଅର୍ଜନ କରିଛନ୍ତି । ଏହି ଅଭିନେତ୍ରୀ ଜଣକ ନିଜ ଅଭିନୟ ଏକ ରିଆଲିଟ ସୋ ରୁ ଆରମ୍ଭ କରିଥିଲେ ।

ଏହି ସୋ ରେ ନିଜ ଜବରଦସ୍ତ ଅଭିନୟ ଦେଖାଇ ବିଜେତା ହେବା ପରେ ଚଳଚ୍ଚିତ୍ର ରେ ଅଭିନୟ କରିବା ର ସୁଯୋଗ ପାଇଥିଲେ । ଆପଣ ମାନେ ନିଶ୍ଚୟ ଏହି ଅଭିନେତ୍ରୀ ଙ୍କ ଜବରଦସ୍ତ ଅଭିନୟ ବହୁ ସାରା ଚଳଚ୍ଚିତ୍ର ଦେଖିବାକୁ ପାଇଥିବେ , ସେ ସମସ୍ତ ଚଳଚ୍ଚିତ୍ର ନିଜ ଜବରଦସ୍ତ ଅଭିନୟ ଦେଖାଇ ଚଳଚ୍ଚିତ୍ର କୁ ସୁପର ହିଟ କରାଇ ପାରିଛନ୍ତି ।

ଏହି ଅଭିନେତ୍ରୀ ଜନକ ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ର ଅନେକ ଲୋକ ପ୍ରିୟ ଅଭିନେତା ଙ୍କ ସହ ଅଭିନୟ କରି ସାରିଛନ୍ତି । ଏଲିନା ସାମନ୍ତରାୟ ନିଜ ଅଭିନୟ ଜାରି ରଖିବା ସହ ସୋସିଆଲ ମିଡ଼ିଆ ରେ ବେଶ୍ ସକ୍ରିୟ ରହି ଥାଆନ୍ତି । ବର୍ତ୍ତମାନ୍ ସମୟ ରେ ଏଲିନା ବିବାହ କରି ଥିବାର ଖବର ଶୁଣିବାକୁ ମିଳିବା ସହ ଏଲିନା ବଧୂ ବେଶ୍ ସାଜି ଥିବାର ଦୃଶ୍ୟ ଦେଖିବାକୁ ମିଳିଛି ।

ଯାହାକୁ ଦେଖି ସମସ୍ତେ ଭାବୁଛନ୍ତି ଯେ ଏଲିନା ବାସ୍ତବିକ୍ ଜୀବନ ରେ ବିବାହ ବନ୍ଧନ ରେ ବାନ୍ଧି ହୋଇଛନ୍ତି କିନ୍ତୁ ପ୍ରକୃତ କଥା ହେଲା ଯେ ଅଭିନେତ୍ରୀ ଏଲିନା ସାମନ୍ତରାୟ ବିବାହ ବନ୍ଧନ ରେ ବାନ୍ଧି ହୋଇଛନ୍ତି ସତ୍ କିନ୍ତୁ ରିଅଲ ରେ ନୁହେଁ ରୀଲ୍ ଲାଇଫ ରେ ବିବାହ କରିଛନ୍ତି ଓ ଏହା ତାଙ୍କର ସୁଟିଂ ସେଟ ର ଦୃଶ୍ୟ ।।

ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ । ଯଦି ଏହି ପୋଷ୍ଟଟି ଆପଣଙ୍କ ମନକୁ ଛୁଇଁଛି ତେବେ ଏହା ଅନ୍ୟ ମାନଙ୍କ ସହ ସେୟାର କରନ୍ତୁ ଧନ୍ୟବାଦ ।

About admin

Check Also

ହିରୋଇନ ଝିଲ୍ଲିକ (Jhilik) ଙ୍କ ଜନ୍ମଦିନରେ ପହଞ୍ଚିଲେ ସବୁ ହିରୋ ହିରୋଇନ – ଦେଖନ୍ତୁ ଭିଡିଓ

ନିକଟରେ ଅଭିନେତ୍ରୀ ଝିଲୀକ୍ ତାଙ୍କ ଜନ୍ମଦିନ ପାଳନ କରିଛନ୍ତି। ବହୁତ୍ ଧୁମ୍ ଧାମରେ ଅଭିନେତ୍ରୀ ଝିଲିକ୍ ଙ୍କ ଜନ୍ମ ଦିନ …

Leave a Reply

Your email address will not be published. Required fields are marked *