Breaking News

ଭଗବାନ ଶ୍ରୀ କୃଷ୍ଣ(ଗରୁଡ ପୁରାଣ) : ମୃତ ବ୍ୟକ୍ତିଙ୍କର ଏହି 3 ଟି ଜିନିଷ କେବେ ବି ରଖିବେ ନାହିଁ, ହୋଇଥାଏ ବଡ ଅନର୍ଥ … ଜାଣି ରଖନ୍ତୁ

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ମଣିଷ ଗରୁଡ ପୁରୁଣା ରେ ଅନେକ କିଛି ତଥ୍ୟ ବର୍ଣ୍ଣନା କରା ଯାଇଛି । ଏହି ଗରୁଡ ପୁରୁଣା ରେ ଅନେକ କିଛି ବର୍ଣ୍ଣନା କରା ଯାଇଛି , ଆଜି ଆମେ ଜାଣିବା ଶ୍ରୀକୃଷ୍ଣ ଗରୁଡ ଙ୍କୁ ମୃତ ବ୍ୟକ୍ତି ଙ୍କ ର ସଂପର୍କ ରେ ଅନେକ କିଛି କହିଛନ୍ତି ଓ ଯାହାକି ଗରୁଡ ପୁରୁଣା ରେ ବର୍ଣ୍ଣିତ ହୋଇଛି ଓ ଆଜି ଆମେ ସେହି ବିଷୟ ରେ ଜାଣିବା ।

 

ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଯେ ଏହି ଭୂ ପୃଷ୍ଠ ରେ ଜନ୍ମ ନେଇଥିବା ଯିବ ମାନେ ଜନ୍ମ ହୋଇଛି ମୃତ୍ୟୁ ନିଶ୍ଚିନ୍ତ। ଜନ୍ମ ହୋଇଥିବା ମଣିଷ ମାନେ ଯାହା ବି କିଛି ଧନ ଅର୍ଜନ କରିଥାଏ ଓ ସମ୍ପତ୍ତି ରଖି ଥାଏ ତାହା କେବେ ହେଲେ ମରିବା ପରେ ସାଙ୍ଗ ରେ ନେଇ କି ଯାଇ ପାରି ନ ଥାଏ । ମଣିଷ କେବଳ ଯଦି ସାଥି ରେ ନିଏ ସେ ହେଉଛି ତାର ପାପ ଓ ପୁଣ୍ୟ ।

 

 

ଗରୁଡ ପୁରୁଣା ବର୍ଣ୍ଣିତ ଥିବା କିଛି ଗୁରୁତ୍ଵ ପୂର୍ଣ୍ଣ କଥା ବିଷୟ ରେ ଜାଣିବା , ବଞ୍ଚିତ ଥିବା ବ୍ୟକ୍ତି ଯଦି ଜୀବନ ରେ କିଛି ଜିନିସ ବ୍ୟବହାର କରିଥାଏ ତେବେ ମରିବା ପରେ ସେହି ଜିନିସ କୁ ନଦୀ ଫୋପାଡି ଦେଇ ଦିଅନ୍ତୁ କେବେ ହେଲେ ସେହି ଜିନିଷ କୁ ଆପଣ ମାନେ ବା ଅନ୍ୟ ମାନେ ଆଦୌମ ବ୍ୟବହାର କରନ୍ତୁ ନାହିଁ ।

 

 

ଏହା କରିବା ଦ୍ଵାରା ମୃତ ବ୍ୟକ୍ତି ର ଆତ୍ମା କୁ ମୋକ୍ଷ ପ୍ରାପ୍ତି ହୋଇ ନ ଥାଏ । ଆତ୍ମା ଟି ଭୁ ପୃଷ୍ଠ ରେ ବୁଲି ଥାଏ ଓ ଅନ୍ୟ ଶରୀର ପ୍ରାପ୍ତ କରି ପାରି ନ ଥାଏ ଓ ଯାହା ଫଳ ରେ ସେ ପ୍ରେତ୍ ହୋଇଥାଏ । ପ୍ରେତ ହେବା ପରେ ନିଜ ପରିବାର କୁ ସେ ହିଁ କେବଳ କଷ୍ଟ ଦେବ , ଘରେ ସବୁବେଳେ ପ୍ରସନ୍ନ ଚିତ୍ତ ମୃତ ମୃତ ବ୍ୟକ୍ତି ର ଫଟୋ ରଖିବା ଅନୁଚିତ୍ ।

 

କ୍ରୋଧ କରି ଥିବା ଫଟୋ କୁ ମଧ୍ୟ ଆଦୌ , ମୃତ କରିଥିବା ଫଟୋ ଆଗ ରେ କେବେ ବି ନିଜ ଦୁଃଖ ବିଷୟ ରେ ଆଦୌମ କହନ୍ତୁ ନାହିଁ । ନ ହେଲେ ସେ ସେଠାରେ ବହୁତ୍ ଦୁଃଖ ରେ ରହିବେ , ପିତୃ ପକ୍ଷ ଛଡ଼ା ଅନ୍ୟ ଦିନ ମାନ ଙ୍କ ରେ ଘରେ ଯେଉଁ ଆତ୍ମା ର ପ୍ରବେଶ ହୋଇଥାଏ , ଏହି ଭଳି ଆତ୍ମା ପ୍ରେତ ଆତ୍ମା ହୋଇ ଥାଆନ୍ତି ଓ ଏହି ମାନେ ଘରେ ପ୍ରବେଶ ଦ୍ଵାରା ଅନିଷ୍ଠ ହୋଇଥାଏ ।

 

 

ସଦା ସର୍ବଦା ଉତ୍ତର ଦିଗ ର କାନ୍ଥ ରେ ଲଗାନ୍ତୁ ଓ ଆପଣ ମାନେ ଭୁଲ ରେ ବି ଐଶାନ୍ୟ କୋଣ ରେ ଭୁଲ ରେ ଫଟୋ ଟଙ୍ଗନ୍ତୁ। ଠାକୁର୍ ଘର କିମ୍ବା ଆପଣ ସୋଇଥିବା ରୁମ୍ ରେ ଓ ରୋଷେଇ କରୁ ଥିବା ରୁମ୍ ରେ ପିତୃ ପୁରୁଷ ଙ୍କ ଫଟୋ ଟାଙ୍ଗୁବା । ଏହି ଭଳି ଅନେକ କିଛି ତଥ୍ୟ ରହିଛି ।।

About admin

Check Also

କଣ ଆପଣ ଜାଣନ୍ତି କେଉଁଠି ପ୍ରଭୁ ହନୁମାନ ଶିକୁଳିରେ ବନ୍ଧାହୋଇଛନ୍ତି? – ଦେଖନ୍ତୁ ଭିଡିଓ

ଜଗତ ର ନାଥ ହେଉଛନ୍ତି ମହାପ୍ରଭୂ ଶ୍ରୀଜଗନ୍ନାଥ । ଭକ୍ତ ମାନଙ୍କ ର ଦୁଃଖ ଦୂର କରିବା ନିମନ୍ତେ ସେ …

Leave a Reply

Your email address will not be published. Required fields are marked *