Breaking News

ବିବାହ ବନ୍ଧନରେ ବାନ୍ଧି ହେଲେ ଝିଲି ସିରିଏଲର ରାଜୀବ (Sumanta Dash) ଜାଣନ୍ତୁ ସେ କେଉଁ ହିରୋଇନ କୁ ବିବାହ କରିଲେ – ଦେଖନ୍ତୁ ଭିଡିଓ

ବିବାହ ବନ୍ଧନ ରେ ବାନ୍ଧି ହୋଇଛନ୍ତି ଆପଣ ମାନଙ୍କ ର ଅତି ପ୍ରିୟ ସୁମନ୍ତ୍ ଦାସ । ଆପଣ ମାନଙ୍କ ର ଏହି ଅଭିନେତା ଅଟନ୍ତି ପ୍ରିୟ ଅଭିନେତା । ସେ ତାଙ୍କ ସୁନ୍ଦର ଅଭିନୟ ରେ ସବୁ ଦର୍ଶକ ବନ୍ଧୁ ମାନଙ୍କ ର ହୃଦୟ କୁ ନିଜର କରି ନେଇଛନ୍ତି । ସେ ଓଲିଓଡ ଇଣ୍ଡଷ୍ଟ୍ରୀ ର ହ୍ୟାଣ୍ଡସମ୍ ବଏ ଅଟନ୍ତି । ସେ ଏବେ ବିବାହ ବନ୍ଧନ ରେ ବାନ୍ଧି ହୋଇ ସାରିଛନ୍ତି ଯାହାର କି ଏବେ ଚର୍ଚ୍ଚା ସୋସିଆଲ୍ ମିଡ଼ିଆ ରେ ଭରପୁର୍ ରହିଛି ।


ତେବେ ରାଜବିର୍ କାହାକୁ ବିବାହ କରିଛନ୍ତି ଏହି ବିଷୟ ରେ ଜାଣିବାକୁ ଆପଣ ମାନେ ନିଶ୍ଚୟ ଭବିବାକୁ ଚେଷ୍ଟା କରୁଥିବେ । ତେଣେ ଆପଣ ମାନେ ଯଦି ଜାଣିବାକୁ ଚାହୁଁଥିବେ ତେବେ ଆପଣ ମାନେ ଆମ ର ଏହି ଲେଖା ଟିକୁ ପ୍ରଥମ ରୁ ଶେଷ ଯାଏ ପଢନ୍ତୁ ତାହେଲେ ଯାଇ ଆପଣ ମାନେ ସମ୍ପୁର୍ଣ୍ଣ ବିବରଣୀ ବିଷୟ ରେ ଜାଣି ପାରିବେ ।

ଅଭିନେତା ରାଜୀବ ଓଡ଼ିଆ ଇଣ୍ଡଷ୍ଟ୍ରୀ ବହୁତ ଜଣା ଶୁଣା ଅଭିନେତା ଅଟନ୍ତି ତାଙ୍କୁ ବହୁତ ସିରିଏଲ ଓ ସିନେମା ଓ ବହୁତ ରିୟାଲିଟ୍ ସୋ ରେ ଆଙ୍କରିଙ୍ଗ୍ କରୁଥିବାର ନଜର ରେ ଆସିଛନ୍ତି ଆଉ ତାଙ୍କ ଅଭିନୟ ପାଇଁ ସବୁ ଦର୍ଶକ ମାନେ ତାଙ୍କୁ ବହୁତ ଭଲ ମଧ୍ୟ୍ ପାଆନ୍ତି । ରାଜୀବ ବିବାହ ବନ୍ଧ୍ନ ରେ ବାନ୍ଧି ହୋଇ ସାରିଛନ୍ତି ଓ ସେ କେଉଁ ହିରୋଇନ ଙ୍କୁ ବିବାହ କରି ସାରିଛନ୍ତି ତାହା ଆପଣ ମାନେ ନିଶ୍ଚୟ ଜାଣି ବାକୁ ଚାହୁଁଥିବେ ।

ତେବେ ଦର୍ଶକ ବନ୍ଧୁ ମାନେ ଆପଣ ମାନେ ଜାଣିଥିବେ ଯେ ଝିଲ୍ଲିକ୍ ସିରିଏଲ ରେ ଦମଦାର୍ ଅଭିନୟ କରି ରାଜୀବ ବହୁତ କମ୍ ସମୟ ରେ ଲୋକ ପ୍ରିୟତା ହାସଲ କରି ସାରିଛନ୍ତି । ଏହି ସିରିଏଲ ରାଜୀବ ଙ୍କ କ୍ୟାରକ୍ଟର୍ ଙ୍କୁ ଦର୍ଶକ ମାନେ ବହୁତ ପସନ୍ଦ ମଧ୍ୟ କରୁଛନ୍ତି । ତେବେ ବନ୍ଧୁଗଣ ରାଜୀବ ଙ୍କ ପ୍ରକୃତ ନାଁ ହେଉଛି ସୁମନ୍ତ ଦାସ ।


ଝିଲ୍ଲିକ୍ ସିରିଏଲ କୁ ଦେଖିବା ପୂର୍ବ ରୁ ଆପଣ ମାନେ ବହୁତ ସାରା ସିରିଏଲ ରେ ଏବଂ ରିୟାଲିଟ୍ ସୋ ରେ ସୁମନ୍ତ ଦାସ ଙ୍କୁ ଦେଖି ସାରିଥିବେ । ତେବେ ଗତ କିଛି ଦିନ୍ ପୂର୍ବେ ବିବାହ ବନ୍ଧନ ରେ ବାନ୍ଧି ହୋଇଛନ୍ତି । ଯାହାର ଫୋଟ ଏବେ ସୋସିଆଲ୍ ମିଡ଼ିଆ ରେ ଭାଇରାଲ ହେଉଛି ଆଉ ଆପଣ ମାନେ ତାକୁ ଦେଖି ବାକୁ ପାଇଥିବେ ।

ସୁମନ୍ତ ଦାସ ଙ୍କ ବିବାହ ଟି ବହୁତ ଧୁମ ଧାମ ରେ ହୋଇ ଥିଲା ଆଉ ବାହାଘର ରେ ସମସ୍ତେ ବହୁତ ମଜ୍ଜା ମସ୍ତି କରୁଥିବାର୍ ନଜର ରେ ଆସିଛନ୍ତି। ବହୁତ ସେଲିବ୍ରିଟି ମାନେ ସୁମନ୍ତ ଙ୍କ ବାହାଘର ରେ ଉପସ୍ଥିତ ଥିଲେ ଆଉ ସମସ୍ତେ ଗିଫ୍ଟି ଦେବା ସହ ଶୁଭେଚ୍ଛା ମଧ୍ୟ ଜଣେଇ ଛନ୍ତି । ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ । ଯଦି ଏହି ପୋଷ୍ଟଟି ଆପଣଙ୍କ ମନକୁ ଛୁଇଁଛି ତେବେ ଏହା ଅନ୍ୟ ମାନଙ୍କ ସହ ସେୟାର କରନ୍ତୁ ଧନ୍ୟବାଦ ।

About admin

Check Also

ଆମ ଓଡ଼ିଆ ଝିଅ ଗୀତ ଶୁଣି ଝୁମୁଚି ସାରା ଦେଶ – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ଆପଣ ମାନେ ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ରେ ଥିବା ସମସ୍ତ ଲୋକ ପ୍ରିୟ ଗାୟକ ଗାୟିକା ମାନ …

Leave a Reply

Your email address will not be published. Required fields are marked *