ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଙ୍କ ବିଷୟ ରେ ଆପଣ ମାନେ ବହୁତ ଭଲ ଭାବରେ ଜାଣିଥିବେ । ସେ ଓଡ଼ିଆ ଇଣ୍ଡଷ୍ଟ୍ରି ରେ ଚୁଲୁବୁଲି ନାୟିକା । ତାଙ୍କ ଅଭିନୟ ଦେଖିବା ପାଇଁ ଦର୍ଶକ ମାନେ ବହୁତ ଭଲ ପାଆନ୍ତି । । ସେ ଓଲିଓଡ଼ ଇଣ୍ଡଷ୍ଟ୍ରୀ ରର କେବଳ ଚୁଲୁବୁଲି ନାୟିକା ହେବା ସହ ବହୁତ ଚର୍ଚ୍ଚିତ ନାୟିକା ମଧ୍ୟ । ସେ ତାଙ୍କ ଅଭିନୟ ରେ ପୁରା ଓଡିଶା ବାସୀ ଙ୍କୁ ବହୁତ ଭଲ ପାଇବା ଦେଇଛନ୍ତି । ଆଉ ଦର୍ଶକ ମାନେ ମଧ୍ୟ ବର୍ଷା ପ୍ରିୟଦର୍ଶିନୀ ଙ୍କୁ ଓ ତାଙ୍କ ର ଅଭିନୟ କୁ ବହୁତ ଭଲ ପାଇବା ଦେଇଛନ୍ତି ।
ଆପଣ ମାନେ ଜାଣିଥିବେ ଓଡ଼ିଆ ଇଣ୍ଡଷ୍ଟ୍ରି ରେ ବର୍ଷା ପ୍ରିୟଦର୍ଶିନୀ ଙ୍କ ଖ୍ୟାତି ବହୁତ ରହିଛି ସେ ବହୁତ ଗୁଡିଏ ଓଡ଼ିଆ ସିନେମା କରି ସାରିଛନ୍ତି । ତାଙ୍କ ର ସବୁ ସିନେମା କୁ ଦେଖିବାକୁ ଦର୍ଶକ ମାନେ ମଧ୍ୟ ବହୁତ ଭଲ ପାଆନ୍ତି । ବର୍ଷା ପ୍ରିୟଦର୍ଶିନୀ ବହୁତ କମ୍ ବୟସ ରୁ ଅଭିନୟ ଆରମ୍ଭ କରିଥିଲେ । ସେ ଓଲିଓଡ ଇଣ୍ଡଷ୍ଟ୍ରୀ ରେ ଅଭିନୟ କରି ଥିବା ସବୁ ସିନେମା ଗୁଡିକ ସୁପରହିଟ୍ ହେଇଚି । ସେଥି ପାଇଁ ଓଲିଓଡ ଇଣ୍ଡଷ୍ଟ୍ରୀ ରେ ତାଙ୍କ ର ଚର୍ଚ୍ଚା ସବୁ ବେଳେ ରହି ଆସିଛି ।
ଅଭିନେତ୍ରି ବର୍ଷା ପ୍ରିୟଦର୍ଶିନୀ କେବଳ ଓଡ଼ିଆ ଇଣ୍ଡଷ୍ଟ୍ରି ରେ ନୁହଁ ସେ ବଙ୍ଗାଳି ସିନେମା ମଧ୍ୟ ବହୁତ ଗୁଡିଏ କରିଛନ୍ତି ତାଙ୍କ ଅଭିନୟ ପାଇଁ ବଙ୍ଗାଳି ମଧ୍ୟ ବହୁତ ଖ୍ୟାତି ଅଛି । ସେ ଓଡ଼ିଆ ଓ ବଙ୍ଗାଳି ସିନେମା କରିଛନ୍ତି ସେଥି ପାଇଁ ତାଙ୍କ ର ଚର୍ଚ୍ଚା ରହିବା ସହିତ । ସେ ନିଜ କୁ ସମାଜ ସେବି ରେ ବି ଦେଉଛନ୍ତି । କାରଣ ସେ ଜାଣନ୍ତି ମାନବ ର ସେବା ମାଧବ ର ସେବା ଅଟେ ।
ସେ ସମସ୍ତ୍ ଙ୍କ ଦୁଃଖ ରେ ପାଖ ରେ ରହି ସମସ୍ତ ଙ୍କ ଦୁଃଖ କୁ ଦୂର କରୁଛନ୍ତି । ତେବେ ଆପଣ ମାନେ ଜାଣିଛନ୍ତି ଏବେ ରାକ୍ଷୀ ପୂର୍ଣ୍ଣିମା ଯାଇଛି ।ଆଉ ଏହି ରାକ୍ଷୀ ପୂର୍ଣ୍ଣିମା ରେ ଭଉଣୀ ତା ଭାଇ ହାତ ରେ ରାକ୍ଷୀ ବାନ୍ଧେ । ତେଣୁ ବର୍ଷା ପ୍ରିୟଦର୍ଶିନୀ ମଧ୍ୟ ଏହି ଥିରେ ଚର୍ଚ୍ଚା ରେ ରହି ଆସିଛନ୍ତି । ସେ ମଧ୍ୟ ତାଙ୍କ ଭାଇ କୁ ରାକ୍ଷୀ ବାନ୍ଧିଛନ୍ତି । ଏହି ଭିଡିଓ ଟି ଖୁବ ଭାଇରାଲ ହେଉଛି ସୋସିଆଲ ମିଡ଼ିଆ ରେ ।
ଆଉ ଏହି ରାକ୍ଷୀ ପୂର୍ଣ୍ଣିମା ରେ ସେ ତାଙ୍କ ଭାଇ ହାତ ରେ ରାକ୍ଷୀ ଭିଡି ଛନ୍ତି ଆଉ ତାଙ୍କ ଭାଇ ମିଠା ବି ବହୁତ ସାରା ଖଇ ଦେଉଛନ୍ତି । ଆଉ ଭଉଣୀ ରାକ୍ଷୀ ଭିଡି ସରିଲା ପରେ ଯେମିତି ଭାଇ ତା ଭଉଣୀ କୁ କିଛି ନା କିଛି ଗିଫ୍ଟି ଦିଅନ୍ତି ଠିକ ସେମିତି ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଙ୍କୁ ଭି ତାଙ୍କ ଭାଇ ଧେର୍ ସାରା ଗିଫ୍ଟି ଦେଇଛନ୍ତି ଯାହା ପାଇଁ କି ବର୍ଷା ବହୁତ ଖୁସି ଅଛନ୍ତି । ଆଉ ଏହି ଭିଡିଓ ଟିକୁ ନିଜେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ସେୟାର କରିଛନ୍ତି ସୋସିଆଲ ମିଡ଼ିଆ ରେ ତାଙ୍କ ଫାନ୍ ମାନଙ୍କ ପାଇଁ ।
ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ । ଯଦି ଏହି ପୋଷ୍ଟଟି ଆପଣଙ୍କ ମନକୁ ଛୁଇଁଛି ତେବେ ଏହା ଅନ୍ୟ ମାନଙ୍କ ସହ ସେୟାର କରନ୍ତୁ ଧନ୍ୟବାଦ।