ଦର୍ଶକ ବନ୍ଧୁ ଆପଣ ମାନେ ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ରେ ଅନେକ ଲୋକ ପରିଚିତ ପ୍ରଯୋଜକ ଥାଆନ୍ତି , ଯେଉଁ ମାନ ଙ୍କ ଦ୍ଵାରା ଅନେକ ଚଳଚ୍ଚିତ୍ର ନିର୍ମିତ ହେବା ସହ ନୂଆ ଅଭିନେତା ଓ ଅଭିନେତ୍ରୀ ସୁଯୋଗ ପାଇ ଥାଆନ୍ତି । ବନ୍ଧୁଗଣ ଆପଣ ଲୋକ ପ୍ରିୟ ପ୍ରଯୋଜକ ଅକ୍ଷୟ ପରିଜା ଙ୍କୁ ବେଶ୍ ଭଲ ଭାବରେ ଜାଣିଥିବେ । ବର୍ତ୍ତମାନ୍ ସମୟ ରେ ଅକ୍ଷୟ ପରିଜା ଙ୍କୁ ନେଇ ଆସି ଯାଇଛି ଏକ ବଡ ଖବର ।
ଅକ୍ଷୟ ପରିଜା ଙ୍କ କିଛି ନ- ଗ୍ନ ଫଟୋ ସୋସିଆଲ ମିଡ଼ିଆ ରେ ଘୂରି ବୁଲୁଛି । ଏହି କଥା ଟି ଆପଣ ମାନେ ଜାଣିବା ପରେ ନିଶ୍ଚୟ ଆଶ୍ଚର୍ଯ୍ୟ ହୋଇଯିବେ , ବର୍ତ୍ତମାନ ସମୟ ରେ ଅକ୍ଷୟ ପରିଜା ଙ୍କୁ ନେଇ ଗୋଟିଏ ଖବର କୁ ନେଇ ସୋସିଆଲ ମିଡ଼ିଆ ରେ ବେଶ୍ ଚର୍ଚ୍ଚା ରେ ଅଛନ୍ତି । ପ୍ରଯୋଜକ ଙ୍କ ନାମ ରେ ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି ଜଣେ ଯୁବତୀ । ଆଜି ଆମେ ଜାଣିବା ଯେ ଏହି ଯୁବତୀ କଣ ପାଇଁ ଅକ୍ଷୟ ପରିଜା ଙ୍କ ନାମ ରେ ଅଭିଯୋଗ ଆଣିଛନ୍ତି ।
ଯୁବତୀ ଙ୍କୁ ଚଳଚ୍ଚିତ୍ର ଅଭିନୟ କରିବାର ସୁଯୋଗ ଦେବା କୁ କହି ଯୁବତୀ ଙ୍କ ସହ ଶା-ରି-ରୀ-କ ସମ୍ପର୍କ ରଖିଛନ୍ତି , ଏ ନେଇ ଯୁବତୀ ଜଣକ ଲକ୍ଷ୍ମୀ ଥାନା ସାଗର ରେ ଅଭିଯୋଗ କରି ଥିବାର ସୁଚନା ମିଳିଛି । ବର୍ତ୍ତମାନ୍ ସମୟ ରେ ସୋସିଆଲ ମିଡ଼ିଆ ପ୍ରଯୋଜକ ଅକ୍ଷୟ ପରିଜା ଙ୍କ ନ-ଗ୍ନ ଫଟୋ ଭାଇରାଳ ହେଉଛି । ଯାହାକି ଆପଣ ମାନେ ଦେଖିବାକୁ ପାଉ ଥିବେ ସୋସିଆଲ ମିଡ଼ିଆ ରେ ।
ବନ୍ଧୁଗଣ ଅକ୍ଷୟ ପରିଜା ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ରେ ଦୀର୍ଘ ବର୍ଷ ହେବ କାମ କରି ଆସୁଛନ୍ତି , ସେ ଜଣେ ପ୍ରତିଷ୍ଠିତ ପ୍ରଯୋଜକ । ସେ ନିଜ ପ୍ରଯୋଜକ ଥିବା ସମୟ ରେ ଅନେକ ପ୍ରୋଜେକ୍ଟ ରେ ହାତ ରହିଛି । ଏହି ପ୍ରଯୋଜକ ଜଣକ ବହୁ ଅଭିନେତା ଓ ଅଭିନେତ୍ରୀ ମାନ ଙ୍କୁ ସୁଯୋଗ ଦେଇଛନ୍ତି । ଓଡ଼ିଆ ଇଣ୍ଡଷ୍ଟ୍ରି ରେ ନୁହେଁ ବାହାର୍ ରାଜ୍ୟ ରେ ମଧ୍ୟ ତାଙ୍କ୍ ବେଶ୍ ନାମ ରହିଛି ।
ପୋଲିସ ଙ୍କ ପାଖ ରେ ଲିଖିତ ଆକାର ରେ ଅଭିଯୋଗ ହେବା ପରେ ପୋଲିସ ତାର ତଦନ୍ତ ଆରମ୍ଭ କରିବ । ଏହି ଫଟୋ ପଛ ର ସତ୍ୟତା କଣ ରହିଛି , ତାହା ଭଲ ଭାବ ରେ ଜଣା ପଡି ଯିବ । ବର୍ତ୍ତମାନ୍ ସମୟ ରେ ଅକ୍ଷୟ ପରିଜା ଆଇନଗତ ସାହାର୍ଯ୍ୟ ନେଉଛନ୍ତି ଓ ଓକିଲ ମଧ୍ୟ ତାଙ୍କ ପାଖ ରେ ଥିଲେ ,
ଯେତେବେଳେ ଅକ୍ଷୟ ପରିଜା ଙ୍କ ପ୍ରତିକ୍ରିୟା ରଖିବା ପାଇଁ ଗଣ ମାଧ୍ୟମ ଅକ୍ଷୟ ପରିଜା ଙ୍କ ପାଖ କୁ ଯାଇ ଥିଲେ ସେତେବେଳେ ସେ କୌଣସି ପ୍ରତିକ୍ରିୟା ରଖି ନ ଥିଲେ । ତାହେଲେ ଦେଖାଯାଉ ଆଗାମୀ ଦିନ ମାନ ଙ୍କ ରେ ଏହି ବିବାଦ ଟି କେତେ ବାଟ ଯାଉଛି ଓ କଣ ହେଉଛି ।।
ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ । ଯଦି ଏହି ପୋଷ୍ଟଟି ଆପଣଙ୍କ ମନକୁ ଛୁଇଁଛି ତେବେ ଏହା ଅନ୍ୟ ମାନଙ୍କ ସହ ସେୟାର କରନ୍ତୁ ଧନ୍ୟବାଦ ।