Breaking News

ଭାଇରାଲ ହେଉଛି ବବି ମିଶ୍ର (Bobby Mishra) ଙ୍କ ର ପିଣ୍ଟୁ ନନ୍ଦ (Pintu Nanda) ଙ୍କ ସହ ଶେଷ କଥା ବାର୍ତ୍ତାର ରେକର୍ଡିଙ୍ଗ – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଯେ ବର୍ତ୍ତମାନ ସମୟ ରେ ଓଡ଼ିଆ ଇଣ୍ଡଷ୍ଟ୍ରି ବେଶ୍ ଲୋକ ପ୍ରିୟ ହୋଇ ପାରିଛି , କିଛି ଲୋକ ପ୍ରିୟ ବରିଷ୍ଠ ଅଭିନେତା ମାନ ଙ୍କ ପାଇଁ ବେଶ୍ ଲୋକ ପ୍ରିୟ ହୋଇ ପାରିଛି । ବର୍ତ୍ତମାନ ସମୟ ରେ ଓଡ଼ିଆ ଇଣ୍ଡଷ୍ଟ୍ରି ଲୋକ ପ୍ରିୟ ହୋଇ ରହିଥିବା ସମୟ ରେ ଆମେ ମାନେ ଆମ ବରିଷ୍ଠ ଅଭିନେତା ମାନ ଙ୍କୁ ହରାଇଛୁ ।

ଏହି ବରିଷ୍ଠ ଅଭିନେତା ମାନ ଙ୍କ ମଧ୍ୟ ରୁ ଅଧିକ ଅଭିନେତା ମାନେ ଏହି ଦୁନିଆ ଛାଡ଼ି ଆର ପାରି କୁ ଚାଲି ଯାଇଛନ୍ତି । ବର୍ତ୍ତମାନ ସମୟ ରେ ସମସ୍ତ ଲୋକ ପ୍ରିୟ ଅଭିନେତା ମାନେ ଆଉ ନାହାଁନ୍ତି ଏହି ଓଡ଼ିଆ ଇଣ୍ଡଷ୍ଟ୍ରି ରେ । ଅତି ନିକଟ ରେ ଏହି ସମସ୍ତ ଲୋକ ପ୍ରିୟ ଅଭିନେତା ମାନେ ମୃତୁ ବରଣ କରିଛନ୍ତି କିଏ ରୋଗ ରେ ପୀଡ଼ିତ ହୋଇ ମୃତ୍ୟୁ ବରଣ କରୁଛନ୍ତି ଓ କିଏ ଅକାଳ ବିୟୋଗ ରେ ମୃତ୍ୟୁ ବରଣ କରୁଛନ୍ତି ।

ଆପଣ ମାନେ ଅଭିନେତା ପିନ୍ଟୁ ନନ୍ଦ ଙ୍କୁ ବେଶ୍ ଭଲ ଭାବରେ ଜାଣିଥିବେ । ଏହି ଅଭିନେତା ଜଣକ ଅତି ନିକଟ ରେ ଲିଭର ଜନିତ ରୋଗ କାରଣ ରୁ ମୃତ୍ୟୁ ବରଣ କରୁଛନ୍ତି ଯାହାକି ଆପଣ ମାନେ ବେଶ୍ ଭଲ ଭାବରେ ଜାଣିଥିବେ । ଅଭିନେତା ପିଣ୍ଟୁ ନନ୍ଦ ବର୍ତ୍ତମାନ ସମୟ ରେ ଆମ ଗହଣ ରେ ଆଉ ନାହାଁନ୍ତି । ସବୁ ଦିନ ପାଇଁ ଆର ପାରି କୁ ଚାଲି ଯାଇଛନ୍ତି ।

ଆପଣ ମାନେ ନିଶ୍ଚିନ୍ତ ଭାବ ରେ ପିଣ୍ଟୁ ନନ୍ଦ ଙ୍କ ଅଭିନୟ ବହୁ ସାରା ଚଳଚ୍ଚିତ୍ର ରେ ଦେଖିଥିବେ ନିଜ ଅଭିନୟ ପାଇଁ ବେଶ୍ ଲୋକ ପରିଚିତ ହୋଇ ପାରିଥିଲେ । ଅଭିନେତା ପିଣ୍ଟୁ ନନ୍ଦ ଯିଏ କି ନିଜ ଜବରଦସ୍ତ ଭିନ୍ନ ଭିନ୍ନ ଚରିତ୍ର ରେ ଦେଖାଇ ବେଶ୍ ଲୋକ ପ୍ରିୟ ହୋଇ ପାରିଛନ୍ତି । ଆପଣ ମାନେ ଜାଣିଥିବେ ଯେ ନିଜ ଚିକିତ୍ସା ପାଇଁ ଅଭିନେତା ପିଣ୍ଟୁ ନନ୍ଦ ଡ଼ାକ୍ତର ଙ୍କ ପରାମର୍ଶ ଅନୁଯାୟୀ ଭୁବନେଶ୍ୱର ରୁ ଦିଲ୍ଲୀ ଯାଇଥିଲେ ଚିକିତ୍ସା ପାଇଁ କିନ୍ତୁ ସେଠାରେ ଉପଯୁକ୍ତ ଚିକିତ୍ସା ନ ମିଳିବା ରୁ ପରବର୍ତ୍ତୀ ସମୟରେ ସେ ହାଇଦ୍ରାବାଦ ଯାଇଥିଲେ ଯଶୋଦା ହସ୍ପିଟାଲ କୁ ଯାଇଥିଲେ ।

ଯଶୋଦା ହସ୍ପିଟାଲ କୁ ଡେରି ଯିବା ରୁ ଆଉ ପିଣ୍ଟୁ ନନ୍ଦ ବଞ୍ଚି ପାରି ନ ଥିଲେ । ଠିକ୍ ସମୟ ରେ ଯାଇଥିଲେ ଅର୍ଥାତ୍ ଦିଲ୍ଲୀ ଯିବା ପୂର୍ବରୁ ଯଦି ହସ୍ପିଟାଲ ଯାଇ ଥାଆନ୍ତେ ପିଣ୍ଟୁ ନନ୍ଦ ବଞ୍ଚି ଯାଇ ଥାଆନ୍ତେ । ପିଣ୍ଟୁ ନନ୍ଦ ଙ୍କୁ ବଞ୍ଚାଇବା ପାଇଁ ବବି ମିଶ୍ର ମଧ୍ୟ ବହୁତ୍ ଚେଷ୍ଟା କରିଥିଲେ , ବର୍ତ୍ତମାନ ସମୟ ରେ ପିଣ୍ଟୁ ନନ୍ଦ ଓ ବବି ମିଶ୍ର ଙ୍କ କଲ ରେକର୍ଡିଂ ଭାଇରାଳ ହେବା ରେ ଲାଗିଛି ।

ଏହି କଲ ରେ ଅଭିନେତା ପିଣ୍ଟୁ ନନ୍ଦ ବବି ମିଶ୍ର ଙ୍କ କଲ ରେ କଥା ବାର୍ତ୍ତା ହେଉଥିଲେ ଯେ ବବି ମିଶ୍ର ପିଣ୍ଟୁ ନନ୍ଦ ଙ୍କୁ ପରାମର୍ଶ ଦେଇଥିଲେ ଯଶୋଦା ହସ୍ପିଟାଲ କୁ ଯିବା ପାଇଁ । ସବୁ କିଛି ବୁଝି ସରିବା ପରେ ପିଣ୍ଟୁ ନନ୍ଦ ଙ୍କୁ ଜଣାଇଥିଲେ ସେଠାକୁ ଯିବା ପାଇଁ ।।

ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ । ଯଦି ଏହି ପୋଷ୍ଟଟି ଆପଣଙ୍କ ମନକୁ ଛୁଇଁଛି ତେବେ ଏହା ଅନ୍ୟ ମାନଙ୍କ ସହ ସେୟାର କରନ୍ତୁ ଧନ୍ୟବାଦ ।

About admin

Check Also

ଆମ ଓଡ଼ିଆ ଝିଅ ଗୀତ ଶୁଣି ଝୁମୁଚି ସାରା ଦେଶ – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ଆପଣ ମାନେ ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ରେ ଥିବା ସମସ୍ତ ଲୋକ ପ୍ରିୟ ଗାୟକ ଗାୟିକା ମାନ …

Leave a Reply

Your email address will not be published. Required fields are marked *