ବନ୍ଧୁଗଣ ବର୍ତ୍ତମାନ ସମୟ ରେ ଏହି ଦୁନିଆ ରେ ଅନେକ ଲୋକ ପ୍ରିୟ ଅଭିନେତା ଓ ଅଭିନେତ୍ରୀ ମାନେ ଅଛନ୍ତି । ଏହି ଲୋକ ପ୍ରିୟ ଅଭିନେତା ଓ ଅଭିନେତ୍ରୀ ମାନେ ନିଜ ଅଭିନୟ ଫଳ ରେ ବେଶ୍ ଲୋକ ପ୍ରିୟ ହୋଇ ପାରିଛନ୍ତି। ଏହି ଅଭିନୟ ପାଇଁ ତାଙ୍କୁ ଅନେକ ପରିଶ୍ରମ କରିବାକୁ ପଡ଼ିଛି । ଅନେକ ପରିଶ୍ରମ କରିବା ପରେ ବର୍ତ୍ତମାନ ସମୟ ରେ ସେ ଲୋକ ପ୍ରିୟ ହୋଇ ପାରିଛନ୍ତି ।
ବର୍ତ୍ତମାନ ସମୟ ରେ କିଛି ଲୋକ ପ୍ରିୟ କଳାକାର ଙ୍କୁ ଆଉ ସେତେ ପରିଶ୍ରମ କରିବା କୁ ପଡୁ ନାହିଁ ଲୋକ ପ୍ରିୟ ହେବା ପାଇଁ କାରଣ ସମାଜ କୁ କୁ ଯେଉଁ ନୃତ୍ୟ ପରିବେଷଣ ର ପ୍ରଭାବ ପଡ଼ିବ ଅର୍ଥାତ୍ ଅଶ୍ଳୀଳ ନୃତ୍ୟ ଦେଖାଇ ଲୋକ ପ୍ରିୟ ହେଉଛନ୍ତି ଯାହାକି ସମାଜ ଉପରେ ପ୍ରଭାବ ପଡିଥାଏ । କିଛି ଯୁବତୀ ମାନେ ନିଜକୁ ଆଇଟମ ନାଚ ବାଲି ଭାବି ଏହି ନୃତ୍ୟ ପରିବେଷଣ କରୁଛନ୍ତି ।
ଏହାକୁ ଦର୍ଶକ ମାନେ ମଧ୍ୟ ବହୁତ୍ ସାରା ଭଲ ପାଇବା ଦେଇଛନ୍ତି , ବର୍ତ୍ତମାନ ସମୟ ରେ ଯେତେବେଳେ ଅଶ୍ଳୀ-ଳ ନୃତ୍ୟ ବିଷୟ ଆଲୋଚନା ହେଉଛି ତେବେ ତାକୁ ସମସ୍ତେ ନିନ୍ଦା କରୁଛନ୍ତି ତଥାପି ଏହା ଦିନ କୁ ଦିନ ବୃଦ୍ଧି ପାଇବା ରେ ଲାଗିଛି । ବର୍ତ୍ତମାନ ସମୟ ରେ ସମସ୍ତେ ନିଶା ମହାରଣା ଙ୍କ ନୃତ୍ୟ ଦେଖିବାକୁ ପସନ୍ଦ କରନ୍ତି । ନିଶା ମହାରଣା ଙ୍କ ସମସ୍ତେ ବିରୋଧ କରିଥିଲେ ମଧ୍ୟ ତାଙ୍କ ନୃତ୍ୟ ଦେଖିବାକୁ ସମସ୍ତେ ପସନ୍ଦ କରନ୍ତି ।
ଏହି ଲୋକ ପ୍ରିୟ ଅଭିନେତ୍ରୀ ଙ୍କୁ ଷ୍ଟେଜ ରେ ଦର୍ଶକ ମାନେ ନ ଦେଖିଲେ ହଂଗାମା କରୁଛନ୍ତି । ନିଶା ମହାରଣା ନିଜ ନୃତ୍ୟ ପାଇଁ ଆଜି ମହଙ୍ଗା ହୋଇଛନ୍ତି । ଆଇଟମ ନୃତ୍ୟ ପରିବେଷଣ କରି ଆଜି ବେଶ୍ ଲୋକ ପ୍ରିୟ ହୋଇ ପାରିଛନ୍ତି ଓ ଅନେକ ଷ୍ଟେଜ ସୋ ରେ ନଜର ଆସିଛନ୍ତି । ବର୍ତ୍ତମାନ ସମୟ ରେ ନିଶା ମହାରଣା ଙ୍କୁ ଅନେକ ଧାରାବାହିକ ରେ ଅଭିନୟ କରିବା ର ସୁଯୋଗ ଆସିଛି ।
ବର୍ତ୍ତମାନ ସମୟ ରେ ସେ ନିଜ କାର୍ଯ୍ୟ ରେ ବ୍ୟସ୍ତ ଥିବାରୁ , ଧାରାବାହିକ ରେ ଅଭିନୟ କରିବେ ନାହିଁ କି ସେ କୌଣସି ପ୍ରଯୋଜକ ଙ୍କ ସହ ରାତି ରେ ଶୋଇବେ ନାହିଁ ବୋଲି ସିଧା ସଳଖ ଗଣ ମାଧ୍ୟମ ନିକଟ ରେ କହିଛନ୍ତ ଓ ଯାହାକି ଆପଣ ମାନେ ଆମର ଏହି ପେଜ ମାଧ୍ୟମରେ ଦେଖିବାକୁ ପାଉ ଥିବେ ।।
ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ । ଯଦି ଏହି ପୋଷ୍ଟଟି ଆପଣଙ୍କ ମନକୁ ଛୁଇଁଛି ତେବେ ଏହା ଅନ୍ୟ ମାନଙ୍କ ସହ ସେୟାର କରନ୍ତୁ ଧନ୍ୟବାଦ ।