Breaking News

ଭାରତ ନେଦରଲ୍ୟାଣ୍ଡ ଟି ୨୦ ମ୍ୟାଚ ସମୟରେ ନିଜ ପ୍ରେମିକା କୁ କଲେ ପ୍ରେମ ନିବେଦନ, ଏବେ ଭିଡିଓ ହେଉଛି ଭାଇରାଲ – ଦେଖନ୍ତୁ ଭିଡିଓ

ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଯେ ସୋସିଆଲ ମିଡ଼ିଆ ରେ ଏିତିକା ଟି କିଛି ଦୃଶ୍ୟ ଭାଇରାଳ ହୋଇଥାଏ ଯାହାକୁ ଦେଖିବା ପରେ ଟିକେ ଅଜବ ପରି ଲାଗେ । ଆଜି ଆମେ ସେମିତି ଏକ ଅଜବ ଦୃଶ୍ୟ ବିଷୟ ରେ ଜଣାଇବୁ ଯେଉଁଠି କି ଲାଇଭ ଖେଳ ଚାଲୁଥିବା ସମୟ ରେ ପ୍ରେମୀ ଯୁଗଳ ଭାଇରାଲ ।
ଲାଇଭ ମ୍ୟାଚ୍ ଚାଲୁ ଥିବା ସମୟ ରେ ପ୍ରେମିକ ନିଜ ପ୍ରେମିକା ପାଇଁ ଏମିତି କିଛି କରିଥିଲେ ଯାହା ଆପଣ ମାନେ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ । ବର୍ତ୍ତମାନ୍ ସମୟ ରେ ସୋସିଆଲ ମିଡ଼ିଆ ରେ ଏହି ପ୍ରେମୀ ଯୁଗଳ ବେଶ୍ ରେ ମଧ୍ୟ ଅଛନ୍ତି , ଗୁରୁବାର ଟି 20 ବିଶ୍ଵକପ ରେ ନେଦରଲ୍ୟାଣ୍ଡ ଓ ଭାରତ ମଧ୍ୟ ରେ ମ୍ୟାଚ୍ ଚାଲୁଥିଲା ।
ପୁଣି ଭାରତ ଦଳ ଗୁରୁବାର ଦିନ କମାଲ ଦେଖାଇଲେ , ନେଦରଲ୍ୟାଣ୍ଡ ଙ୍କୁ ହରାଇ ଦ୍ଵିତୀୟ ଭାରତ ବିଜୟ କରିଛି । ଭାରତ ବିଜୟ କୁ ଦେଖି ସେଠାରେ ଥିବା ଦର୍ଶକ ମାନେ ବେଶ୍ ଖୁସି ଥିଲେ ଏହି ଖୁସି ମଧ୍ୟ ରେ ଦର୍ଶକ ମାନ ଙ୍କ ମଧ୍ୟ ରେ ଏକ ଦୃଶ୍ୟ ଦେଖିବାକୁ ମିଳିଥିଲା । ହଁ ବନ୍ଧୁ ଏହି ଦୃଶ୍ୟ ରେ ଦେଖିବାକୁ ମିଳିଥିଲା ଯେ ପ୍ରେମିକ ଜଣକ ନିଜ ପ୍ରେମିକା ଙ୍କୁ ପ୍ରେମ ଆବେଦନ କରି ଥିଲେ ।

ପୁରା ଫିଲ୍ମ ଷ୍ଟାଇଲ ଯୁବକ ଜଣକ ନିଜ ପ୍ରେମିକା କୁ ପ୍ରପୋଜ ମାରି ଥିଲେ । ଯୁବକ ଜଣକ ଭାରତୀୟ ଜର୍ଶି ପିନ୍ଧିଥିଲେ ପ୍ରେମିକା ଆଗ ରେ ଆଣ୍ଠେଇ ହୋଇ ଫିଲ୍ମ ଷ୍ଟାଇଲ ରେ ରିଙ୍ଗ ପିନ୍ଧାଇ ସମସ୍ତ ଙ୍କ ସାମ୍ନା ରେ ବିବାହ କରିବା ପ୍ରସ୍ତାବ ଦେଲେ । ପ୍ରେମିକ ଜନକ ଏହି କାର୍ଯ୍ୟ ପାଇଁ ପ୍ରେମିକା ଜଣକ ଖୁସି ହୋଇଥିଲେ ଯାହାର ଦୃଶ୍ୟ ଦେଖିବାକୁ ମିଳିଛି ।

ଯୁବତୀ ଜଣକ ଏହି ପ୍ରପୋଜ ଗ୍ରହଣ କରିବା ସହିତ ବିବାହ କରୁବକୁଅଧୁ ରାଜି ଅଛନ୍ତି । ଏହା କୁ ଦେଖିବା ପାଇଁ ଦର୍ଶକ ମାନ ଙ୍କ ଭିଡ଼ି ଲାଗିଥିଲା , ଲାଇଭ କ୍ୟାମେରା ରେ ପ୍ରପୋଜ୍ ମାରି ପ୍ରେମୀ ଯୁଗଳ ବର୍ତ୍ତମାନ୍ ସମୟ ରେ ବେଶ୍ ଚର୍ଚ୍ଚା ରେ ଅଛନ୍ତି । ମ୍ୟାଚ୍ ସମୟ ରେ ଏହି ଭଳି କିଛି ଦୃଶ୍ୟ ଦେଖା ଦେବେ ପ୍ରଥମ ଥର ନୁହେଁ ।

ଏହା ପୂର୍ବ ରୁ ଅନେକ ଥର ଏହି ଭଳି ଦୃଶ୍ୟ ଦେଖିବାକୁ ମିଳିଛି । 2021 ମସିହା ରେ ଆଇପିଏଲ ରେ ଚେନ୍ନାଇ ର ଅଲ୍ ରାଉଣ୍ଡର ଦୀପକ୍ ନିଜ ପ୍ରେମିକା କୁ ଏହି ଭଳି ଭାବେ ପ୍ରପୋଜ କରିଥିଲେ । ବର୍ତ୍ତମାନ୍ ସମୟ ରେ ଏହି ଦୃଶ୍ୟ ଟି ସୋସିଆଲ ମିଡ଼ିଆ ରେ ବହୁ ପରିମାଣ ରେ ଚର୍ଚ୍ଚା ରେ ଅଛି ।।

ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ । ଯଦି ଏହି ପୋଷ୍ଟଟି ଆପଣଙ୍କ ମନକୁ ଛୁଇଁଛି ତେବେ ଏହା ଅନ୍ୟ ମାନଙ୍କ ସହ ସେୟାର କରନ୍ତୁ ଧନ୍ୟବାଦ ।

About admin

Check Also

ଖୁବ୍ ଶୀଘ୍ର ମୂଖ୍ୟ କୋଚ ରୁ ଯିବେ Ravi Shastri ଓ ନୂଆ କୋଚ ଭାବେ Rahul Dravid ଆସିବେ

ଦର୍ଶକ ବନ୍ଧୁ ଖୁବ ଶୀଘ୍ର ମୁଖ୍ୟ କୋଚ ପଦ ରୁ ଯିବେ ରବି ଶାସ୍ତ୍ରୀ ଓ ନୂଆ କୋଚ ପଦ …

Leave a Reply

Your email address will not be published. Required fields are marked *