Breaking News

ବିବାହ ବନ୍ଧନରେ ବାନ୍ଧି ହେବେକି ! ଓଲିଉଡର ଡେଲିଭରୀ ବୟ ଯୋଡ଼ି ? Budhhaditya suryamayee marriage

ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟରେ ଓଡ଼ିଆ ଇଣ୍ଡଷ୍ଟ୍ରି ରେ ଲୋକ ପ୍ରିୟତା ଦିନ କୁ ଦିନ କମିବା ରେ ଲାଗିଛି କାରଣ ନୂତନ ଅଭିନେତା ଓ ଅଭିନେତ୍ରୀ ଙ୍କ ଅଭିନୟ ଆଉ ଦେଖିବାକୁ ମିଳୁଛି ଓ ଯାହାକୁ ବହୁ କମ୍ ଦର୍ଶକ ମାନେ ଦେଖୁଛନ୍ତି । ଅଧିକ ଦର୍ଶକ ମାନେ ଦେଖୁ ନାହାଁନ୍ତି କେବଳ ସେମାନେ ନିଜ ପସନ୍ଦ ଲୋକ ପ୍ରିୟ ଅଭିନେତା ଙ୍କ ଅଭିନୟ ଆଉ ଦେଖିବାକୁ ନ ମିଳିଥିବାରୁ ।

ଅତୀତ ର କଥା କୁ ଆପଣ ମାନେ ମନେ ପକାନ୍ତୁ ଯେବେ ଓଡ଼ିଆ ଇଣ୍ଡଷ୍ଟ୍ରି ରେ ଅନେକ ଲୋକ ପ୍ରିୟ ଅଭିନେତା ଓ ଅଭିନେତ୍ରୀ ମାନେ ଥିଲେ ଓ ତାଙ୍କର ସମସ୍ତ ଚଳଚ୍ଚିତ୍ର ସୁପର ହିଟ୍ ହେଉଥିଲା । ସେତେବେଳେ ସେହିଭଳି ଅଭିନେତା ଥିଲେ ଯେଉଁ ମାନେ କି ଦର୍ଶକ ମାନ ଙ୍କ ମନୋରଞ୍ଜନ କରାଇବା ପାଇଁ ନିଜ ଜବରଦସ୍ତ ଅଭିନୟ ଦେଖାଉ ଥିଲେ ।

ଯଦି ଆମେ ସେହିଭଳି ଜଣେ ଲୋକ ପ୍ରିୟ ଅଭିନେତା ଙ୍କ ବିଷୟ ରେ ଜାଣିବା ସେ ହେଉଛନ୍ତି ଅଭିନେତା ବୁଦ୍ଧାଦିତ୍ୟ । ଅଭିନେତା ବୁଦ୍ଧାଦିତ୍ୟ ଙ୍କୁ ଆପଣ ମାନେ ବେଶ୍ ଭଲ ଭାବରେ ଜାଣିଥିବେ । ଏହି ଅଭିନେତା ଜଣକ ନିଜ ଅତୀତ ରେ ବହୁ ସାରା ଚଳଚିତ୍ର ରେ ଅଭିନୟ କରିଥିଲେ । ଯେଉଁ ଚଳଚିତ୍ର ରେ ମୁଖ୍ୟ ଅଭିନେତା ତ ଆଉ କେଉଁ ଚଳଚ୍ଚିତ୍ର ଭିନ୍ନ ଚରିତ୍ର ରେ ନଜର ଆସୁଥିଲେ ।

ସେତେବେଳେ ଚଳଚ୍ଚିତ୍ର ରେ ଗୋଟିଏ ଚଳଚ୍ଚିତ୍ର ରେ ଦୁଇ ର ଅଧିକ ହିରୋ ନଜର ଆସୁଥିଲେ । ବୁଦ୍ଧାଦିତ୍ୟ ମଧ୍ୟ ଅନେକ ଚଳଚ୍ଚିତ୍ର ରେ ନଜର ଆସିଥିଲେ , ଦର୍ଶକ ମାନେ ତାଙ୍କ ଅଭିନୟ କୁ ବହୁତ୍ ସାରା ଭଲ ପାଇବା ଦେଇଥିଲେ । ବହୁତ୍ ସାରା ଭଲ ପାଇବା ପରେ ସେ ସମ୍ପୂର୍ଣ ଭାବେ ଓଡ଼ିଆ ଇଣ୍ଡଷ୍ଟ୍ରି ରୁ ଦୂରେଇ ହୋଇ ରହିଥିଲେ । କହିବାକୁ ଗଲେ ତାଙ୍କ ଅଭିନୟ ଆଉ ଦେଖିବାକୁ ମିଳି ନ ଥିଲା ।

କିଛି ସୋ ରେ ତାଙ୍କୁ ଦେଖିବାକୁ ମିଳିଲା ଓ ପରେ ପରେ ବର୍ତ୍ତମାନ ସମୟ ରେ ଅଭିନେତା ବୁଦ୍ଧାଦିତ୍ୟ ଙ୍କ ଅନେକ ଚଳଚ୍ଚିତ୍ର ଆସିବାକୁ ଯାଉଛି ଆଗାମୀ ଦିନ ମାନ ଙ୍କ ରେ । ସେଥି ମଧ୍ୟ ରୁ ଏକ ଚଳଚ୍ଚିତ୍ର ହେଉଛି ଡେଲିଭରି ବୟେ ଯାହାକି ବାସ୍ତବିକ୍ ଘଟଣା କୁ ନେଇ ପ୍ରସ୍ତୁତ ହେଉଛି ଓ ଯାହାକୁ ଆପଣ ମାନେ ଖୁବ୍ ଶୀଘ୍ର ଦେଖିବାକୁ ପାଇବେ । ଏହି ଚଳଚ୍ଚିତ୍ର ରେ ଅଭିନେତା ବୁଦ୍ଧାଦିତ୍ୟ ଙ୍କ ସହ ଆହୁରି ଅନେକ ଅଭିନେତା ନଜର ଆସିବେ।

ବୁଦ୍ଧାଦିତ୍ୟ , ସୈଲେନ୍ଦ୍ର, ସୂର୍ଯ୍ୟମୟୀ ଭଳି ଅନେକ ଅଭିନେତା ମାନେ ନଜର ଆସିବେ । ଅଭିନେତା ବୁଦ୍ଧାଦିତ୍ୟ ଯିଏ କି ଓଡ଼ିଆ ଇଣ୍ଡଷ୍ଟ୍ରି ଏମିତି ଜଣେ ଅଭିନେତା ଯାହାଙ୍କୁ ବିବାହ କରିବା ର ପ୍ରାପ୍ତ ବୟସ ଠାରୁ ଅଧିକ ହୋଇଥିଲେ ମଧ୍ୟ ସେ ଏ ପର୍ଯ୍ୟନ୍ତ ବିବାହ ବନ୍ଧନ ରେ ବାନ୍ଧି ହୋଇ ନାହାଁନ୍ତି ।।

 

About admin

Check Also

“ସାରା ଦୁନିଆର ରକ୍ଷକ ଯିଏ ,ନିଜ ରକ୍ଷା ପାଇଁ ଧାଇଁଛି ସିଏ” କହୁ କହୁ କାନ୍ଦି ପକେଇଲେ ହାଡୁ (Hadu) – ଦେଖନ୍ତୁ ଭିଡିଓ

ଓଡ଼ିଆ ସିନେମା ଜଗତର ହାସ୍ୟ ଅଭିନେତା ହାଡୁ ଙ୍କୁ ତା ଆପଣ ମାନେ ନିଶ୍ଚୟ ଜାଣିଥିବେ । ହାଡୁ ଓଲିଉଡ଼ …

Leave a Reply

Your email address will not be published. Required fields are marked *