Breaking News

ବୁଲିବାକୁ ଯାଇଥିବା ସମୟରେ ଝରଣା କୂଳରେ ନାଚୁ ନାଚୁ ହିରୋଇନ ଶୀତଳଙ୍କ (Sheetal) ଗୋଡ ଖସିଗଲା – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ଆପଣ ମାନେ ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ର ଲୋକ ପ୍ରିୟ ଅଭିନେତ୍ରୀ ମାନ ଙ୍କୁ ବେଶ୍ ଭଲ ଭାବରେ ଜାଣିଥିବେ । ଏହି ଅଭିନେତ୍ରୀ ମାନେ ନିଜ ଜବରଦସ୍ତ ଅଭିନୟ ପାଇଁ ବେଶ୍ ଲୋକ ପରିଚିତ । ଏହି ଅଭିନେତ୍ରୀ ମାନେ ସାଧାରଣ ସୋସିଆଲ ମିଡ଼ିଆରେ ସକ୍ରୀୟ ରହିବା ସହିତ , ବେଳେବେଳେ ସୋସିଆଲ ମିଡ଼ିଆ ରେ ବେଶ୍ ଚର୍ଚ୍ଚା ରହି ଥାଆନ୍ତି ନିଜ ବ୍ୟକ୍ତିଗତ କିମ୍ବା ସୁଟିଂ ସେଟ ର ଦୃଶ୍ୟ କୁ ନେଇ ।

ତାହେଲେ ବନ୍ଧୁଗଣ ବର୍ତ୍ତମାନ୍ ସମୟ ରେ ସେହିଭଳି ଜଣେ ଅଭିନେତ୍ରୀ ବେଶ୍ ଚର୍ଚ୍ଚା ରେ ଅଛନ୍ତି । ହଁ ବନ୍ଧୁ ଆମେ କହିବାକୁ ଯାଉଥିବା ଅଭିନେତ୍ରୀ ଙ୍କ ଏକ ଭିଡିଓ ବର୍ତ୍ତମାନ୍ ସମୟ ରେ ସୋସିଆଲ ମିଡ଼ିଆ ରେ ବହୁ ପରିମାଣ ରେ ଭାଇରାଳ ହେବା ରେ ଲାଗିଛି ଆଜି ଆମେ ଏହି ଭିଡିଓ ବିଷୟ ରେ ଜାଣିବା ।

ତାହେଲେ ବନ୍ଧୁଗଣ ଏହି ଅଭିନେତ୍ରୀ ଜଣକ ହେଉଛନ୍ତି ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ର ଲୋକ ପ୍ରିୟ ଅଭିନେତ୍ରୀ ଶୀତଳ ପାତ୍ର । ଆପଣ ମାନେ ଶୀତଲ ପାତ୍ର ଙ୍କୁ ବେଶ୍ ଭଲ ଭାବରେ ରେ ଜାଣିଥିବେ । ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ର ଆଗ ଧାଡ଼ି ର ଅଭିନେତ୍ରୀ , ଏହି ଅଭିନେତ୍ରୀ ଜଣକ ବହୁତ୍ କମ୍ ଦିନ ର ଅଭିନୟ ଫଳ ରେ ଅଧିକ ସଫଳତା ଅର୍ଜନ କରି ପାରିଛନ୍ତି ।

ଆପଣ ଅଭିନେତ୍ରୀ ଶୀତଳ ପାତ୍ର ଙ୍କ ଜବରଦସ୍ତ ଅଭିନୟ ବହୁ ସାରା ଚଳଚ୍ଚିତ୍ର ରେ ନିଶ୍ଚିନ୍ତ ଭାବରେ ଦେଖିଥିବେ । ନିଜ ଜବରଦସ୍ତ ଅଭିନୟ ପାଇଁ ଶୀତଲ ଆଜି ଓଡ଼ିଆ ଇଣ୍ଡଷ୍ଟ୍ରି ରୁ ଅନେକ ନାମ ଅର୍ଜନ କରିବା ସହ ଓଡ଼ିଶା ର ଘର୍ ଘରେ ପରିଚିତ । ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ର ଅନେକ ଲୋକ ପ୍ରିୟ ଅଭିନେତା ଙ୍କ ସହ ସେ ଅଭିନୟ କରି ସାରିଛନ୍ତି ।

ଅଭିନେତ୍ରୀ ଶୀତଲ ଦେଖିବାକୁ ବହୁତ୍ ସୁନ୍ଦର୍ , ତାଙ୍କ ଅଭିନୟ ମଧ୍ୟ ବହୁତ୍ ସୁନ୍ଦର ଏଥି ସହିତ ଶୀତଲ ଙ୍କ ଜବରଦସ୍ତ ନାଚ ମଧ୍ୟ ବେଶ୍ ସୁନ୍ଦର । ବନ୍ଧୁଗଣ ବର୍ତ୍ତମାନ୍ ସମୟ ରେ ଏହି ଅଭିନେତ୍ରୀ ଜଣକ ସୋସିଆଲ ମିଡ଼ିଆ ରେ ବେଶ୍ ଚର୍ଚ୍ଚା ରେ ଅଛନ୍ତି ଓ ଆଜି ଆମେ ଏହି ବିଷୟ ରେ ଜାଣିବା , ସୋସିଆଲ ମିଡ଼ିଆ ରେ ଏକ ଭିଡିଓ ଦେଖିବାକୁ ମିଳିଛି।

ଏହି ଭିଡିଓ ରେ ଶୀତଲ ଏକ ଝରଣା ର କୁଲ ରେ ବହୁ ସାରା ମଜା ମସ୍ତି କରିବା ସହ ନାଚ କରୁଥିବା ସମୟ ରେ ତାଙ୍କ ଗୋଡ଼ ଟି ଖସି ଯାଇଥିଲା ଓ ଯାହା ଦ୍ଵାରା ସେ ତଳେ ପଡ଼ି ଯାଇଥିଲେ ଯାହା ଫଳ ରେ କି ସାମାନ୍ୟ ଆହତ ହେଇଥିଲେ ଓ ବର୍ତ୍ତମାନ୍ ସମୟ ରେ ସୁସ୍ଥ ଅଛନ୍ତି । ବର୍ତ୍ତମାନ୍ ସମୟ ରେ ସେ ତାଙ୍କ୍ ଆଗାମୀ ଚଳଚ୍ଚିତ୍ର ପାଇଁ ବ୍ୟସ୍ତ ମଧ୍ୟ ଅଛନ୍ତି ।।

ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ । ଯଦି ଏହି ପୋଷ୍ଟଟି ଆପଣଙ୍କ ମନକୁ ଛୁଇଁଛି ତେବେ ଏହା ଅନ୍ୟ ମାନଙ୍କ ସହ ସେୟାର କରନ୍ତୁ ଧନ୍ୟବାଦ ।

About admin

Check Also

ଆମ ଓଡ଼ିଆ ଝିଅ ଗୀତ ଶୁଣି ଝୁମୁଚି ସାରା ଦେଶ – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ଆପଣ ମାନେ ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ରେ ଥିବା ସମସ୍ତ ଲୋକ ପ୍ରିୟ ଗାୟକ ଗାୟିକା ମାନ …

Leave a Reply

Your email address will not be published. Required fields are marked *