ଆମ ମାନଙ୍କ ର ସମସ୍ତ ଙ୍କ ମନୋରଞ୍ଜନ ପାଇଁ ସିନେମା ସିରିଏଲ ଯାତ୍ରା ଆଲବମ୍ ଭଜନ ଅଛି ଯାହା କୁ ଦେଖି ଆମର ମନୋରଞ୍ଜନ ହେଇ ଥାଏ । ଏ ସବୁ ଥିରେ ଅଭିନୟ କରିବା ପାଇଁ ବହୁତ ଅଭିନେତା ଓ ଅଭିନେତ୍ରୀ ମାନେ ଅଛନ୍ତି । ତେବେ ଆପଣ ମାନେ ଜାଣିଥିବେ ସିନେମା କୁ ଯେତେ ଲୋକ ମାନେ ଦେଖି ବାକୁ ଭଲ ପାଆନ୍ତି ସେତିକି ଯାତ୍ରା ମଧ୍ୟ ଦେଖିବାକୁ ଲୋକ ମାନେ ବହୁତ ଭଲ ପାଆନ୍ତି । ଆଜି ଆମେ ଆପଣ ମାନଂକୁ ଯାତ୍ରା ର ଜଣେ ଅଭିନେତ୍ରୀ ଙ୍କ ବିଷୟ ରେ କହିବାକୁ ଯାଉଛୁ ଯାହା କୁ ଆପଣ ମାନେ ବହୁତ ଭଲ ପାଅନ୍ତି ।
ଯାତ୍ରା ଦୁନିଆ ର ଅଭିନେତ୍ରୀ ରାନୀ ପଣ୍ଡା । ଏହି ନାଁ ଟିକୁ ସମସ୍ତେ ଜାଣିଥିବେ । ସେ ତାଙ୍କ ଅଭିନୟ ପାଇଁ ସାରା ଓଡିଶା ରେ ସୁପରିଚିତ ଅଛନ୍ତି । ସେ ଓଡିଶା ର ଯାତ୍ରା ଦୁନିଆ ର ବହୁତ ଲୋକପ୍ରିୟ ଅଭିନେତ୍ରୀ ହେବା ସହ ସେ ବହୁତ ଜଣାଶୁଣା ଅଭିନେତ୍ରୀ ଅଟନ୍ତି । ଆପଣ ମାନେ ଜାଣିଥିବେ ସବୁ ବେଳେ କିଛି ନା କିଛି ଭିଡିଓ ରେ ଭାଇରାଲ ହୁଅନ୍ତି ରାନୀ ପଣ୍ଡା ।
ରାନୀ ପଣ୍ଡା ଙ୍କ ଭିଡିଓ ସୋସିଆଲ ମିଡ଼ିଆ ରେ ଅଧିକ ରୁ ଅଧିକ ମାତ୍ରା ରେ ଭାଇରାଲ ହୁଏ । ତେବେ ବର୍ତ୍ତମାନ ସମୟରେ ରେ ଆଉ ଏକ ଭିଡିଓ ଭାଇରାଲ ହେଉଛି ସୋସିଆଲ୍ ମିଡ଼ିଆ ରେ । ଏ ସବୁ ବିଷୟ ରେ ସମ୍ପୁର୍ଣ୍ଣ ବିବରଣୀ ଟିକୁ ଜାଣିବାକୁ ହେଲେ ଆପଣ ମାନେ ଆମ ର ଏହି ଲେଖା ଟିକୁ ସମ୍ପୁର୍ଣ୍ଣ ଭାବରେ ପଢନ୍ତୁ । ରାନୀ ପଣ୍ଡା ଏହି ଭିଡିଓ ରେ ନିଜ ବିଷୟ ରେ ସୁଚନା ଦେଇଥିବାର ନଜର ରେ ଆସିଛନ୍ତି ।
ରାନୀ ପଣ୍ଡା ଏବେ ନଜର ରେ ଆସିଛନ୍ତି ଟ୍ରାଡିସ୍ନାଲ୍ ଲୁକ୍ ରେ । ସେ ଏବେ ପୂଜା ରେ ବହୁତ ବ୍ୟସ୍ତ ଥିବାର ନଜର ରେ ଆସିଛନ୍ତି । ସେ ପୂଜା ରେ ସିଏ ଶାଢ଼ୀ ପିନ୍ଦି ବହୁତ ସୁନ୍ଦର ଲାଗୁଛନ୍ତି ଆଉ ଏହି ଲୁକ୍ ରେସେ ବହୁତ ସୁନ୍ଦର ବି ଦେଖା ଯାଉଛନ୍ତି । ଆଉ ଏହି ଶାଢ଼ୀ ପିନ୍ଧି ଏକ ରିଲ୍ ବି ବନେଇଛନ୍ତି ଯେଉଁ ଭିଡିଓ ଟି ବହୁତ ଚହଳ ପକେଇ ରଖିଛି । ଶାଢ଼ୀ ପିନ୍ଧି ଏହାର ବହୁତ ଫୋଟ ଉଠେଇଛନ୍ତି ଆଉ ଏହା ର ସବୁ ଫୋଟ କୁ ସେୟାର କରିଛନ୍ତି ସୋସିଆଲ ମିଡ଼ିଆ ରେ ।
ତାହା ସହ ନଜର ରେ ଆସିଛନ୍ତି ପୂଜା କରିବାର ମଧ୍ୟ । ସେ ଦେବୀ ମାଆ ଙ୍କ ର ପୂଜା ରେ ବହୁତ ବ୍ୟସ୍ତ ରେ ରହିଛନ୍ତି ଆଉ ପୂଜା କରିଲା ସମୟ ରେ ତାଙ୍କ ର ଓ ପୁରୋହିତ ମାନଙ୍କ ର ଫୋଟ ଉଠେଇ ସେୟାର କରିଥିଲେ ସୋସିଆଲ ମିଡ଼ିଆ ରେ । ଯାହା କି ଏବେ ସୋସିଆଲ ମିଡ଼ିଆ ରେ ବହୁତ ଭାଇରାଲ ହେଉଛି ।
ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ । ଯଦି ଏହି ପୋଷ୍ଟଟି ଆପଣଙ୍କ ମନକୁ ଛୁଇଁଛି ତେବେ ଏହା ଅନ୍ୟ ମାନଙ୍କ ସହ ସେୟାର କରନ୍ତୁ ଧନ୍ୟବାଦ ।