ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଯେ ବର୍ତ୍ତମାନ ସମୟ ରେ ଏହି ଦୁନିଆ ରେ ମଣିଷ ଚିରସ୍ଥାୟୀ କାରଣ ଜନ୍ମ ପରେ ମଣିଷ କେଉଁ ମୁହୂର୍ତ୍ତ ମୃତ୍ୟୁ କରି ଥାଏ ତାହା କହି ବା ଟା ଅସମ୍ଭବ । ହଁ ବନ୍ଧୁ ମୃତ୍ୟୁ କେମିତି ଓ କେଉଁ ବାଟ ରେ ଆସିବ ତାହା କହିବ ହେବ ନାହିଁ , ଭିନ୍ନ ଭିନ୍ନ ରୂପ ନେଇ ଆସିଥାଏ । ବର୍ତ୍ତମାନ ସମୟ ରେ ଅଧିକ ଯୁବାବସ୍ଥାରେ ଲୋକ ମାନେ ମରୁଛନ୍ତି ।
ବିଶେଷ କରି ଏହି ଯୁବାବସ୍ଥାରେ ଲୋକ ମାନେ ନିଜ ଭୁଲ ପାଇଁ ବିଭିନ୍ନ ରୋଗ ର ଶିକାର ହୋଇ ମୃତ୍ୟୁ ବରଣ କରୁଛନ୍ତି । ମଣିଷ କୁ ଅନେକ ବଡ ବଡ ରୋଗ ହୋଇଥାଏ ଓ ଯାହାର ଶିକାର ହୋଇ ମଣିଷ ମୃତ୍ୟୁ କରିଥାଏ । ମଣିଷ ପାଖ ରେ ଟଙ୍କା ଯେତେ ଥିଲେ ମଧ୍ୟ ମୃତୁ କୁ ଅଟକାଇ ପାରିବ ନାହିଁ । ବର୍ତ୍ତମାନ ସମୟ ରେ ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ପାଇଁ ଆସି ଯାଇଛି ଏକ ଦୁଃଖ ଖବର ।
ଆଉ ନାହାଁନ୍ତି ଆପଣ ମାନ ଙ୍କ ପ୍ରିୟ ଅଭିନେତା ପିଣ୍ଟୁ ନନ୍ଦ । ହାଇଦ୍ରାବାଦ ର ଏକ ଘରୋଇ ହସ୍ପିଟାଲ ରେ ଚିକିତ୍ସାଧୀନ ଅବସ୍ଥା ରେ ତାଙ୍କର ଦେହାନ୍ତ ଘଟିଛି , ସବୁଦିନ ପାଇଁ ଆଖି ବୁଜି ଦେଇଛନ୍ତି ଅଭିନେତା ପିଣ୍ଟୁ ନନ୍ଦ । ଓଡ଼ିଆ ଇଣ୍ଡଷ୍ଟ୍ରି ପାଇଁ ଏକ ଦୁଃଖ ର କଥା ଓ ଓଡ଼ିଆ ଇଣ୍ଡଷ୍ଟ୍ରି କୁ ବଡ କ୍ଷତି କହିଲେ ମଧ୍ୟ ଚଳିବ । ବର୍ତ୍ତମାନ ସମୟ ରେ ପିଣ୍ଟୁ ନନ୍ଦ ଙ୍କୁ ମନେ ପକାଇ କାନ୍ଦୁ ଛନ୍ତି ଅଭିନେତା ଓ ଅଭିନେତ୍ରୀ ମାନେ ।
ଆପଣ ମାନେ ଜାଣିଥିବେ ଯେ ଭୁବନେଶ୍ୱର ର ଏକ ଘରୋଇ ହସ୍ପିଟାଲ ରୁ ଦିଲ୍ଲୀ ର ଏକ ହସ୍ପିଟାଲ କୁ ଯାଇଥିଲେ ଚିକିତ୍ସା ହେବା ପାଇଁ ସେଠାରେ ଡୋନର ନ ମିଳିବା ରୁ ତାଙ୍କୁ ସଙ୍ଗେ ସଙ୍ଗେ ହାଇଦ୍ରାବାଦ ର ଏକ ଘରୋଇ ହସ୍ପିଟାଲ କୁ ସ୍ଥାନାନ୍ତରିତ କରା ଯାଇଥିଲା ଓ ବର୍ତ୍ତମାନ ସମୟ ରେ । ଏହି ମେଡିକାଲ ରେ କିଛିଦିନ ଚିକିତ୍ସାଧୀନ ରହିଥିବା ସମୟ ରେ ବିଳମ୍ବିତ ରାତି ରେ ପିଣ୍ଟୁ ନନ୍ଦ ଚିକିତ୍ସାଧୀନ ଅବସ୍ଥା ରେ ମୃତ୍ୟୁ ବରଣ କରିଥିଲେ ।
ପିଣ୍ଟୁ ଙ୍କ ମୃତ୍ୟୁ ପରେ ଓଡ଼ିଆ ଇଣ୍ଡଷ୍ଟ୍ରି କୁ ବଡ ଝଟକା ଲାଗିଛି ବୋଲି କହିଲେ କମ୍ ହେବ । କାରଣ ନିଜ ଅଭିନୟ ପାଇଁ ସେ ଯେଉଁ ସ୍ଥାନ ଅଧିକାର କରିଥିଲେ ତାହା ଅପୂରଣୀୟ ହୋଇ ରହିବ । ବର୍ତ୍ତମାନ ସମୟ ରେ ପିଣ୍ଟୁ ନନ୍ଦ ଙ୍କ ଅତୀତ କୁ ମନେ ପକାଇ ଓଡ଼ିଆ ଇଣ୍ଡଷ୍ଟ୍ରି ର ନେକ ଲୋକ ପ୍ରିୟ ଅଭିନେତା ଓ ଅଭିନେତ୍ରୀ ମାନେ ଅନେକ କିଛି କଥା କହିଛନ୍ତି ।
ବର୍ତ୍ତମାନ ସମୟ ରେ ବରିଷ୍ଠ ଅଭିନେତା ଅଶ୍ରୁ ମୋଚନ ପିଣ୍ଟୁ ନନ୍ଦ ଙ୍କ ବିଷୟ ରେ କିଛି କହିବା ପୂର୍ବରୁ କାନ୍ଦି ପକାଇ ଛନ୍ତି । ପିଣ୍ଟୁ ନନ୍ଦ ଙ୍କ ବିଷୟ ରେ ଅଶ୍ରୁ ମୋଚନ ଅନେକ କିଛି କଥା ଭାବ ଵିହୋଲ୍ ହୋଇ ଯାଇଛନ୍ତି ।।
ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ । ଯଦି ଏହି ପୋଷ୍ଟଟି ଆପଣଙ୍କ ମନକୁ ଛୁଇଁଛି ତେବେ ଏହା ଅନ୍ୟ ମାନଙ୍କ ସହ ସେୟାର କରନ୍ତୁ ଧନ୍ୟବାଦ ।