Breaking News

ବ୍ରା, ପ୍ୟାଣ୍ଟିର ପୋଷ୍ଟର ତ ଲାଗୁଛି, ତାକୁ ରାସ୍ତାରେ ଫାଡିଦେଉନ : ଦୀପ୍ତିରେଖା ,ଅଭିନେତ୍ରୀ ରାନୀ ପ୍ରିୟଦର୍ଶିନୀ ଅ-ଶ୍ଳୀ-ଳ ନାଚ କୁ ନେଇ … ଦେଖନ୍ତୁ

ବନ୍ଧୁଗଣ ଆପଣ ମାନେ ଜାଣି ଥିବେ ବର୍ତ୍ତମାନ ସମୟରେ କିପରି ଭାବରେ ଯାତ୍ରା ମଞ୍ଚ ରେ ହେଉଥିବା ଜୋତା ମାଡ଼ ବିଷୟ ରେ ଚର୍ଚ୍ଚା ହେଉଛି । ଯାତ୍ରା ଅଭିନେତ୍ରୀ ରାନୀ ପ୍ରିୟଦର୍ଶିନୀ ଅଶ୍ଳୀଳ ଇଙ୍ଗିତ କରି ନାଚୁ ଥିଲେ । ଆଉ ସେଠାକୁ ଚପଲ ଫୋପାଡି ଥିବା ମହିଳା ଜଣକ ପରିବାର ନେଇ ଯାଇ ଦେଖୁ ଥିଲେ ନାଟକ ସେହି ନୃତ୍ୟ ଦେଖି ତାଙ୍କୁ ଖରାପ ଲାଗି ଥିଲା ଆଉ ସିଧାସଳଖ ତାକୁ ବନ୍ଦ କରିବା ପାଇଁ ଚପଲ୍ ଫୋପାଡ଼ି ଥିଲେ ।

ସେହି ଅଭିନେତ୍ରୀ ଉପର କୁ ନେଇ ଚପଲ ଫିଙ୍ଗିଛନ୍ତି ଯାହା ଗୋଟିଏ କଳା କାର ପାଇଁ ବହୁତ ଅପମାନ୍ ର କଥା ତେବେ ଏ ନେଇ ଆଉ ଦୀପ୍ତିରେଖା ତାଙ୍କ ର ପ୍ରତିକ୍ରିୟା ଦେଇଛନ୍ତି ଆସନ୍ତୁ ଜାଣିବା । ଏହି ବିଷୟ ରେ ସମ୍ପୁର୍ଣ୍ଣ ବିବରଣୀ ଟିକୁ ଜାଣିବାକୁ ହେଲେ ଆପଣ ମାନେ ଆମ ର ଏହି ଲେଖାଟିକୁ ପ୍ରଥମ ରୁ ଶେଷ ଯାଏ ପଢନ୍ତୁ । ଦୀପ୍ତିରେଖା ତାଙ୍କର ପ୍ରତିକ୍ରିୟା ରଖି କହିଛନ୍ତି କି ଟିଭି କଣ ରାସ୍ତା ବି ଇନର୍ ପ୍ୟାଣ୍ଟି ଆଡ଼ଭାଇଟେଜ୍ ହେଉଛି ବୋର୍ଡ ଲାଗୁଚି କିନ୍ତୁ ସେଥିରେ ଲୋକ ମାନେ କିଛି ବି କହି ନାହାନ୍ତି କି ତାକୁ ଜୋତା ମାଡ଼ କରୁ ନାହାନ୍ତି ।

କିନ୍ତୁ ରାନୀ ପ୍ରିୟଦର୍ଶିନୀ ଯିଏ ସେ ପଇସା ପାଇଁ କାମ କରୁଛନ୍ତି ତାର ଏ ସବୁ ସୌକୁ ନାହିଁ ସେ ଏମିତି ଗୋଟିଏ ଷ୍ଟେଜ ରେ କରିବ । ସେ ଜଣେ କଳା କାର ତେଣୁ ତାକୁ ଯେଉଁ ଭଳିଆ ନିର୍ଦ୍ଦେସକ୍ କହିଛନ୍ତି ସିଏ ସେହି ପରି ଡ୍ୟାନ୍ସ କଲେ ବା ଅଭିନୟ କରନ୍ତି । ଆଉ ତାହା ହେଉଛି ଯାତ୍ରା ଆଉ ଯାତ୍ରା ରେ ଏମିତି କିଛି ଡ୍ୟାନ୍ସ ରଖା ଯାଇ ଥାଏ । ଏମିତି ଅନ ଷ୍ଟେଜ୍ ରେ ସମସ୍ତ ଙ୍କ ସାମ୍ନା ରେ ଜୋତା ମାଡ଼ କରିବା ନିନ୍ଦନୀୟ କଥା । ସମସ୍ତେ ଜାଣି ଛନ୍ତି ଯାତ୍ରା ରେ ଆଇଟମ ଡ୍ୟାନ୍ସ ହୋଇ ଥାଏ ଆଉ ଯଦି ସେ ମହିଳା କୁ ଏହା ଭଲ ଲାଗି ନଥାଏ ତାହେଲେ ସେ ଯାତ୍ରା କି ଦେଖିବାକୁ ଯିବା କଥା ନୁହଁ ।

ଆଗରୁ ଯେଉଁ ଯାତ୍ରା ଆସୁଥିଲା ତାହା ପରିବାର ରଖି ଦେଖି ହେଉଥିଲା କିନ୍ତୁ ଏବେ ଜେନେରେସନ୍ ବଦଳୁଛି ଆଉ ଜେନେରେସନ୍ ବଦଳିବା ସହିତ ଯାତ୍ରା ର କଣ୍ଟେନ୍ ବି ବଦଳୁଛି । ଆଉ ଏବେ ଯାତ୍ରା ବେଶୀ ଯୁବ ବୟସ୍କ ଲୋକ ମାନେ ହିଁ ଦେଖି ବାକୁ ଯାଉଛନ୍ତି ଆଉ ଯାତ୍ରା ରେ ସିଟ ଫିଲପ୍ ପାଇଁ ତାଙ୍କ ପସନ୍ଦ ଯାତ୍ରା କରା ଯାଉଛି । ଆଉ ତାହା ସହ ସମସ୍ତେ ଜାଣି ଛନ୍ତି ଯାତ୍ରା ରେ ଆଇଟମ ଗୀତ ହୋଇ ଥାଏ । ଆଉ ଏହି ସବୁ ଜାଣି ମଧ୍ୟ ଆଉ ଏହା ଯଦି ପସନ୍ଦ ନୁହଁ ତାହେଲେ ଯାତ୍ରା କୁ ଦେଖିବା ଉଚିତ ନୁହଁ ।

ତାପରେ କଳାକାର ଯେତେବେଳେ ତାର କଳା ପଦର୍ସନ କରୁଛି ଗୋଟିଏ ମଞ୍ଚ୍ ରେ ସେହି ସମୟ ରେ ଜଣେ ମହିଳା ତାକୁ ଚପଲ୍ ଫିଙ୍ଗିବା ବା ତାକୁ ଅପମାନ ଦେବା ବିଲିଖୁଲ୍ ଠିକ କଥା ନୁହଁ । ବହୁତ ନିନ୍ଦନିଅ କଥା । ଏହି ସବୁ ମନରଞ୍ଜନ ହେବା ପାଇଁ ବା ଲୋକ ମାନେ ଏହାକୁ ପସନ୍ଦ କରନ୍ତି ବୋଲି ସେମାନେ ଯାତ୍ରା କୁ ଦେଖି ଜାଆନ୍ତି ଆଉ ଯଦି ଆପଣ ମାନଙ୍କ ର ପସନ୍ଦ ନାହିଁ ତହେଲେ ଆପଣ ମାନେ ସେହି ଜାଗାରୁ ନିଜ କୁ ଦୁରେଇ ଆଣିବା ଉଚିତ । ଏମିତି ନିଜ କୁ ପସନ୍ଦ ଆସିବନି ବୋଲି କାହାକୁ ଆପମାନ୍ ଦେବା ଉଚିତ ନୁହଁ ।

About admin

Check Also

ଶ୍ରୀମନ୍ଦିର ଗର୍ଭ ଗୃହରେ ଶୁଭୁଛି ବିକଟାଳ ଶବ୍ଦ, ଶାନ୍ତିରେ ଶୋଇପାରୁନି କାଳିଆ – ଦେଖନ୍ତୁ ଭିଡିଓ

ପୁରୀ ଶ୍ରୀମନ୍ଦର କୁ ନେଇ ଏକ ବହୁତ୍ ବଡ଼ ଖବର ଆସି ପହଞ୍ଚିଛି। ମଣିଷ ହାର ମାନୀଛି ଆଉ ସହାୟତା …

Leave a Reply

Your email address will not be published. Required fields are marked *