Breaking News

ବୁଢ଼ା ବର୍ କୁ ଦେଖି ଏମିତି କହିଲା କନ୍ୟା – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟରେ ବିବାହ ଘର ବହୁ ପରିମାଣ ରେ ହେଉଛି । ଯେଉଁ ଆଡେ ଦେଖ ସବୁ ଆଦେ ବିବାହ ଘର ହେଉଛି । ଯୁବକ ଓ ଯୁବତୀ ମାନ ଙ୍କ ବିବାହ କରିବା ର ପ୍ରାପ୍ତ ବୟସ ହେଲେ ଘର ଲୋକ ତାଙ୍କ ବିବାହ କରି ଥାଆନ୍ତି ଉପଯୁକ୍ତ ପାତ୍ର ଦେଖି । ପୂର୍ବ ରୁ ବାପା ମାଆ ଙ୍କ ଇଚ୍ଛା ଅନୁଯାୟୀ ଯୁବକ ଯୁବତୀ ମାନେ ବିବାହ ବନ୍ଧନ ରେ ବାନ୍ଧି ହେଉଥିଲେ ।

ବର୍ତ୍ତମାନ ସମୟ ରେ ଯୁବକ ଯୁବତୀ ବିବାହ ପୂର୍ବ ରୁ ଯୁବକ ଓ ଯୁବତୀ ଯୋଗାଡ କରି ରଖୁଛନ୍ତି ଓ ନିଜ ଇଚ୍ଛା ଅନୁସାରେ ବିବାହ ବନ୍ଧନ ରେ ବାନ୍ଧି ହେଉଛନ୍ତି । ବିବାହ ଘର କିଛି ଖରାପ ନୁହେଁ , ବିବାହ ଘର ହେଲେ ଘର୍ କୁ ବୋହୂ ଟିଏ ଆସିଥାଏ ଓ ଯିଏ ଘର ର ଝିଅ ଭଳି ସବୁ କାର୍ଯ୍ୟ କରି ଥାଏ ଓ ସମସ୍ତ ଙ୍କ ପ୍ରିୟ ହୋଇଥାଏ । ବର୍ତ୍ତମାନ ସମୟ ରେ ସମସ୍ତେ ସମ୍ମାନ ନୁହଁନ୍ତି ।

ବିବାହ ଘର ଉପଯୁକ୍ତ ପାତ୍ର କୁ ଦେଖି ବିବାହ କର , କିଛି ପରିବାର ଲୋକ ଅଛନ୍ତି ଯେଉଁ ମାନେ କି ଟଙ୍କା ଲୋଭ ରେ ବୟସ୍କ ବ୍ୟକ୍ତି ଙ୍କ ସହ ବିବାହ କରିବା ପାଇଁ ଯୁବତୀ ମାନ ଙ୍କୁ ବିବାହ କରି ଥାଆନ୍ତି ଓ ଏହି ଭଳି ଘଟଣା ସମାଜ ରେ ବହୁତ୍ କମ୍ ଘଟି ଥାଏ । ତାହେଲେ ଆପଣ ମାନେ ନିଶ୍ଚିନ୍ତ ଭାବ ରେ ସୋସିଆଲ ମିଡ଼ିଆ ରେ ବେଶ୍ ସକ୍ରିୟ ରହି ଥିବେ । ଏହି ସୋସିଆଲ ମିଡ଼ିଆ ରେ ଅନେକ ଭିଡିଓ ଦେଖିବକୁ ମିଳିଥାଏ ।

ଏହି ସମସ୍ତ ଭିଡିଓ ରୁ କିଛି ଭିଡିଓ ରହିଛି ଯାହାକି ମଣିଷ ମାନ ଙ୍କ ମନୋରଞ୍ଜନ ପାଇଁ । ଏହି ମନୋରଞ୍ଜନ ଭିଡିଓ ମଧ୍ୟ ରେ କିଛି ଭିଡିଓ ରହିଛି ଯାହାକି ବେଶ୍ ଲଜ୍ୟା ଜନକ ଦୃଶ୍ୟ । ତାହେଲେ ବର୍ତ୍ତମାନ ସମୟ ରେ କିଛି ଦୃଶ୍ୟ ସୋସିଆଲ ମିଡ଼ିଆ ରେ ଦେଖିବାକୁ ମିଳିଛି ଯାହା ଯେତିକି ମଜା ଲାଗୁଛି ସେତିକି ଲଜ୍ୟା ଜନକ ମଧ୍ୟ ।

ଏହି ଦୃଶ୍ୟ ରେ ଦେଖିବାକୁ ମିଳିଛି ଜଣେ ଯୁବତୀ କନ୍ୟା ବେଶ୍ ସାଜି ଥିବା ସମୟ ରେ ବର୍ ଜଣକ ତାଙ୍କ ପାଖ ରେ ଠିଆ ହୋଇଛି । ବର୍ ଜଣକ ବହୁତ୍ ବୟସ୍କ ଓ ସେ ସରକାରୀ ଚାକିରି କରି ଥିବା ରୁ ଘର ଲୋକ ବାଧ୍ୟ ରେ ନିଜ ଝିଅ ସହ ସେ ବୃଦ୍ଧ ଲୋକ କୁ ବିବାହ କରାଇ ଥିଲେ । ବିବାହ ଘର ମଣ୍ଡପ ରେ ଯେତେବେଳ କନ୍ୟା ବର୍ ଦେଖିଲା ସେ ବିବାହ ମଣ୍ଡପ ରୁ ଚାଲି ଆସିଲା ।

ଏହି ବୁଢ଼ା କୁ ସେ ଆଦୌମ ବିବାହ କରିବ ନାହିଁ ବୋଲି କହିଥିଲା । ଏହି ଭଳି ଅନେକ କିଛି କହିଛି କନ୍ୟା ଜଣକ , ଏହା କେତେ ବାସ୍ତବିକ୍ ତାହା ଜଣା ନାହିଁ ଭିଡିଓ ଟି ବେଶ୍ ମନୋରଞ୍ଜନ କରାଇଲା ଭଳି ଦୃଶ୍ୟ ।।

ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ । ଯଦି ଏହି ପୋଷ୍ଟଟି ଆପଣଙ୍କ ମନକୁ ଛୁଇଁଛି ତେବେ ଏହା ଅନ୍ୟ ମାନଙ୍କ ସହ ସେୟାର କରନ୍ତୁ ଧନ୍ୟବାଦ ।

About admin

Check Also

ହିରୋଇନ ଝିଲ୍ଲିକ (Jhilik) ଙ୍କ ଜନ୍ମଦିନରେ ପହଞ୍ଚିଲେ ସବୁ ହିରୋ ହିରୋଇନ – ଦେଖନ୍ତୁ ଭିଡିଓ

ନିକଟରେ ଅଭିନେତ୍ରୀ ଝିଲୀକ୍ ତାଙ୍କ ଜନ୍ମଦିନ ପାଳନ କରିଛନ୍ତି। ବହୁତ୍ ଧୁମ୍ ଧାମରେ ଅଭିନେତ୍ରୀ ଝିଲିକ୍ ଙ୍କ ଜନ୍ମ ଦିନ …

Leave a Reply

Your email address will not be published. Required fields are marked *